ଦେଶ- ବିଦେଶ

ସକାଳୁ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି କି…ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ହଳଦୀ କୁ ଆମେ ଘରେ ମସଲା ଭାବରେ ବ୍ୟବହାର କରିଥାଉ । ଏହାକୁ ବହୁତ ପୁରାତନ ଯୁଗରୁ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀର କିଛି ଏପରି ଫାଇଦା ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ହଳଦୀ ପାଣି ପିଇବା ଆରମ୍ଭ କରିଦେବେ । ତେବେ ଚାଲନ୍ତୁ ଜାଣିବା ହଳଦୀ ପାଣି ପିଇବା ଦ୍ୱାରା କଣ କଣ ଫାଇଦା ହୋଇଥାଏ ।

ଏହା କ୍ଷତ ଭରିବା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ । ଏଥିରେ କ୍ଷତ କୁ ଶୀଘ୍ର ଭରିବାର ଗୁଣ ରହିଥାଏ । ଏଣୁ ଯଦି ଅକପନ ହଳଦୀ ପାଣିର ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରର କୌଣସି ଜାଗାରେ କୌଣସି ପ୍ରକାରର ମଧ୍ୟ କ୍ଷତ ଥିଲେ, ତାହାକୁ ଶୀଘ୍ର ଭରିଦେଇଥାଏ ।

ଏହାକୁ ପିଇବା ଦ୍ୱାରା ଆଣ୍ଠୁ,ଗଣ୍ଠି ର ପେନ୍ ମଧ୍ୟ ଦୂର ହୋଇଥାଏ । ହଳଦୀ ପାଣି ଆମ ଲିଭର୍ ର ରକ୍ଷା କରିଥାଏ କାରଣ ଏହା କୁ ପିଇବା ଦ୍ୱାରା ଆମ ଶରୀର ର ଟକ୍ସିନ୍ କମିଯାଏ ଓ ଲିଭର୍ ଭଲ ଭାବେ କାମ କରିଥାଏ । ବହୁତ କିଛି ରିସର୍ଚ ଅନୁସାରେ ହଳଦୀ ପ୍ରତିଦିନ ଖାଇବା ଦ୍ଵାରା ପିତ୍ତ ଅଧିକ ତିଆରି ହୋଇଥାଏ । ଏଥିରୁ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ।

ଯଦି ଆପଣଙ୍କୁ ପାଚନ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ବା ଆପଣଙ୍କ ଶରୀରରେ ଭଲ ଖାଇବା ପରେ ବି ଲାଗୁନାହିଁ ବା ଆପଣଙ୍କ ଶରୀରରେ କୌଣସି ପ୍ରକାରର ପାଚନ ତନ୍ତ୍ର ର କମଜୋରି ଅଛି ଏମିତିରେ ଯଦି ଆପଣ ପ୍ରତିଦିନ ସକାଳେ ହଳଦୀପାଣି ପିଅନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ଓ ଏଥିରୁ ଆପଣଙ୍କର ପାଚନ ଶକ୍ତି ବଢିବାକୁ ଲାଗିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button