ଖାଲି ପେଟରେ କେବେବି କରନ୍ତୁ ନାହିଁ ଏହି ଖାଦ୍ୟର ସେବନ, ନଚେତ ହୋଇପାରେ ମୃତ୍ୟୁ ର କାରଣ

ବିଜ୍ଞାନ ବଳରେ ମଣିଷ ଆଜି ଚନ୍ଦ୍ରରେ ପହଞ୍ଚିଛି ସତ କିନ୍ତୁ ବିଜ୍ଞାନ ଦ୍ଵାରା କଣ ସବୁକିଛି କିଣି ହୁଏ ! ଆଜି ମଣିଷ ଏତେ ଚଳଚଞ୍ଚଳ ହେଇଯାଇଛି ଯେ ତାକୁ ଆଗ ଅପେକ୍ଷା ସୁଖ-ସୁବିଧା ମିଳିଛି ସତ କିନ୍ତୁ ତା ପାଖରେ ପୂର୍ବ ଭଳି ସମୟ ନାହିଁ । ଏହି କାରଣରୁ ଆଜିକାଲିର ମଣିଷ ନିଜର ଖାଦ୍ୟପେୟର ଧ୍ୟାନ ରଖୁନାହାଁ କିଛି ବି ଖାଇଦେଉଛନ୍ତି, ଯାହାଫଳରେ ମଣିଷର ଶରୀର ଉପରେ ଖରାପ ପ୍ରଭାବ ପଡୁଛି ।
ବିଶେଷକରି ମଣିଷ ଖାଲିପେଟରେ କିଛି ବି ଖାଇଦେଉଛନ୍ତି, ଯାହା ଭବିଷ୍ୟତରେ ବହୁତ କ୍ଷତିକାରକ ହେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ କଣ ।
ଆଜି ଆମେ ଏମିତି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଲିପେଟରେ ଖାଇଲେ ମଣିଷ ମୃତ୍ୟୁର ସମୂଖୀନ ହେଇଥାଏ । ଆସନ୍ତୁ ଆମେ ଏହି ଖାଦ୍ୟ ଗୁଡିକ ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ଖଟା ଫଳକମଳା, ମୌସମ୍ବି, ଲେମ୍ବୁ ଇତ୍ୟାଦି ସାଇଟ୍ରସ ଫଳ ଅମ୍ଳିୟ ହୋଇଥାଏ । ଏହାକୁ ଖାଇଲେ ଶରୀରରେ ପାଚନ ପ୍ରକ୍ରିୟା ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଖାଲି ପେଟରେ ଏହାକୁ ସେବନ କଲେ ଶରୀରରେ ଗ୍ୟାସ ସମସ୍ୟା ହୋଇଥାଏ ।
ସାଲାଡ
ସାଲାଡ ଦ୍ଵାରା ପେଟରେ ଫାଇବର ର ମାତ୍ରା ବଢି ଯାଇଥାଏ, ଯାହା ଦ୍ଵାରା ପେଟ ଉପରେ ଚାପ ପଡିଥାଏ । ଯାହା ଫଳରେ ପେଟ କାଟିବା, ଗ୍ୟାସ, ଚଟି ପୋଡିବା ଅସୁବିଧା ହୁଏ । ଏତିକି ନୁହଁ ଖାଲି ପେଟରେ ସାଲାଡ ଖାଇଲେ ବାନ୍ତି ମଧ୍ୟ ହୋଇଥାଏ ।
କଦଳୀ
କଦଳୀରେ ମଗ୍ନେଶିୟମ ଓ ପୋଟେସିଏମ ଅଧିକ ମାତ୍ରାରେ ଥାଏ । ଖାଲି ପେଟରେ ଏହାବୁ ଖାଇବା ଦ୍ଵାରା ରକ୍ତରେ ଆଗରୁ ଥିବା ଏସବୁ ତତ୍ଵର ମାତ୍ରାରେ ଗଡବଡ ହୁଏ, ଯାହାଦ୍ୱାରା ବିଚଳିତ ଲାଗିବା, ବାନ୍ତି ଲାଗିବା ଭଳି ସମସ୍ୟା ହୁଏ ।
ଟମାଟର
ଟମାଟରରେ ଭିଟାମିନ ‘ସି’ ସହିତ ଅନେକ ପୋଷକ ତତ୍ଵ ରହିଥାଏ । ଖାଲି ପେଟରେ ଟମାଟର ଖାଇଲେ ପେଟରେ ଟୋନିକ ଏସିଡ ବଢିଯାଏ । ଯାହାଫଳରେ ପେଟରେ ଗ୍ଯାସ ଓ ଅନ୍ୟ ପେଟ ଜନିତ ସମସ୍ଯାର ଆରମ୍ଭ ହୋଇଥାଏ ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।