ଦେଶ- ବିଦେଶ

ଯଦି ସ୍ତ୍ରୀର ଏହି 5 ଟି ଅଙ୍ଗ ହୋଇଥାଏ ବଡ ତ ସେ ହୋଇଥାଏ ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ ଯାହା ଦ୍ଵାରା ଆପଣ ଜାଣି ପାରିବେ କେଉଁ ମହିଳା ମାନେ ହୋଇଥାନ୍ତି ଭାଗ୍ୟଶାଳୀ । ବନ୍ଧୁଗଣ ଆପଣ ଜାଣି ଥିବେ ଆମ ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଶକ୍ତି ସ୍ଵରୁପା ବୋଲି କୁହାଯାଇଥାଏ । ଏହି କାରଣରୁ ଆମ ସଂସ୍କୃତିରେ ଛୋଟ ଛୋଟ କନ୍ୟା ମାନଙ୍କୁ ଶକ୍ତି ରୂପେ ପୂଜା ମଧ୍ୟ କରାଯାଇଥାଏ ।

 

ବନ୍ଧୁଗଣ ଆମର ପବିତ୍ର ସାମୁଦ୍ରିକ ପୁରାଣ ତଥା ଗରୁଡ ପୁରାଣରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଯେ, କେଉଁ ପ୍ରକାରର ମହିଳା ଶୁଭ ହୋଇଥିବା ସମୟରେ କେଉଁ ପ୍ରକାରର ମହିଳା ମାନେ ଅଶୁଭ ହୋଇଥାନ୍ତି । ତାହାଛଡା ମହିଳା ମାନଙ୍କର ଲକ୍ଷଣ ଓ ଅଙ୍ଗ ପ୍ରତ୍ଯେଙ୍ଗ ବିଷୟରେ ମଧ୍ୟ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି ।

ବନ୍ଧୁଗଣ ତାହାଛଡା ସାମୁଦ୍ରିକ ପୁରାଣରେ ମହିଳା ମାନଙ୍କର କେଶ ରୁ ନେଇ ଗୋଡ ନଖ ପର୍ଯ୍ୟନ୍ତ ସବୁ ଅଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି । ବନ୍ଧୁଗଣ ଯେଉଁ ମହିଳା ମାନଙ୍କ

ତାହାଛଡା ଏମାନେ ଯେଉଁ ଘରକୁ ବିବାହ କରିଯାଇଥାନ୍ତି ସେହି ଘରେ ନିଜ ସହ ସୁଖ ଶାନ୍ତି ମଧ୍ୟ ନେଇ ଯାଇଥାନ୍ତି । ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ବେକ ବା ଗଳା ଉଚ୍ଚ ଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନଙ୍କର ସ୍ଵାମୀଙ୍କ ପାଖରେ କେବେ ଧନର ଅଭାବ ଦେଖାଦେଇ ନଥାଏ ।

ବନ୍ଧୁଗଣ ତୃତୀୟରେ ଯେଉଁ ମହିଳା ମାନଙ୍କର ଛାତି ବା ବକ୍ଷସ୍ଥଳ ଦୁଇଟି ସୁନ୍ଦର ଓ ଗୋଲାକାର ହୋଇଥାଏ, ସେହି ମହିଳା ମାନେ ମଧ୍ୟ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନଙ୍କର ସ୍ଵାମୀ ଓ ସନ୍ତାନ ମଧ୍ୟ ଅତ୍ୟନ୍ତ ଭଲ ହୋଇଥାନ୍ତି । ତାହାଛଡା ଯେଉଁ ମହିଳା ମାନଙ୍କର ଜଙ୍ଘ ଗୁଡିକ ମାଂସାଳ ଓ ହୃଷ୍ଟ ପୃଷ୍ଟ ହୋଇଥାଏ, ସେହି ମହିଳା ମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

 

ଏହି ମହିଳା ମାନଙ୍କ କାରଣରୁ ଏହି ମହିଳା ମାନଙ୍କର ସ୍ଵାମୀ ମାନେ ମଧ୍ୟ ଖୁବ ଉନ୍ନତି କରିଥାନ୍ତି । ଯେଉଁ ମହିଳା ମାନଙ୍କର ଆଖି ଗୁଡିକ ବଡ ବଡ ଥାଏ । ସେମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକ ଲାମ୍ବା ହୋଇଥାଏ, ସେହି ମହିଳା ମାନେ ମଧ୍ୟ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥା’ନ୍ତି । ଏହି ମହିଳା ମାନଙ୍କ କାରଣରୁ ଏହି ମାନଙ୍କ ଘରେ ସୁଖ ଶାନ୍ତି ସବୁବେଳେ ସ୍ଥିର ହୋଇ ରହିଥାଏ ।

ବନ୍ଧୁଗଣ ଏଥି ବ୍ଯତୀତ ଯେଉଁ ମହିଳା ମାନଙ୍କର ପାଦ ଆଙ୍ଗୁଳି ଗୁଡିକ ଲମ୍ବା ହେବାସହ ସବୁ ଆଙ୍ଗୁଳି ଗୁଡିକ ସ୍ପଷ୍ଟ ଭୂମିରେ ଲାଗୁଥାଏ । ସେହି ମହିଳା ମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button