ଦେଶ- ବିଦେଶ

ଶରୀରର ଏହି 2 ଟି ଅଙ୍ଗରେ ଭୁଲରେ ବି ଲଗାନ୍ତୁ ନାହିଁ ସାବୁନ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

। ସୂଚନା ଅନୁସାରେ ଆପଣମାନେ ସମସ୍ତେ ନିଜ ଶରୀରକୁ ସଫା ସୁତୁରା କରି ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ଦିନକୁ ଦୁଇଥର ପ୍ରାୟତଃ ଲୋକମାନେ ଗାଧୋଇବାକୁ ଭଲ ପାଇଥାନ୍ତି । ଆପଣ ମାନେ ସାବୁନ ଦ୍ଵାରା ନିଜର ଦେହକୁ ଘଷି ମାଜି ହୋଇ ଭଲ ଭାବରେ ଗାଧୋଇ ଥାନ୍ତି । କିନ୍ତୁ ଆପଣ ମାନେ କଣ ଏହା ଜାଣିଛନ୍ତି । ସେହି କେମିକାଲ ଯୁକ୍ତ ସାବୁନ ଆପଣଙ୍କ ଶରୀର କେଉଁ ଜାଗା ମାନଙ୍କର ଲଗାଇବା ଜମା ବି ଉଚିତ ନୁହେଁ ।

 

ଆଜି ଆମେ ଆପଣ ମାନଙ୍କୁ ଶରୀରର କେଉଁ ଜାଗାରେ ସାବୁନ ଲଗାଇବା ଉଚିତ ନୁହେଁ, ତାହା ଜଣାଇବୁ । ଗାଧୋଇବା ସମୟରେ ଆପଣ ପୁରା ଦେହରେ ଭଳିକି ଭଳି ବାସ୍ନା ଯୁକ୍ତ ସାବୁନ ଲଗାଇଥାନ୍ତି । ସେହି ଗାଧୋଇବା ସମୟରେ ଆପଣଙ୍କ ଗୁପ୍ତାଙ୍ଗରେ କେବେ ମଧ୍ୟ ସାବୁନ ଲଗାନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଗୁପ୍ତାଙ୍ଗ ବହୁତ ଶୁଷ୍କ ହୋଇ ଯାଇଥାଏ । ନଚେତ ସେହି ସେହି ଜାଗାରେ ସାବୁନ ଲଗାଇବା ଦ୍ଵାରା ଗାଧୋଇ ସାରିବା ପରେ ମଧ୍ୟ ଯଦି କିଛି କେମିକାଳ ସେହି ଜାଗାରେ ଲାଗିରହି ଯାଇଥାଏ ।

ତେବେ ସେହି ଜାଗାରେ ଝାଳ ବୋହି ସେହି ସ୍ଥାନରେ ଜାଦୁ କାଛୁ ଓ କୁଣ୍ଡିଆ ଭଳି ଚର୍ମ ରୋଗ ହୋଇଥାଏ । ଯାହା ଦ୍ଵାରା ଆପଣ ମାନେ ସେହି ଜାଗାକୁ ବାରମ୍ବାର କୁଣ୍ଡାଇ ଥାନ୍ତି । ଏହି କୁଣ୍ଡେଇବା ଫଳରେ ସେହି ଜାଗା ଖଣ୍ଡିଆ ହୋଇ ଅଧିକ ଯନ୍ତ୍ରଣା ଦେଇଥାଏ । ଦିତୀୟରେ ହେଉଛି ଆଖି, କେବେ ମଧ୍ୟ ଆଖିରେ ସାବୁନ ଲଗାଇବା ଉଚିତ ହୋଇନଥାଏ ।

 

କାରଣ ପ୍ରତେକ ମନୁଷ୍ୟର ଆଖି ସୂକ୍ଷ୍ମ ଟିସୁରେ ଗଢା ହୋଇଥାଏ । ଯଦି ଆପଣ ଗାଧୋଇବା ସମୟରେ ଆଖିରେ ଭୁଲରେ ମଧ୍ୟ ସାବୁନ ଲାଗିଯାଇଥାଏ । ତେବେ ଏହି ସାବୁନ ଆଖିକୁ ବହୁତ କଷ୍ଟ ଦେବା କାରଣରୁ ଆଖି ବହୁତ ଜଳ ପୋଡା କରିଥାଏ । ଯଦି ବାରମ୍ବାର ଏହି ସାବୁନ ଆପଣଙ୍କ ଆଖିରେ ଲାଗେ । ତେବେ ଏହା ଧୀରେ ଧୀରେ କରି ଆଖିର ଦୃଷ୍ଟି ଶକ୍ତି କମାଇ ଦେଇଥାଏ ।

 

ତେଣୁ ଭୁଲରେ ମଧ୍ୟ ଦୁଇ ଆଖିରେ ସାବୁନର ପ୍ରୟୋଗ କରନ୍ତୁ ନାହିଁ । ଆପଣ ଯଦି ନିଜ ଶରୀରର ଗୁପ୍ତାଙ୍ଗ ଓ ଆଖି ଏହି ଦୁଇ ଜାଗାରେ ସାବୁନ ଲଗାଇବେ ନାହିଁ । ତେବେ ଆପଣଙ୍କୁ କୌଣସି ପ୍ରକାର ଚର୍ମ ରୋଗ ହେବନାହିଁ । ଆପଣ ସବୁବେଳେ ନିଜ ଶରୀରର ଉପଯୁକ୍ତ ଭାବରେ ଯତ୍ନ ନେବା ପାଇଁ ଚେଷ୍ଟା କରନ୍ତୁ।   ଏହା ଦ୍ଵାରା ଆପଣ ସୁସ୍ଥ ରହିବା ସହ ସତେଜ ଅନୁଭବ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button