ଦେଶ- ବିଦେଶ

ସବୁଠୁ ଅଧିକ ପବିତ୍ର ହୋଇଥାନ୍ତି ଏହି ୪ଟି ନାମର ଝିଅ –

ସବୁଠୁ ଅଧିକ ପବିତ୍ର ହୋଇଥାନ୍ତି ଏହି ୪ଟି ନାମର ଝିଅ – Jyotish Shastra

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଆମ ଦେଶରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । କାରଣ ଏକ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରିବ ।

ବନ୍ଧୁଗଣ ଏହି ଦୁନିଆର ସମସ୍ତ ପୁରୁଷ ଏକ ସୁନ୍ଦର, ଗୁଣବାନ ଓ ପବିତ୍ର ଝିଅ ସହ ବିବାହ କରିବା ପାଇଁ ଇଛା କରିଥାନ୍ତି ହେଲେ ସେମାନେ ଝିଅ ମାନଙ୍କୁ ଜାଣି ପାରିନଥାନ୍ତି । କିନ୍ତୁ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ଝିଅ ଅଛନ୍ତି ଯେଉଁ ମାନେ ବହୁତ ଅଧିକ ପବିତ୍ର ହୋଇଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

T ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି T ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର T ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏହି ମହିଳା ମାନେ ତାଙ୍କ ସ୍ଵଭାବ ପାଇଁ ସମାଜରେ ବହୁତ ମାନ ସମ୍ମାନର ଅଧିକାରୀ ହୋଇଥାନ୍ତି । ଏହା ସହିତ ଏହି ମହିଳା ମାନେ ନିଜ ସ୍ଵାମୀ ଓ ନିଜ ପରିବାର ପାଇଁ ମଧ୍ୟ ସୁଖ ସମୃଦ୍ଧି ନେଇ ଆସିଥାନନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀକୁ ବହୁତ ପ୍ରେମ କରିବା ସହ ବହୁତ ଯତ୍ନ ମଧ୍ୟ ନେଇଥାନ୍ତି ।

P ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି P ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏହି ନାମର ମହିଳା ମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଯାଇଥାଏ ହେଲେ ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ଏମାନେ କେବେ କାହାର ଅନିଷ୍ଟ ଚିନ୍ତା କରି ନାଥନ୍ତି । ଏମାନେ ନିଜ ସ୍ଵାମୀ ଓ ନିଜ ପରିବାରର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି । ଏମାନେ କେବେହେଲେ ନିଜ ସ୍ଵାମୀକୁ ଧୋକା ଦେଇନଥାନ୍ତି ।

R ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି R ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏହି ନାମର ମହିଳା ମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଏହି ମହିଳା ମାନଙ୍କର ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଏହି ମହିଳା ମାନେ ସମସ୍ତ ପରିସ୍ଥିତିରେ ନିଜ ସ୍ଵାମୀ ଓ ନିଜ ପରିବାରର ସପୋର୍ଟ ଦେଇଥାନ୍ତି ।

K ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି K ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏହି ନାମର ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ଓ ନିଜ ପରିବାର ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଏହି ମହିଳା ମାନେ ନିଜର ମଧୁର ବାଣୀ ଦ୍ଵାରା ସମସ୍ତଙ୍କ ଆକର୍ଷିତ କରାଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button