ଦେଶ- ବିଦେଶ

ଝିଅଟିଏ ଆପଣଙ୍କୁ ପ୍ରେମ କରୁଛି ନା ନାହିଁ ଆପଣ କେମିତି ଜାଣିବେ, ପଢନ୍ତୁ ଏହି ଆର୍ଟିକିଲ

ଆମ ସୋସାଇଟରେ ଏମିତି ବହୁତ ପ୍ରେମୀ ଅଛନ୍ତି ଅର୍ଥାତ ବହୁତ ପ୍ରେମିକ ଅଛନ୍ତି ବାସ୍ତବରେ ପ୍ରେମ କରୁଛନ୍ତି , ହୃଦୟରୁ ପ୍ରେମ କରୁଛନ୍ତି କିନ୍ତୁ ତାଙ୍କୁ କହି ପାରୁନାହାନ୍ତି। ତାଙ୍କର problem ହେଉଛି ଯଦି ସେ ଝିଅ ମନା କରିଦେବେ ଯଦି ସେ ଝିଅ ତାଙ୍କୁ reject କରିଦେବେ ତାହେଲେ ତାଙ୍କର ସେ love story ସେଇଠି ସମାପ୍ତ ହୋଇଯିବ। ତେଣୁ କରି ତାଙ୍କୁ କହିପାରୁ ନାହାନ୍ତି। ଏହା ବି ହେଉଛି କି ତାଙ୍କୁ ନକହି ନିଜେ ସହି ବି ପାରୁ ନାହାନ୍ତି। ଆଉ ନିଜେ ନିଜେ ବହୁତ କଷ୍ଟ ପାଉଛନ୍ତି। ତ ଆଜିର ଏହି ପୋଷ୍ଟଟି ସେହି ପ୍ରେମିକ ଭାଇ ମାନଙ୍କ ପାଇଁ। ତାହେଲେ ଏବେ ଆସନ୍ତୁ ଜାଣିବେ ଯଦି ଆପଣ କେହି ଝିଅଙ୍କୁ ଭଲ ପାଉଛନ୍ତି ଯଦି ସେ ଝିଅ ଏହି ୩ ଟି କାମ କରୁଛନ୍ତି ତାହେଲେ ଆପଣ conform ହୋଇଯିବେ ସେ ଆପଣଙ୍କୁ ପ୍ରେମ କରୁଛନ୍ତି।

ଲୁଚି ଲୁଚି ଦେଖିବା :- ଯଦି ସେ ଝିଅ ଆପଣଙ୍କୁ ଲୁଚି ଲୁଚି ଦେଖୁଛନ୍ତି, ଯଦି ଆପଣ କେବେ ସେ ଝିଅଙ୍କ ସାମ୍ନାକୁ ଯାଉଛନ୍ତି ସେ ଝିଅ ଆପଣଙ୍କୁ ଦେଖି ହସି ଦେଉଥିବେ, ନଜର ହଟେଇ ଦେଉଥିବେ ପୁଣି ଆପଣଙ୍କୁ ଦେଖିବାକୁ ଲାଗିବେ ଆପଣଙ୍କୁ ଦେଖି ହସିବେ ଏହାର ମାନେ ହେଉଛି ସେ ଆପଣଙ୍କ ଉପରେ impress ଅଛନ୍ତି ଆଉ ସେ ଆପଣଙ୍କୁ ଚାହୁଁଛନ୍ତି ଯେବେ ବି ସେ ଆପଣଙ୍କ ସାମ୍ନାକୁ ଆସୁଥିବେ accident ହୋଇଯାଉଥିବେ। ଯେତେବେଳେ ବି ସେ ଆପଣଙ୍କ ସାଙ୍ଗ ମାନଙ୍କ ସହିତ କଥା ହୁଅନ୍ତି କେବଳ ଆପଣଙ୍କ ବିଷୟରେ ହିଁ କଥା ହେଉଥିବେ ତ ବୁଝିଯିବେ କି ସେ ଆପଣଙ୍କୁ ୧୦୦% ଚାହୁଁଛନ୍ତି। ଯେତେବେଳେ ବି ସେ ଆପଣଙ୍କ ସାମ୍ନାକୁ ଆସନ୍ତି ସେ ତାଙ୍କର best look ରେ ଅର୍ଥାତ best getup ରେ ଆପଣଙ୍କ ସାମ୍ନାକୁ ଆସିବେ। କାହିଁକିନା ସେ ଆପଣଙ୍କୁ best ଦେଖେଇବାକୁ ଚାହୁଁଛନ୍ତି। ଯେକୌଣସି ଉପାୟରେ ସେ ଆପଣଙ୍କୁ impress କରିବାକୁ ଚାହୁଁଛନ୍ତି। ଯିଏ ଆପଣଙ୍କ ପାଇଁ impress ଅଛନ୍ତି ସେ ଆପଣଙ୍କର ପସନ୍ଦ ନା ପସନ୍ଦ ଜାଣିବାକୁ ଚାହୁଁଥିବେ।

