ରାଜ୍ୟ

ଦୁର୍ଘଟଣାଗ୍ରସ୍ତ ଅଟୋରୁ ଛାତ୍ରଙ୍କୁ ଉଦ୍ଧାର କଲା ପୁଲିସ

ରାଉରକେଲା: ସେକ୍ଟର୩ ଅଞ୍ଚଳର ପଲ୍ ରୋଡର ଡ୍ରେନ ଭିତରକୁ ସେଣ୍ଟ ପଲ ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଏକ ଅଟୋ ପଶିଯାଇଥିଲା। ଏହି ଦୁର୍ଘଟଣା ବିଷୟରେ ଖବର ପାଇ ସେକ୍ଟର ପୁଲିସ ଥାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତ ଛାତ୍ରମାନଙ୍କୁ ଆଇଜିଏଚରେ ଚିକିତ୍ସିତ କରାଇଥିଲେ ଏବଂ ଅଟୋକୁ ଜବତ କରାଯାଇଥିଲା।

ଏହି ଘଟଣା ପ୍ରଚାରିତ ହେବା ପରେ ଆଇଜିଏଚରେ ବିଦ୍ୟାଳୟର ପ୍ରତିନିଧି ଏବଂ ଅଭିଭାବକମାନେ ରୁଣ୍ଡ ହୋଇଥିଲେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button