ସ୍ୱାସ୍ଥ୍ୟ

2 ସପ୍ତାହରେ ଭଲ ହେବ ଡାଇବେଟିସ, ଏହି ଗୁଣ୍ଡରୁ କେବଳ 1 ଚାମୁଚ ଖାଇ ଦେଖନ୍ତୁ, ଡାଇବେଟିସ ମୂଳରୁ ଭଲ କରିବାର ରାମବାଣ ଉପାୟ

ବନ୍ଧୁଗଣ ଆଜିକାଲି ଡାଇବେଟିସ ହେବା ସହ ଏକ ସାଧାରଣ କଥା ହୋଇ ଗଲାଣି । ଡାଇବେଟିସ ହେବା କାରଣରୁ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କାରଣ ସବୁ କିଛି ଖାଦ୍ୟ ଖାଇ ହେବ ନାହି । ଡାଇବେଟିସ ହେଲେ ମାତ୍ରେ ଅନେକ ସତର୍କତା ସହ ରହିବାକୁ ପଡିଥାଏ । ଯଦି ଡାଇବେଟିସ ହୁଏ ତେବେ ଅନେକ ପ୍ରକାରର ଖାଦ୍ଯ ଖାଇବାକୁ ବାରଣ କରା ଯାଇଥାଏ ।

ଯଦି ଡାଇବେଟିସ କଣ୍ଟ୍ରୋଲ ରେ ନ ରୁହେ ତେବେ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଡାଇବେଟିସ କଣ୍ଟ୍ରୋଲ କରିବା ପାଇଁ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ଆପଣଙ୍କର ଡାଇବେଟିସ କୁ ସବୁ ଦିନ ପାଇଁ କଣ୍ଟ୍ରୋଲ କରିବାରେ ସହାୟକ ହେବ । ଏହାର ପ୍ରୟୋଡ ବହୁ ପୁରାତନ କାଳରୁ ହୋଇ ଆସୁଛି ।

ତେବେ ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ 50 ଗ୍ରାମର ଭଜା ଚଣା ବା ଯାହାକୁ ଆମେ ଭଜା ସୋଲା କହିଥାଉ । ଏହାକୁ ଚୋପା ସହ ନିଅନ୍ତୁ । ଏଥିରେ ବହୁତ ଅଧିକ ଭିଟାମିନ ଓ ଫାଇଭର ମିଳିଥାଏ । ଏହା ଆମ ପାଚନ କ୍ରିୟାକୁ ବିକାଶ କରିଥାଏ । ଏହା ଆମ ଶରୀରରେ କିଛି ରୋଗ ହେବାକୁ ଦିଏ ନାହି । ଦ୍ଵିତୀୟ ସାମଗ୍ରୀ ହେଉଛି ମେଥି ଦାନା ।

ମେଥି ବ୍ଲଡ଼ ସୁଗାରରେ ବହୁତ ଅଧିକ ଫାଇଦା ପହଞ୍ଚାଇଥାଏ । 100 ଗ୍ରାମ ମାତ୍ରାରେ ମେଥି ଦାନ ଏଥିରେ ପ୍ରୟୋଗ କରନ୍ତୁ । ତୃତୀୟ ସାମଗ୍ରୀ ହେଉଛି 50 ଗ୍ରାମର ଜୁଆଣୀ । ଜୁଆଣୀ ମଧ୍ୟ ଅଗଣିତ ଫାଇଦା ମିଳିଥାଏ । ଏହାର ପ୍ରତିଦିନ ସେବନ କରିଲେ ଭଲ ଫାଇଦା ମିଳିଥାଏ । ଏହାକୁ ଖାଦ୍ୟରେ ଆଡ କରିବା ଉଚିତ । ଏହା ଆମ ସୁଗାର କୁ କଣ୍ଟ୍ରୋଲ କରିଥାଏ । ଏହା ପରେ 2ଟି ବଡ ଖଣ୍ଡ ଡାଲଚିନି ନିଅନ୍ତୁ ।

ଡାଲଚିନି ବିଭିନ୍ନ ପ୍ରକାରରେ ଆମ ଶରୀରକୁ ଫାଇଦା ଦେଇଥାଏ । ପ୍ରଥମେ ଏକ ପ୍ୟାନ ଗ୍ଯାସରେ ବସାଇ ମେଥି ଦାନ କୁ ଅଳ୍ପ ଭାଜନ୍ତୁ । ମେଥି କୁ ବହୁତ ସମତା ଯାଏଁ ଭଜନ୍ତୁ ନାହି । ତା ପରେ ଜୁଆଣୀ, ଡାଲଚିନୀ, ଚଣା କୁ ଅଳ୍ପ ଭାଜନ୍ତୁ । ସବୁ ସାମଗ୍ରୀକୁ ଅଲଗା ଅଲଗା କରି ଭାଜନ୍ତୁ । ଏବେ ସବୁ ସାମଗ୍ରୀ କୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହାକୁ ଆପଣ ଷ୍ଟୋର କରି ରଖିପାରିବେ ।

ପ୍ରତି ଦିନ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ ଏକ ଗ୍ଳାସ ପାଣି ସହ ସେବନ କରନ୍ତୁ । ଆପଣ ଏହାକୁ ନିଜର ଦୈନିକ ଲାଇଫରେ ଆଡ କରନ୍ତୁ । ଦେଖିବେ ସର୍ବଦା ଆପଣଙ୍କ ବ୍ଲଡ଼ ସୁଗାର କଣ୍ଟ୍ରୋଲ ରେ ରହିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button