ଦେଶ- ବିଦେଶ

ଏହି ୩ ଟି ମହିଳାଙ୍କୁ ତୁଳସୀ ପୂଜା କରିବା କଥା ନୁହେଁ, ଲାଗିଥାଏ ସବୁଠୁ ବଡ ପାପ

ହିନ୍ଦୁ ଧର୍ମରେ ତୁଳସୀ ଗଛ ସର୍ବଶ୍ରେଷ୍ଠ ଓ ପୂଜନୀୟ ହୋଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ନଥାଏ ସେହି ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଆମେ ନିଜ ଘର ଅଗଣାରେ ତୁଳସୀ ଗଛର ପୂଜା କରିଥାଉ । ତୁଳସୀ ଗଛର ପୂଜା କରିଲେ ଆମ ଘରେ ସକରାତ୍ମକ ଊର୍ଜାର ପ୍ରଭାବ ରହିଥାଏ ଓ ଏହା ସହିତ ଘରେ ରହିଥିବା ସମସ୍ତ ନକରାତ୍ମକ ଊର୍ଜା ଦୂର ହୋଇଥାଏ ।

ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଏହି ୩ ଟି ନାରୀଙ୍କୁ କେବେ ବି ତୁଳସୀ ଗଛର ପୂଜା କରିବା ଉଚିତ ନୁହେଁ । ପୂଜା କରିବା ତାଙ୍କ ପାଇଁ ବହୁତ ବଡ ପାପ ହୋଇଥାଏ ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ୩ ଟି ନାରୀ ମାନଙ୍କ ବିଷୟରେ ।

୧. ଯେତେବେଳେ ନାରୀ ମାନେ ମାସିକ ଧର୍ମରେ ଥାନ୍ତି, ସେତେବେଳେ ଏହି ନାରୀ ମାନଙ୍କୁ ଭୁଲ ସେ ବି ତୁଳସୀ ଗଛର ପୂଜା କରିବା ଉଚିତ ନୁହେଁ । ଯେତେବେଳେ ଝିଅ ମାନେ ମାସିକ ଧର୍ମର ପାଳନ କରନ୍ତି, ସେତେବେଳେ ସେମାନଙ୍କୁ ଏକ ଅଲଗା ଘର ଦିଆଯାଇଥାଏ । ପ୍ରାଚୀନ କାଳରୁ ଏହି ପ୍ରଥା ଚାଲି ଆସୁଛି । ଏହି ସମୟରେ ମହିଳା ମାନଙ୍କୁ ପୂଜା ପାଠ ନକରିବା ପାଇଁ ଉପଦେଶ ଦିଆଯାଉଥିଲା ।

ପରେ ସମସ୍ତ ନାରୀକୁ ତୁଳସୀ ପୂଜା କରିବା ଉଚିତ, ହେଲେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଯେଉଁ ଝିଅ ସାତ ଫେର ନନେଇ ବିବାହ କରିଥିବ ବା ସେ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କରି ନଥିବ ତା ପାଇଁ ତୁଳସୀ ପୂଜା ବହୁତ ବଡ ପାପ ହୋଇଥାଏ । ଶାସ୍ତ୍ରରେ ମଧ୍ୟ ଏହା ବିଷୟରେ ବର୍ଣନା ହୋଇଛି । ଯଦି ଆପଣ ସାଧାରଣ ବିବାହ ତଥା କୋର୍ଟ ମ୍ୟାରେଜ କରିଥିବେ, ତାହେଲେ ଆପଣ ଭୁଲ ସେ ମଧ୍ୟ ତୁଳସୀ ଗଛର ପୂଜା କରିବେ ନାହିଁ । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ ନ କରି ତୁଳସୀ ଗଛର ପୂଜା କରିଲେ ବହୁତ ବଡ ପାପ ହୋଇଥାଏ ।

୩. ଯେଉଁ ମହିଳା ମାନଙ୍କ ମନରେ ଅନ୍ୟ ଲୋକଙ୍କ ପାଇଁ ହିଂସା, କ୍ରୋଧ ଓ ଖରାପ ଚିନ୍ତାଧାରା ରହିଥାଏ, ସେହି ମହିଳା ମାନଙ୍କୁ ଭୁଲ ସେ ମଧ୍ୟ ତୁଳସୀ ଗଛର ପୂଜା କରିବା ଉଚିତ ହୋଇ ନଥାଏ । ତୁଳସୀ ଗଛ ହେଉଛି ଏକ ପବିତ୍ର ଗଛ ଏହି ଗଛର ପୂଜା କରିବା ସମୟରେ ମନରେ ଏହି ଦୁଶ୍ଚିନ୍ତା ଭାବନା ରଖିବା ବହୁତ ବଡ ପାପ ହୋଇଥାଏ । ଏହା ବିଷୟରେ ହିନ୍ଦୁ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା ହୋଇଛି । ଯଦି ଆପଣ ମାନେ ଏହି ସବୁ ଭୁଲ କରୁଛନ୍ତି, ତା ହେଲେ ତୁଳସୀ ଦେବୀଙ୍କୁ କ୍ଷମା ପ୍ରାର୍ଥନା କରି ନିଜ ଭୁଲକୁ ସୁଧାରନ୍ତୁ । ନଚେତ ଆପଣ ବହୁତ ବଡ ପାପି ରୂପେ ଦଣ୍ଡ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button