ଯଦି ଗୋଟେ ଝିଅ ଆପଣଙ୍କୁ ଚାହୁଁଛନ୍ତି ତାହେଲେ ସେ ଆପଣଙ୍କର ପସନ୍ଦ ନା ପସନ୍ଦ ଜାଣିବାକୁ ପୁରା ଚେଷ୍ଟା କରିବେ। ଏବଂ ବ୍ୟତୀତ ସେ ଆପଣଙ୍କୁ ଏହା ମଧ୍ୟ ପଚାରିବେ ଯେ ଆପଣଙ୍କର କେହି ଗାର୍ଲଫ୍ରେଣ୍ଡ ଅଛନ୍ତି ନାଁ ନାହାନ୍ତି କି ଥିଲେ ନାଁ ନାହିଁ ଏହା ଛଡା ଆପଣଙ୍କ ସହିତ କଥା ହେବା ସମୟରେ ସେ ନିଜର କେଶ ସହିତ ଖେଳୁଥିବେ, ବିଭିନ୍ନ ବାହାନାରେ ସେ ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିବେ ଏହାର ମାନେ ଏହା ଯେ ସେ ଆପଣଙ୍କ ଉପରେ interested ଅଛନ୍ତି। ସେ ଆପଣଙ୍କୁ ନିଜର କରିବାକୁ ଚାହୁଁଛନ୍ତି। ଯିଏ ଆପଣଙ୍କର ବହୁତ କେୟାର କରୁଥିବେ। ଯଦି କେହି ଝିଅ ଆପଣଙ୍କର ଅଚାନକ ବହୁତ କେୟାର ନେବେ ତାହେଲେ ଜାଣିବେ କି ସେ ଆପଣଙ୍କୁ ନିଜର କରିବାକୁ ଚାହୁଁଛନ୍ତି।

ଯଦି ଆପଣଙ୍କ ସହିତ ଆଗରୁ contact ରେ ଥିବେ ଦିନକୁ ବହୁତ ଥର କଲ କରିବେ ମେସେଜ କରିବେ। କଲ କି ମେସେଜ କରି ଆପଣଙ୍କୁ ସେ ପଚାରିବେ କି ଆପଣ ଖାଇଲେ କି ନାହିଁ ଆପଣଙ୍କର ବହୁତ ଯତ୍ନ ନେବେ ତାହେଲେ ଜାଣିବେ ଯେ ସେ ଆପଣଙ୍କ ସହିତ ବିଭିନ୍ନ ବାହାନା କରି କଥା ହେବା ପାଇଁ ଚାହୁଁଛନ୍ତି। ଆଉ ଗୋଟେ କଥା କଣ କି ଯଦି କେହି ଝିଅ ଆପଣଙ୍କୁ ପସନ୍ଦ କରୁଛନ୍ତି ତ ନିଜର କରିବାକୁ ଚାହୁଁଛନ୍ତି ତ ତାଙ୍କ ସାମ୍ନାରେ ଆଉ ଗୋଟେ ଝିଅ ସହିତ କଥା ହେଲେ ସେ ଭିତରେ ଭିତରେ ଜଳି ଯିବେ ଅର୍ଥାତ ବହୁତ ରାଗି ଯିବେ ତାହେଲେ ଜାଣିଯିବେ କି ଆପଣଙ୍କୁ ପସନ୍ଦ କରୁଥିବା ଝିଅ କେଉଁ କେଉଁ କାମ କରିବେ। ଯଦି ଏହି ସବୁ କାମ କରୁଛନ୍ତି ତାହେଲେ ବୁଝିଯିବେ ଯେ ସେ ଆପଣଙ୍କୁ ୧୦୦% ଚାହୁଁଛନ୍ତି, ଆପଣଙ୍କୁ ସେ ବି ମଧ୍ୟ ପ୍ରେମ କରୁଛନ୍ତି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button