ରାଜ୍ୟ

ଏହି ପଶୁ ପକ୍ଷୀ ମାନେ ଆପଣଙ୍କ ଘରକୁ ଆସିଲେ ଆପଣଙ୍କ ବଦଳିଯାଏ ଭାଗ୍ୟ ଦେଖନ୍ତୁ କେଉଁ କେଉଁ ଜୀବ ମାନେ ଏହି ଶ୍ରେଣୀରେ ଆସନ୍ତି

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଗାଈ, କୁକୁର, ପାରା ଏବଂ କଳା ପିମ୍ପୁଡ଼ି ଏହି ମାନେ ଆପଣ ଙ୍କୁ ଧନବାନ କରିପାରନ୍ତି। ତେବେ ଆସନ୍ତୁ ଜାଣିବା କିପରି ଏବଂ କଣ କଲେ ଘରେ ଦୁଃଖ ଦୁର୍ଦ୍ଦଶା ଓ ଗ୍ରହ ଶାନ୍ତି ପଡ଼ିବ।
ବନ୍ଧୁଗଣ ଆମର ପୂର୍ବ ପୁରୁଷ ମାନେ ଏହି ଜୀବ ମାନଙ୍କୁ ପାଳୁଥିଲେ ଓ ଏମାନଙ୍କର ସେବା ମଧ୍ୟ କରୁଥିଲେ। ବିଶେଷ କରି ଶ୍ରାଦ୍ଧ ରେ ଏହି ମାନେ ଯଦି ସମର୍ପିତ ଖାଦ୍ୟ ଖାଇ ଦେଇଥାନ୍ତି ତେବେ ତାହା ପିତୃ ପୁରୁଷ ପାଇଗଲେ ବୋଲି ଧରାଯାଏ।
ପ୍ରଥମେ ହେଲା କାଉ। କାଉ ମଣିଷ ର ବନ୍ଧୁ ଅଟେ। କାରଣ ପରିବେଶ କୁ ସଫା ସୁତର ରଖିଥାଏ। ଏହା ଛଡା କାଉ ଶନିଦେବ ଙ୍କ ବାହନ ମଧ୍ୟ ହୋଇ ଥାଏ।
କାଉ କୁ ଭୋଜନ ଦେବା ସାକ୍ଷାତ ଶନି ଦେବ ଙ୍କୁ ସନ୍ତୁଷ୍ଟ କରିବା ହୋଇଥାଏ। ଏହା ଦ୍ବାରା ଘରେ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହ ଗ୍ରହ ଦୋଷ ରୁ ମଧ୍ୟ ମୁକ୍ତି ମିଳେ। ଏହା ଦ୍ବାରା ଅନେକ ପୂର୍ଣ୍ୟ ଅର୍ଜନ ମଧ୍ୟ ହୋଇଥାଏ।
ତା ପରେ କଳା କୁକୁର ହେଉଛି କାଳ ଭୈରବ ଙ୍କ ବାହନ । ଯଦି କଳା କୁକୁର କୁ କିଛି ଖାଦ୍ୟ ପଦାର୍ଥ ଦିଆ ଯାଇ ଥାଏ ତାହେଲେ ବହୁତ ଶୁଭ ଫଳ ମିଳିଥାଏ। ପ୍ରତେକ୍ ଶନିବାର ଏବଂ ଅମାବାସ୍ୟା ରେ କଳା କୁକୁର କୁ ରୁଟି, ଗୁଡ ଏବଂ
 ବିସ୍କୁଟ ଖାଇ ବାକୁ ଦିଆ ଯାଏ ତେବେ ସ୍ଵୟଙ୍ଗ ଶନି ଦେବ ପ୍ରସନ୍ନ ହୋଇ ଥାଆନ୍ତି। ଏବଂ ତେଲ ରେ ସେକା ହୋଇଥିବା ରୁଟି ଯଦି କଳା କୁକୁର କୁ ଖାଇବାକୁ ଦିଆଯାଏ ତେବେ ଶନି, ରାହୁ କେତୁ ସମସ୍ତ ପ୍ରକାର ର ଦଶା ଏବଂ ମହା ଦଶା ରୁ ମୁକ୍ତି ମିଳିଥାଏ।
ତା ପରେ ହେଉଛି ଯନ୍ଦା ପିମ୍ପୁଡ଼ି। ଏହି ମାନେ ହେଉଛନ୍ତି ବହୁ ପରିଶ୍ରମୀ ଯିବ ଏହି ମାନେ ସର୍ବଦା ଖାଦ୍ୟ ପଦାର୍ଥ ସଂଗ୍ରହ ରେ ଲାଗିଥାନ୍ତି। ଏହି ମାନେ ଆମ ସାମ୍ନା କୁ ଆସିଲେ ଆମେ ଅଣ ଦେଖା କରି ଦେଇ ଥାଉ କିମ୍ବା ପାଦ ରେ ଦଳି ଦେଇ ଥାଉ କିନ୍ତୁ ଶାସ୍ତ୍ର ରେ ବର୍ଣ୍ଣିତ ଅଛି
ଯେ ଯଦି ଜନ୍ଦା ପିମ୍ପୁଡ଼ି କୁ ଖାଇବାକୁ ଦିଆଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ। ଏହା ଦ୍ବାରା ମଧ୍ୟ ଶନି ରାହୁ କେତୁ ଗ୍ରହ ମଧ୍ୟ ଶାନ୍ତି ହେବା ସହ ଜୀବନ ରେ ଥିବା ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button