ସ୍ୱାସ୍ଥ୍ୟ

ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ୨ ମିନିଟ୍ ରେ ଭଲ ହେବ ୨ ଥର ପାଣିରେ ମିଶେଇ ପିଅନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଶରୀରରେ ହାଡ ଦୁର୍ବଳତା, ଶୀର ମଧ୍ୟରେ ହେଉଥିବା ବ୍ଲକେଜ, ବାତ ଦୋଷ, ଆଁଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟାକୁ ଠିକ କରିବା ପାଇଁ ଲାଭଦାୟକ ଅଟେ । ହାଡ ଦୁର୍ବଳ ହେବା, ଶୀର ମଧ୍ୟରେ ବ୍ଲକେଜ ହେବା ଆଦିର କାରଣ ହୋଇଥାଏ ଶରୀରରେ କୋ-ସରକୁଲେସନ ଓ ନର୍ଭ ବିକନେସ ।

ଆଜିକାଲିର ଲାଇଫ ଷ୍ଟାଇଲ ବିଭିନ୍ନ ହୋଇଗଲାଣି । ଯାହା କାରଣରୁ ଏହି ସବୁ ସମସ୍ଯା ଦେଖା ଯାଉଛି । ଆଉ ଯାହା କାରଣରୁ ଆଁଠୁ ଗଣ୍ଠି ବିନ୍ଧା ସମସ୍ୟା ଅଧିକ ଦେଖା ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ତିଆରି କରିବା । ଏହି ରେମେଡି ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡିବ ଅଦା । ଯାହା ଏକ ଇଫେକ୍ଟିଭ ରେମେଡି ଅଟେ ।

ଏହା ବହୁ ସାରା ସମସ୍ୟାରୁ ଫାଇଦା ପହଞ୍ଚାଇ ଥାଏ । ଏଥିରେ ବହୁର ସାରା ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ ଯାହା ଶରୀର ମଧ୍ୟରେ ଆସିଡିଟି ଡ୍ୟାମେଜ କୁ କମ କରିଥାଏ । ଏହା ଦ୍ଵାରା ଶରୀରରେ ରିପାରିଙ୍ଗ ବା ହିଲିଙ୍ଗ କାପାସିଟି ବଢିଯାଏ । ଅଦା ମଧ୍ୟରେ ଆକ୍ଟିଭ କମ୍ପ୍ୟୁଟର ମିଳିଥାଏ ଯାହାକୁ ଜିଞ୍ଜଜୋରାଲ କହିଥାନ୍ତି । ଯାହା ଶୀର ବ୍ଲକେଜ, କୋଲେଷ୍ଟ୍ରୋଲ କମ କରିଥାଏ । ପ୍ରଥମେ ଏକ ପାତ୍ର ଗ୍ଯାସ ରେ ବସାନ୍ତୁ ।

ତା ପରେ ଦୁଇ କପ ପାଣି ନିଅନ୍ତୁ । ତା ପରେ ଏକ ଚାମଚ ଛେଚା ଅଦା ପକାନ୍ତୁ । ଏହି ଟ୍ରିକ କୁ ଆହୁରି ଅଧିକ ଇଫେକ୍ଟିଭ କରିବାକୁ ପାଇଁ ଡାଲଚିନୀ ଖଣ୍ଡ ପାଆନ୍ତୁ । ଏବେ ଆପଣଙ୍କୁ ଏହାକୁ ବଏଲ କରନ୍ତୁ । ଏହାକୁ ସେତେବେଳେ ଯାଏଁ ଆପଣ ଫୁଟାନ୍ତୁ ଯେବେ ଯାଏଁ ଦୁଇ କପ ପାଣି ଫୁଟି ଫୁଟି ଏକ କପ ନ ହୋଇଛି । ଯେବେ ଆପଣଙ୍କର ଏକ କପ ପାଣି ହୋଇଯିବ ଗ୍ଯାସ ବନ୍ଦ କରି ଦିଅନ୍ତୁ ।

ଏବେ ଅନ୍ୟ ଏକ ପାତ୍ରକୁ ଏହାକୁ ଛାଣି ନିଅନ୍ତୁ । ଯଦି ଆପଣଙ୍କର ଡାଇବେଟିସ ନାହି ତେବେ ଏଥିରେ ମହୁ ମିଶାଇ ସେବନ କରି ପାରିବେ । ହେଲେ ଧ୍ୟାନ ରଖିବେ ଗରମ ଗରମ ଏଥିରେ ମହୁ ର ପ୍ରୟୋଗ କରିବେ ନାହି । ଏହି ଚାହା ଥଣ୍ଡା ହେବା ପରେ ଏଥିରେ ମହୁ ଆଡ କରି ପାରିବେ । ଏହାକୁ ଆପଣ ଦିନକୁ 2 ଥର ସେବନ କରନ୍ତୁ ।

ସକାଳୁ ଜଳଖିଆ ଖାଇବା ପରେ ଦ୍ଵିପହର ର ଲଞ୍ଚ କରିବାର ଅଧ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଆଉ ଥରେ ଏହାକୁ ରାତିରେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ସେବନ କରନ୍ତୁ । ଦୁଇ ଟାଇମ ଏହାର ସେବନ କରନ୍ତୁ ମାତ୍ର 15 ଦିନ ଯାଏଁ ଲଗାତାର । ଦେଖିବେ ଭଲ ପରିଣାମ ଦେଖିବାକୁ ମିଳିବ । ଯଦି ହାତ ଗୋଡ ଝିମଝିମ ହେଉଛି ତାହା ଦୂର ହେବ ଓ ଅନ୍ୟ ସବୁ ସମସ୍ୟାରୁ ମୁକ୍ତି ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button