ଦେଶ- ବିଦେଶ

ତୁମ ଲଭର ତୁମକୁ ignor କରୁଛନ୍ତି କି ? ତେବେ ଏହି ଆର୍ଟିକିଲଟିକୁ ପଢନ୍ତୁ ।

ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ୩ ଟି ବଡ଼ କାରଣ ବିଷୟରେ। ଲୋକମାନେ ଇଗନୋର କଣ ପାଇଁ କରନ୍ତି କିମ୍ବା ଆମକୁ ଲୋକମାନେ କଣ ପାଇଁ ଅଣଦେଖା କରନ୍ତି। ଆଜିର ପୋଷ୍ଟ ବନେଇବାର କାରଣ ହେଲା ଏହାକୁ ସମାଧାନ କରିବା ତ ଏହି problem କୁ ସମାଧାନ କରିବା ପାଇଁ ଏହି ୩ ଟି କାରଣ କହିବୁ। କଣ ପାଇଁ ନା ଯେଉଁ ପର୍ଯ୍ୟନ୍ତ କାରଣ ଜାଣିବେ ନାହିଁ ସେ ପର୍ଯ୍ୟନ୍ତ ସମାଧାନ କରିପାରିବେ ନାହିଁ। ତ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଆଉ ବୁଝିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ଇଗନୋର କରୁଛନ୍ତି ତ କଣ କରିବା ଦରକାର। ତ ସବୁ କିଛି ଜାଣିପାରିବେ। ତ ଏବେ ଆସନ୍ତୁ ଜାଣିବେ ଯେ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ignore କରୁଛନ୍ତି ତ କଣ କରିବା ଦରକାର ଆଉ କେମିତି ମନାଇବେ। ତ ଆସନ୍ତୁ ଜାଣିବା।

Google

ଲୋକମାନେ କଣ ପାଇଁ ignore ମାରିଥାନ୍ତି:-

ଏହି question ର mark ଲଗେଇବା ପୂର୍ବରୁ ପ୍ରଥମେ ନିଜେ ଜାଣିବାକୁ ଦରକାର ପଡିବ ଯେ କଣ ପାଇଁ ignore ମାରୁଛ। question mark କଣ ଆପଣ କେବେ ନିଜ ପାର୍ଟନରଙ୍କୁ ignore ମାରିଛନ୍ତି? defiantly କେବେତ ignore ମାରିଥିବେ। ତ ସେଥିପାଇଁ ignore ମାରିବାର କିଛିବି କାରଣ ନାହିଁ। ignore ବିନା କାରଣରେ ବି ମାରିପାରିବେ। କିନ୍ତୁ ଆଜିକାଲି ଲୋକମାନେ ବହୁତ ଅଧିକ ignore ମାରୁଛନ୍ତି। କଣ ପାଇଁ ନା ସେମାନେ ଭାବିଥାନ୍ତି ଯେ ignore ମାରିଲେ ଆମ ପ୍ରେମ ଅଧିକ ବଢିଯିବ, ମତେ ପାଗଳ ପରି ଭଲ ପାଇବ, ମୋ ପାଇଁ ତଡ଼ପିବେ। ସେଇଥିପାଇଁ ignore ମାରିଥାନ୍ତି। କିନ୍ତୁ ଏହା ପଛରେ ସବୁଠାରୁ ବଡ଼ କାରଣ କଣ ଜାଣିଛନ୍ତି ତାହା ହେଉଛି internet, youtube, tiktok ଯାହାକି ଏମିତି ବହୁତ ସାରା social media ଅଛି ତ ସେହି ସବୁ social media ରୁ ନଲେଜ ଆଣିଥାନ୍ତି। କହିବାକୁ ଗଲେ youtube କିମ୍ବା tik tok କୁ ଦେଖି ଭାବନ୍ତି ignore ମାରିଲେ ଏମିତି ହେବ ସେମିତି ହେବ। ବହୁତ ଅଧିକ ଭଲ ପାଇବେ। ଦେଖନ୍ତୁ ଯେତେବି ସବୁ ତିପ୍ସ ଦିଆଯାଉଛି ନାଁ online ରେ  ଆମ ଲାଇଫ ରେ ସେ youtube ହେଉ କିମ୍ବା tik tok ହେଉନାଁ କାହିଁକି ତାଙ୍କର ଗୋଟିଏ ହିଁ ଲକ୍ଷ୍ୟ ଥାଏ ଆପଣଙ୍କର ଭାଙ୍ଗି ଯାଇଥିବା ସଂପର୍କକୁ ସଜାଡିବା ପାଇଁ ବା ଯୋଡିବା ପାଇଁ ନାଁକି ଆପଣଙ୍କ ଭଲ relationship କୁ ଭାଙ୍ଗିବା ପାଇଁ ଏମିତି କେବେବି ନୁହେଁ। ତ ସେଥିପାଇଁ ଯଦି ଆପଣଙ୍କ ପାଖରେ କିଛି କାରଣ ନାହିଁ ତ କଣ ପାଇଁ ଆପଣ ignore ମାରୁଛନ୍ତି। ଯଦି ବିନା କାରଣରେ ignore ମାଗିବେ ତ ସେ ଆପଣଙ୍କ ପାଖରୁ ବହୁତ ଦୂରକୁ ଚାଲି ଯିବେ। ଆଉ ଆପଣଙ୍କର ଭଲ ସଂପର୍କ ବି ଭାଙ୍ଗି ଯିବ। ତ ସେଥିପାଇଁ ଆପଣଙ୍କୁ କଣ କରିବାକୁ ପୋଡିବନା directly ଯାଇ କଥା ହେବା ପାଇଁ ପଡିବ ଆପଣଙ୍କୁ ତାଙ୍କ ସହିତ। ଆଉ ତାଙ୍କୁ ବୁଝାନ୍ତୁ, ଆଉ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଆପଣ କୁହନ୍ତୁ ଯେ ଏତେ keep stirring use କରି ତୋଡପାଅ ନାହିଁ। ଯାହାକି ଏହି କଥା ପ୍ୟାରରେ କୁହନ୍ତୁ ଦେଖିବେ ସବୁ ଠିକ ହୋଇଯିବ ଯଦି ସେ keep ଆଉ stirring use କରୁଥିବେ ତ ସେଥିପାଇଁ ଏଥି ପ୍ରତି ବହୁତ ଅଧିକ ଧ୍ୟାନ ଦେବା ଦରକାର ,ବୁଝେଇବା ଦରକାର ପ୍ୟାରରେ ତ ଦେଖିବେ ଆପଣଙ୍କ ପାର୍ଟନର ଯଦି ଏଥିପାଇଁ ignore ମାରୁଥିବେ ତ ପକା ସେ ଆଉ ଆପଣଙ୍କୁ ignore ମାରିବେ ନାହିଁ ଆଉ ସେ ଆପଣଙ୍କୁ ବହୁତ ଭଲ ପାଇବେ।

