ସ୍ଵାମୀ-ସ୍ତ୍ରୀ ଝଗଡା କିପରି ଦୂର ହୁଏ ?
ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି । ଏଥିପାଇଁ ପ୍ରତ୍ୟକ ମଣିଷ ମାନଙ୍କୁ ଆମ ଦୈନନ୍ଦିନ ଜୀବନ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ ଜାଣିବା ନିହାତି ଆବଶ୍ୟକ ।
ଏହି ସବୁ କଥା ଗୁଡିକର ପାଳନ କରି ଚାଲିଲେ ମଣିଷକୁ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ କଥା ଗୁଡିକ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଥା ଗୁଡିକ ବିଷୟରେ ।
୧. ପ୍ରତ୍ୟକ ମଣିଷକୁ ପ୍ରତିଦିନ ଦୁଇ ଗ୍ଳାସ ଉଷୁମ ପାଣି ପିଇବା ଉଚିତ । ଉଷୁମ ପାଣି ପିଇବା ଦ୍ଵାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ ଓ ଏହା ସହିତ ହୃଦରୋଗ ଆଶଙ୍କା ମଧ୍ୟ କମି ଥାଏ ।
୨. ଖାଇସାରିବା ପରେ ଗାଧୋଇବା ଉଚିତ ନୁହେଁ ଓ ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହେଁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
୩. ବସିଲା ବେଳେ ଅଣ୍ଟା ସିଧା କରି ବସିଲେ ଅନ୍ତ ବିନ୍ଧା ଭଲ ହେବ ସହିତ ମେରୁଦଣ୍ଡ ଠିକ ରହେ ।
୪. ଘରର ଡ୍ରଇଙ୍ଗ ରୁମରେ ସାଧୁସନ୍ଥଙ୍କ ଆଶୀର୍ବାଦ ଦେଉଥିବା ଫଟୋ ଲଗାଇଲେ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ମଣିଷ ନିଜ ଜୀବନରେ ବହୁତ ସମୃଦ୍ଧି ମଧ୍ୟ କରିଥାଏ ।
୫. ଠାକୁର ଘରେ ଶଙ୍ଖ ରଖିଲେ ଏବଂ ଶଙ୍ଖ ବଜାଇଲେ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।
୬. ଠାକୁର ଘରେ କପୁର ରଖିଲେ କିମ୍ବା କପୁର ଜଳାଇଲେ ମନର ଅଶାନ୍ତି ଦୂର ହୋଇ ଶାନ୍ତି ଆସିଥାଏ ।
୭. ଯଦି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥାଏ ତେବେ ଶୁକ୍ରବାର ଦିନ ମା କାଳୀଙ୍କୁ ଦର୍ଶନ କରିଲେ ସେମାନଙ୍କ ଝଗଡା ଦୂର ହୋଇଥାଏ ।
୮. ଯେଉଁ ଜାଗାରେ ବରଗଛ କିମ୍ବା ଅସ୍ତଗଛ ଅଛି ସେହି ସ୍ଥାନରେ ଘର ନିର୍ମାଣ କରିଲେ ଅଶୁଭ ହୋଇଥାଏ ।
୯. ନିଜ ମନକୁ ନିୟନ୍ତ୍ରଣରେ ରଖୁଥିବା ଲୋକ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାଏ ।
୧୦. ଯଦି ଆପଣଙ୍କର କୌଣସି ଇଛା ପୂର୍ଣ୍ଣ ହେଲା ନାହିଁ ତେବେ ଜାଣିବେ ଆପଣଙ୍କୁ କିଛି ଅଲଗା ଜିନିଷ ମିଳିବାର ଅଛି ।
୧୧. ଯେଉଁ କାର୍ଯ୍ୟ ଆପଣ ଖୁସି ହୋଇ କରନ୍ତି ସେହି କାର୍ଯ୍ୟ ଆପଣଙ୍କୁ ଖୁସି ଓ ସଫଳତା ଦେଇଥାଏ ।
୧୨. ଓଁ ହଂ ହନୁମତେ ନମଃ… ମନ୍ତ୍ରକୁ ସବୁଦିନ ଜପ କରିଲେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଖୁବ ଶୀଘ୍ର ହୋଇଥାଏ ।
୧୩. ଶୋଇବା ଘରେ କେବେହେଲେ ଅଇଁଠା ବାସନ ରଖିବେ ନାହିଁ ଏହା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ଯା ଦେଖାଦେଇଥାଏ ।
୧୪. ଯଦି ଆପଣ କୌଣସି ଖରାପ ସ୍ଵପ୍ନ ଦେଖୁଛନ୍ତି ତା ହେଲେ ମୁଣ୍ଡ ପାଖରେ ଲୁହା ଜିନିଷ ରଖି ଶୋଇବା ନିହାତି ଆବଶ୍ୟକ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।