ମନୋରଞ୍ଜନ

Rani Panda ଙ୍କ ସହ Aparajita Mohanty, ମିଶିକି ଖାଇଲେ Mee Puch Puch ଙ୍କ ରିସେପ୍ସନ ଭୋଜି, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମି ପୁଚ୍ ପୁଚ୍ ଙ୍କ ରିଶେପସନ ପାର୍ଟିରେ ଏକାଠି ବସି ଖାଇଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ତେବେ ନିକଟ ଅତୀତରେ ଘରେ ଘରେ ନିଜ କମେଡି ପାଇଁ ଅତି ସୁପରିଚିତ ମି ପୁଚ୍ ପୁଚ୍ ଙ୍କର ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ମି ପୁଚ୍ ପୁଚ୍ ବା ଇତିକା ବାହାଘରେ ପରେ ନିଜ ଶାଶୁ ଘର ରିଶେପସନ ପାର୍ଟିରେ ତାଙ୍କ ସ୍ଵାମୀଙ୍କ ସହ ସୁନ୍ଦର ଲୁକ୍ ରେ ନଜର ଆସିଛନ୍ତି ।

ତେବେ ଇତିକାଙ୍କ ଶ୍ଵଶୁର ଘର ରିଷେପ୍ସନ ପାର୍ଟିରେ ତାଙ୍କ ଘର ପରିବାର, ସାଙ୍ଗସାଥି ଓ ବନ୍ଧୁ ପରିଜନ ସମସ୍ତେ ଯୋଗଦାନ ଦେଇଥିଲେ । ତେବେ ଏହା ସହିତ ଅନେକ ଜଣାଶୁଣା ଓଡିଆ ସେଲିବ୍ରେଟି ମଧ୍ୟ ଇତିକାଙ୍କ ରିଷେପ୍ସନ ପାର୍ଟିରେ ସାମିଲ ହୋଇଥିଲେ । ତେବେ ପାର୍ଟିରେ ବହୁ ସଂଖ୍ୟକ ଓ ଲୋକ ତଥା ଓଡିଆ କଳାକାର ମାନଙ୍କ ଗହଣରେ ପାର୍ଟିର ମାହୋଲ ଏକ ଦମ୍ ସରଗରମ ହୋଇଉଠିଥିଲା ।

ତେବେ ଏହାରି ଭିତରେ ରିଷେପ୍ସନ ପାର୍ଟିରେ ଖାଇବା ଜାଗାରେ ଗୋଟେ ଟେବୁଲରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓ ଓଡିଆ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ନଜର ଆସିଥିଲେ । ତେବେ ଉଭୟ ଅପରଜିତା ମହାନ୍ତି ଓ ରାଣୀ ପଣ୍ଡା ବେଶ ହସ ଖୁସି କରି ରିଷେପ୍ସନ ପାର୍ଟିର ଏଞ୍ଜୟ କରିବା ସହିତ ଖାଇବାକୁ ମଧ୍ୟ ଖୁସିର ସହ ଖାଉଥାନ୍ତି । ତେବେ ସେମାନଙ୍କ ସମେତ ଅନେକ କଳାକାର ମାନେ ମଧ୍ୟ କମେଡି କୁଇନ ଇତିକା ଓ ତାଙ୍କ ସ୍ଵାମୀ ସୋମୁଙ୍କ ସ୍ଟେଜ ପାଖକୁ ଯାଇ ବିଭିନ୍ନ ପ୍ରକାର ପୋଜ୍ ରେ ଫୋଟସୁଟ କରୁଥାନ୍ତି ।

ଏହା ସହିତ ରିଷେପ୍ସନପାର୍ଟିକୁ ଫୁଲ୍ ଏଞ୍ଜୟ ମଧ୍ୟ କରୁଥାନ୍ତି । ତେବେ ଇତିକାଙ୍କ ରିଷେପ୍ସନ ପାର୍ଟିକୁ ମଧ୍ୟ ଖୁବ ଭଲ ଭାବରେ ସାଜସଜା କରଯାଇଥିଲା । ଯାହାକି ପାର୍ଟିର ଲୁକ୍ କୁ ଆହୁରି ମଧ୍ୟ ସୁନ୍ଦର କରିଦେଉଥିଲା । ତେବେ ଏହାରି ଭିତରେ କହିବାକୁ ଚାହୁଁଛୁ । ଇତିକା ତଥା ମି ପୁଚ୍ ପୁଚ୍ ଙ୍କର ତାଙ୍କ ସ୍ଵାମୀଙ୍କ ସହ ମାରେଯ ଲାଇଫ ବହୁତ ହିଁ ମଧୁରମୟ ରହୁ।

ଏହା ସହିତ ପୁଣି ଥରେ ଇତିକା ନିଜର କମେଡି ଅନ୍ଦାଜରେ ଲୋକଙ୍କ ମନୋରଞ୍ଜନ କରାନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button