ଯଦି ଆଉ କିଏ ମିଳିଯାଇଥିବ:-

ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ignore ମାରୁଛନ୍ତି ତ ଏହାବି ଗୋଟିଏ କାରଣ ହୋଇପାରେ। ଯଦି ତାଙ୍କ ଲାଇଫରେ ଆଉ କିଏ ଆସିଯାଇଥିବ କିମ୍ବା ତାଙ୍କ ଲାଇଫରେ ଆଉ କିଏ ମିଳିଯାଇଥିବ। ଯାହା ଫଳରେ ଆପଣଙ୍କ ଠାରୁ ତାଙ୍କର interest କମି ଯାଉଛି। ଯାହାକି ସେଥିପାଇଁ ସେ ଆପଣଙ୍କୁ ignore ମାରୁଥିବେ। କଣ ପାଇଁ ନାଁ ତାଙ୍କୁ ତ ଟାଇମ ଦେଉଥିବେ ନାଁ ତ ସେଥିପାଇଁ ସେ ignore ମାରନ୍ତି। ଯଦି ଆପଣଙ୍କୁ କିଛି ଏମିତି feel ହେଉଛି ନାଁ ତାଙ୍କ ଲାଇଫରେ କେହି ଆସିବାରୁ ସେ ଆପଣଙ୍କୁ ignore ମାରୁଛନ୍ତି ଆପଣ ବି ସେହିଦିନ, ସେହି ସମୟରେ, ସେହି ମୁହୂର୍ତ୍ତରେ ତାଙ୍କୁ ignore ମାରି ଦିଅନ୍ତୁ। ତାଙ୍କ ପାଖରୁ ଦୁରେଇ ଯାନ୍ତୁ କାହିଁକିନା ଅଯଥାରେ ତାଙ୍କ ପଛରେ ସମୟ ବର୍ବାଦ କରନ୍ତୁ ନାହିଁ। ନହେଲେ ଜୀବନ ବର୍ବାଦ ହୋଇଯିବ। ଯଦି ଆପଣଙ୍କୁ ଏମିତି କରୁଛନ୍ତି ତ ଆପଣ ତାଙ୍କୁ ଛାଡି ଦିଅନ୍ତୁ ଯାହାକି ଏହା best solution .

Related Articles

Leave a Reply

Your email address will not be published. Required fields are marked *

Back to top button