ସ୍ୱାସ୍ଥ୍ୟ

ହାର୍ଟ – ଶିର ବ୍ଳକେଜ, ଡାଇବେଟିସ, କୋଲେଷ୍ଟ୍ରୋଲ ଭଳି ୧୦ ପ୍ରକାର ରୋଗ ଭଲ ହେବ

ବନ୍ଧୁଗଣ ଯଦି ଆପଣଙ୍କର ବି ଶୀର ବ୍ଲକେଜ, ହାର୍ଟ ଜନିତ ସମସ୍ଯା, ଲିଭର ଅଧିକ ଦୁର୍ବଳ ଅଛି, ଗ୍ଯାସ, ଏସିଡିଟି ଅଧିକ ଅଛି, ପାଚନ କ୍ରିୟା ଦୁର୍ବଳ ହେବା, ହାତ ଗୋଡ କାଲୁଆ ପଡୁଛି, ସ୍କିନ ଜନିତ ସମସ୍ଯା, କେଶ ଅଧିକ ଝଡୁଛି, ସଂପୂର୍ଣ୍ଣ ଶରୀରରେ କଷ୍ଟ ଅଧିକ ରହୁଛି, ବ୍ଲଡ଼ ସୁଗାର ହାଏ ରହୁଛି, କୋଲେଷ୍ଟ୍ରୋଲ ବାଢୁଛି ତେବେ ଏହାର ନିବାରଣ ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ହୋମ ରେମେଡି ।

ଯଦି ଏହି ସବୁ ସମସ୍ଯା ଅନେକ ଦିନରୁ ଲାଗି ରହିଛି ତେବେ ଆଜିର ଏହି ରେମେଡି ଦ୍ଵାରା ସବୁ ସମସ୍ଯା ଠିକ କରି ହେବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଯାହା ଡାଲଚିନି ଯାହା ହାର୍ଟ ଜନିତ ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ ।

ଯାହା ସହାୟତାରେ ଶରୀରରେ ଦବି ଯାଇଥିବା ଶୀର ଖୋଲିଯିବ, ବାରମ୍ବାର ଥଣ୍ଡା, କାଶ ଭଳି ସମସ୍ଯା, ଆଲରଜି, ପାଚନ କ୍ରିୟା, ଏସିଡିଟି, ଲିଭର ଦୁର୍ବଳ ଭଳି ସମସ୍ଯା ଠିକ ହୋଇଯିବ । ଯେଉଁ ମାନଙ୍କର ସ୍କିନ ସମସ୍ୟା, କୁଣ୍ଡିଆଣ, ଫଙ୍ଗଲ ଇନଫେକସନ ସେମାନଙ୍କ ପାଇଁ ଡାଲଚିନୀ ଲାଭଦାୟକ ଅଟେ । ହାତ, ଗୋଡ କାଲୁଆ ହେଉଥିଲେ ଡାଲଚିନି ଲାଭଦାୟକ ହୋଇଥାଏ ।

ଡାଲଚିନୀର ପ୍ରୟୋଗ ଯଦି ଅଧିକ କରିବେ ତେବେ ଆପଣଙ୍କୁ ସମସ୍ଯା ହୋଇପାରେ । ହାର୍ଟ ବିଟ ବଢିପାରେ, ଝାଳ ଅଧିକ ବୋହିପାରେ । ଏକ ପ୍ୟାନ ରେ ଅଧା କପ ନେଇ ଗ୍ଯାସରେ ବସନ୍ତୁ । ପାଣିକୁ ଅଳ୍ପ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ପାଣି ଗରମ ହେବା ପରେ ଦୁଇ ଚିମୁଟା ଡାଲଚିନି ପକାନ୍ତୁ । ତାହା ଗରମ ହେବା ପରେ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏବେ ଆପଣଙ୍କର ଏହି ଡ୍ରିଙ୍କ ତିଆରି ହୋଇଗଲା ।

ଆପଣ ଏହାର ଟେଷ୍ଟ ବଢାଇବା ପାଇଁ ଏକ ଚାମଚ ମହୁର ଆଡ କରି ପାରିବେ । ଯଦି ଆପଣଙ୍କର ଡାଇବେଟିସ ସମସ୍ୟା ଅଛି ତେବେ ମହୁ ଆଡ କରନ୍ତୁ ନାହି । ସେମିତି ସେବନ କରିବେ । ଏହାକୁ ଆପଣ ସକାଳୁ ଖାଲି ପେଟରେ ଚାହା ପିଇବା ଭଳି ସେବନ କରନ୍ତୁ । ଖାଦ୍ୟ ଖାଇବାର 2 ଘଣ୍ଟା ପୂର୍ବରୁ ଆପଣଙ୍କୁ ଏହାର ସେବନ କରିବାକୁ ହେବ । ଆପଣ ଦେଖିବେ ଯେତେ ବି ସମସ୍ଯା ଅଛି ତାହା ଧୀରେ ଧୀରେ ଠିକ ହେବାରେ ଲାଗିବ ।

2 ମାସ ଲଗାତାର ଏହାର ସେବନ କରି ଦେଖନ୍ତୁ ଦେଖିବେ ବହୁତ ଭଲ ରେଜଲ୍ଟ ମିଳିବ । ଏବେ ଆସନ୍ତୁ ଜାଣିବା ଡାଲଚିନିକୁ କ୍ଷୀର ସହ କେମିତି ସେବନ କରିବା । ଏକ ପାତ୍ରରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ଏଥିରେ ଅଧ ଚାମଚ ଡାଲଚିନି ଗୁଣ୍ଡ ମିଶାନ୍ତୁ । ଆପଣ ଏଥିରେ ଏକ ଚାମଚ ମିଶ୍ରି ଗୁଣ୍ଡ ଆଡ କରନ୍ତୁ ଓ ଫୁଟାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button