ଦେଶ- ବିଦେଶ

ଶୀତ ଦିନେ ରାତି ହେଲେ କାହିଁକି ବଢେ ଦେହର ତାତି, ଗାଁ ରେ ବୁଲନ୍ତି ଚମ ଚୋର, ହେଲେ ସାବଧାନ

 ଧାର୍ମିକ ମାସ କାର୍ତ୍ତିକ ରୁ ବଢିଯାଏ ଶୀତ । ଆଉ ଶୀତ ବଢିଲେ ନାରୀ ଦେହର ଭୋକିଲା କାମାନ୍ଧ ଯୁବକ ଘନ ରାତିରେ ପାଲଟିଯାଏ ଚମ ଚୋର ।

ବୁଦା ମୂଳ ବାରି ମୂଳ ଯେଉଁଠି ଦିନରେ ଲୋକେ ପରିସ୍ରା କରନ୍ତି ସେଇଠି ରାତି ହେଲେ ପ୍ରେମିକାର ଅପେକ୍ଷା ରେ ରହିଥାଏ ପ୍ରେମ ଚୋର । ନାରୀ ଦେହରେ ଥରେ ହାତ ବୁଲେଇବାକୁ ଆତୁର ପ୍ରେମିକ ପ୍ରବର ପ୍ରେମିକାର ସ୍ପର୍ଶ ରେ ହୋଇଥାଏ ଆକ୍‌ତା ମାକ୍‌ତା ।

ରାତି ଯେତେ ବଢେ ଦୁହିଁଙ୍କ ଦେହର ତାତି ସେତେ ବଢେ । ପୁନେଇ ଚାନ୍ଦର ରାତିରେ ଖୋଲା ଆକାଶ ତଳେ ଦୁହେଁ ଦୁହିଁଙ୍କୁ ଖୋଲିବାରେ ସାହାଯ୍ୟ କରନ୍ତି ଓ ଆଦିମ କଳା ରେ ଲିପ୍ତ ରୁହନ୍ତି । ଆଉ ତାପରେ ଯାହା ହୁଏ ତା ମନକୁ ଦେଇଥାଏ ଶାନ୍ତି ଓ ଦେହକୁ ଦେଇଥାଏ ତୃପ୍ତି ।

କିନ୍ତୁ ଏହା ପୂର୍ବରୁ ପ୍ରେମୀ ଯୁଗଳ ଙ୍କୁ ଧ୍ୟାନ ରଖିବାକୁ ପଡିବ ଯେ, ସାବଧାନ ହଟି ତ ଦୁର୍ଘଟଣା ଘଟି । ଏଣୁ ଉଭୟ ପ୍ରେମୀ ଯୁଗଳଙ୍କୁ ଦେହକୁ ଦେହରେ ମିସେଇବା ପୂର୍ବରୁ କଣ୍ଡମ ନାମକ ସୁରକ୍ଷା କବଚ ବ୍ୟବହାର କରିବା ଜରୁରୀ ।

ଏହା ସହିତ ଧ୍ୟାନ ଦେବାକୁ ପଡିବ ଯେ, ଅନ୍ଧାର ରାତିର ଦେହର ଖେଳର ଟିକେ ବି ଆଭାସ ଯେମିତି ସକାଳର ସୁରୁଜ ଦେଖିବ ନାହିଁ । ଯଦି ଏମିତି ଅଘଟଣ ଘଟେ ତେବେ ଆପଣ ନିନ୍ଦିତ ଅପମାନିତ ହୋଇ ପାରନ୍ତି । ଲୋକ ଲଜ୍ୟା ସହି ପାରନ୍ତି । ଏପରି କି ଘର ପରିବାର ଲୋକେ ଆପଣଙ୍କୁ ଛି ଛାକର କରିପାରନ୍ତି ।

ଏପରି କି ଗାଁ ରେ ସଭା ବସି ନିନ୍ଦା ଅପବାଦ ଦେଇପାରନ୍ତି ସମାଜର ବଡ଼ ପଣ୍ଡା । ଏଣୁ କାମକଳାରେ ଲିପ୍ତ ହେବା ପୂର୍ବରୁ ଥରେ ଭାବନ୍ତୁ ଯେ କରୁଥିବା ପାପ ଦେହର ଭୋକ ମିଣ୍ଟେଇବା ପାଇଁ ନା ମନର ଶାନ୍ତି ପାଇଁ । ଏଣୁ ମାନେ ରଖନ୍ତୁ ଯେତେବେଳେ ବି ଯାହା କରିବେ ସାଙ୍ଗରେ ସୁରକ୍ଷା କବଚ ସାଙ୍ଗରେ ରଖିଥିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button