ରାଜ୍ୟ

Gk Questions & Answers- ଏମିତି କେଉଁ ଜିନିଷ ଯାହାର ନାଁ ନେବା ମାତ୍ରେ ତାହା ଭାଙ୍ଗି ଯାଇଥାଏ ?

ନମସ୍କାର ବନ୍ଧୁଗଣ । ଯଦି କୌଣସି ବ୍ୟକ୍ତି ଚାକିରି ପାଇଁ ଯାଇଥାନ୍ତି ତେବେ ସେମାନଙ୍କୁ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ କରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି ପ୍ରଶ୍ନ କଠିନ ହୋଇଥାଏ ଯାହାର ଉତ୍ତର ଦେବା କଠିନ ହୋଇଥାଏ ।

ସେହିପରି ଆଇଏସ ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରାଯାଏ । ପ୍ରଶ୍ନ ଦେଖିବାକୁ ସହଜ ହୋଇଥିଲେ ମଧ୍ୟ ଯେବେ ଉତ୍ତର ଦେବାକୁ ପଡିଥାଏ ତେବେ ବହୁତ କାଠିକର ପାଠ ହୋଇଥାଏ ।ଆଜି ଆମେ ଆପଣ ମାନକ ପାଇଁ ଏମିତି କିଛି ଆଇଏସ ଇଣ୍ଟରବିୟୁରେ ପଚରା ଯାଇଥିବା ପ୍ରଶ୍ନ ନେଇ ଆସିଛୁ ଯେଉଁଥିରେ ଗୋଟିଏ ପ୍ରଶ୍ନ ପଚରା ଯାଇଛି ଯେ ” ଏମିତି କେଉଁ ଜିନିଷ ଅଛି ଯାହାର ନାଁ ନେଲେ ତାହା ଭାଙ୍ଗିଯାଏ” । ଏହି ପ୍ରକାରର ଆହୁରି ଅନେକ ପ୍ରଶ୍ନ ଅଛି ଯାହା ଜଣେ ବ୍ୟକ୍ତି ଜାଣିବା ଆବଶ୍ୟକ ଅଟେ । କିଛି ପ୍ରଶ୍ନ ବ୍ଯକ୍ତିର ଜୀବନରେ କେବେ ନା କେବେ କାମରେ ଆସିଥାଏ । ଏହି ପ୍ରଶ୍ନର ଉତ୍ତର ଜାଣିଲେ ବ୍ଯକ୍ତିର ଜ୍ଞାନ ବଢିଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

୧- ବିଶ୍ଵର ସବୁଠାରୁ ବଡ ଦେଶ କଣ ଅଟେ ?

ଉତ୍ତର- ରୁଷ ବିଶ୍ବାସର ସବୁଠାରୁ ବଡ ଦେଶ ଅଟେ ।

୨- କେଉଁ ସ୍ଥାନରେ ମହାତ୍ମା ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିଲେ ?

ଉତ୍ତର- ମହାତ୍ମା ବୁଦ୍ଧ “ଗୟା” ରେ ଜ୍ଞାନ ପ୍ରାପ୍ତ କରିଥିଲେ ।

୩- କେଉଁ ରାଜ୍ୟରେ ମାଲାୟଲମ ଭାଷାର ପ୍ରୟୋଗ କରାଯାଏ ?

ଉତ୍ତର- କେରଳ ରାଜ୍ୟରେ ମାଲାୟଲମ ଭାଷା କୁହାଯାଏ ।

୪-ସୂର୍ଯ୍ୟ କିରଣରେ ଆମକୁ କେଉଁ ଭିଟାମିନ ପ୍ରାପ୍ତ ହୋଇଥାଏ ?

ଉତ୍ତର- ସୂର୍ଯ୍ୟ କିରଣରେ ଆମକୁ ଭିଟାମିନ-ଡି ପ୍ରାପ୍ତ ହୋଇଥାଏ ।

୫- ମନୁଷ୍ୟର ଆଖିର ଓଜନ କେତେ ?

ଉତ୍ତର- ମନୁଷ୍ୟର ଆଖିର ଓଜନ ପ୍ରାୟ ୮ ଗ୍ରାମ ଅଟେ ।

୬- ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ମଶା ଦେଖାଯାଏ ନାହି ?

ଉତ୍ତର- ଫ୍ରାନ୍ସ ଏକ ଏମିତି ଦେଶ ଯେଉଁ ଠାରେ ମଶା ଦେଖାଯାଏ ନାହି ।

୭- ରେଡିୟମର ସନ୍ଧାନ କିଏ କରିଥିଲେ ?

ଉତ୍ତର- ରେଡିୟମର ସନ୍ଧାନ “ମେଡମ କ୍ୟୁରୀ” କରିଥିଲେ ।

୮- ଏମିତି କେଉଁ ଜିନିଷ ଅଛି ଯାହାର ନାମ ନେଲେ ସେହି ଜିନିଷ ଭାଙ୍ଗି ଯାଏ ?

ଉତ୍ତର- ଚୁପ ରହିବା ଏମିତି ଏକ ଜିନିଷ ଯାହାର ନାଁ ନେଲେ ତାହା ଭାଙ୍ଗି ଯାଏ ।

୯- ଏମିତି କଣ ରହିଛି ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହି କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ସମସ୍ତେ ନିଅନ୍ତି ?

ଉତ୍ତର- ବନ୍ଧୁଗଣ ଏହାର ଉତ୍ତର ଆପଣ ମାନେ ଆପମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button