ସବୁଠୁ ଅଧିକ ରାଗି ହୋଇଥାନ୍ତି ଏହି 6 ଟି ନାମର ଝିଅ, କଥା କଥାରେ ରାଗରେ ମୁହଁ ଫୁଲାନ୍ତି…

ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ସ୍ଵଭାବର ଝିଅ ଦେଖିବାକୁ ମିଳିଥାନ୍ତି । ସବୁ ଝିଅଙ୍କର ପ୍ରକୃତି ସମାନ ହୋଇନଥାଏ । କିଛି ଝିଅ ଏଭଳି ଥାନ୍ତି, ଯେଉଁମାନେ କଥା କଥାରେ ରାଗିଯାଇଥାନ୍ତି । କିଛି କଥାକୁ ସେମାନେ ସହଜରେ ଗ୍ରହଣ କରିନପାରି ନିଜର ଭାବନାକୁ ରାଗ ମାଧ୍ୟମରେରେ ପ୍ରକାଶ କରିଥାନ୍ତି । କୌଣସି ଝିଅର ଚେହେରାକୁ ଦେଖି ତାର ସ୍ଵଭାବ ଜାଣିବା ଏତେ ସହଜ ହୋଇନଥାଏ କିନ୍ତୁ ତାଙ୍କର ନାମର ପ୍ରଥମ ଅକ୍ଷର ଜାଣି ସିଏ ରାଗି କି ରାଗି ନୁହେଁ ଆଜି ଆପଣମାନେ ଜାଣିପାରିବେ ।
ପ୍ରଥମ ଅକ୍ଷର ହେଉଛି B । ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଝିଅମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଏହି ଝିଅମାନେ କଥା କଥାରେ ଅନ୍ୟ ଉପରେ ରାଗିଯାଇଥାନ୍ତି । ଯଦି କୌଣସି କଥା ତାଙ୍କର ପସନ୍ଦ ଆସିନଥାଏ । ତେବେ ସେହି କଥା କହିଥିବା ଲୋକ ଉପରେ ସେହି ଝିଅମାନେ ରାଗରେ ନାଲି ହୋଇଯାଇଥାନ୍ତି କିନ୍ତୁ କିଛି ସମୟ ମଧ୍ୟରେ ସେହି ଝିଅମାନେ ପୁଣି ସାଧାରଣ ଅବସ୍ତାକୁ ଫେରିଯାଇଥାନ୍ତି ।
ଦିତୀୟ ଅକ୍ଷର ହେଉଛି H । ଏହି ନାମର ଝିଅମାନେ ପରିବାର ସହିତ ବହୁତ ମିଳିମିଶିକି ରହିଥାନ୍ତି । ଘର ପରିବାର ସହିତ ସେମାନଙ୍କର ବହୁତ ଭଲ ସମ୍ପର୍କ ରହିଥାଏ । ଏହି H ନାମର ଝିଅମାନଙ୍କର ସବୁଠାରୁ ଦୁର୍ବଳ ଗୁଣ ହେଉଛି । ସେମାନେ ବହୁତ ଶୀଘ୍ର ଅନ୍ୟ ଉପରେ ରାଗିଯାଇଥାନ୍ତି । ଏହି ଝିଅମାନଙ୍କର ଅଧିକ ରାଗିବା କାରଣରୁ ସେମାନଙ୍କ ଜୀବନସାଥି ସହିତ ଅନେକ ସମୟରେ ତାଙ୍କର ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ ।
ତୃତୀୟ ଅକ୍ଷର ହେଉଛି L । ଏହି ଅକ୍ଷରରୁ ଆରମ୍ଭ ନାମ ଯେଉଁ ଝିଅମାନଙ୍କର ହୋଇଥାଏ। ସେମାନେ ଅଧିକ ରାଗି ସ୍ଵଭାବର ହୋଇଥାନ୍ତି । ଏମାନେ ତାଙ୍କ ଜୀବନସାଥିକୁ ମଧ୍ୟ ଭଲ ପାଇଥାନ୍ତି କିନ୍ତୁ କେବଳ ରାଗ ଗୁଣ ଯୋଗୁ ବହୁତ ସମୟରେ ସେମାନେ ହଇରାଣ ହୋଇଥାନ୍ତି । P ଅକ୍ଷରରୁ ଯେଉଁ ଝିଅମାନଙ୍କର ନାମ ଆରମ୍ଭ ହୋଇଥାଏ । ସେହି ଝିଅମାନଙ୍କର ନାକ ଉପରେ ରାଗ ରହିଥାଏ ।
ଏହି ଝିଅମାନେ ଏତେ ପରିମାଣରେ କାହା ସାଥିରେ ଗପିବା ପସନ୍ଦ କରିନଥାନ୍ତି । ସେମାନେ ତାଙ୍କ ନିଜ ଦୁନିଆରେ ବଞ୍ଚିବା ପାଇଁ ବହୁତ ହିଁ ଭଲ ପାଇଥାନ୍ତି । ଯେତେବେଳେ ତାଙ୍କୁ କୌଣସି କଥାକୁ ନେଇ ରାଗ ଆସିଥାଏ, ସେମାନେ ତାଙ୍କର ରାଗକୁ ଅନ୍ୟ ଉପରେ ନସାରି ନିଜ ଉପରେ ସାରିଦେଇଥାନ୍ତି । ଯେଉଁ ଝିଅମାନଙ୍କର ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ଦେଖିବାକୁ ପ୍ରାୟତଃ ସୁନ୍ଦର ଓ ବୁଦ୍ଧିମତୀ ହୋଇଥାନ୍ତି ।
ସେମାନେ କଥା କଥାରେ ଅନ୍ୟ ଉପରେ ରାଗିଯାଇଥାନ୍ତି । ଏହି ଝିଅମାନେ ନିଜର ରାଗକୁ ନିଜର କାବୁରେ ରଖୀପାରନ୍ତି ନାହିଁ । ଯେଉଁ ଝିଅମାନଙ୍କର ନାମର ଆରମ୍ଭ S ଅକ୍ଷରରୁ ହୋଇଥାଏ। ଏହି ନାମର ଝିଅମାନେ ଦେଖିବାକୁ ବହୁତ ଶାନ୍ତଶିଷ୍ଠ ହୋଇଥାନ୍ତି । ଏହି ଝିଅମାନେ ଯଦି ଥରେ କାହା ଉପରେ ରାଗିଯାଇଥାନ୍ତି । ତେବେ ସେମାନେ ନିଜର ରାଗର ସବୁ ସୀମା ଟପିଯାଇଥାନ୍ତି । ରାଗ ସମୟରେ ବହୁତ ଉଗ୍ର ସ୍ଵଭାବର ହୋଇଯାଇଥାନ୍ତି ।