ଦେଶ- ବିଦେଶ

କେଉଁ ବାରରେ ପ୍ରଥମ ଋତୁଶ୍ରାବ ହେଲେ ପୁତ୍ର ସନ୍ତାନ ଜନ୍ମ ହୁଏ ?

ସୂଚନା ଅନୁସାରେ ନାରୀ ମାନେ ଦେବୀଙ୍କର ଅଂସ ସ୍ଵରୁପା ହୋଇଥାନ୍ତି । ଘରର ନାରୀ ଘର ପାଇଁ ଲକ୍ଷ୍ମୀ ହୋଇଥାନ୍ତି । ଝିଅ ବଡ ହେଲା ପରେ ତାଙ୍କର ମାସିକ ଧର୍ମ ଆରମ୍ଭ ହୋଇଯାଇଥାଏ । ଯାହାକୁ ସାଧାରଣତଃ ଋତୁସ୍ରାବ ବା ରଜୋଦର୍ଶନ କୁହାଯାଇଥାଏ । ଋତୁସ୍ରାବ ସମୟରେ ନାରୀ ମନ୍ଦିରକୁ ଯିବା କିମ୍ବା ପୂଜା ପାଠ କରିବାକୁ ବାରଣ କରାଯାଇଥାଏ । ପ୍ରଥମ ଋତୁସ୍ରାବ ହୋଇଥିବା ବାର ଅନୁସାରେ ଆପଣ ନିଜର ସମ୍ବଦ୍ଧୀୟ ସୂଚନା ପାଇପାରିବେ ।

 

ଯେଉଁ ନାରୀ ପ୍ରଥମ କରି ରବିବାର ଦିନ ରଜୋଦର୍ଶନ କରିଥାଏ ବା ତାର ସେହି ଦିନ ପ୍ରଥମେ ଋତୁସ୍ରାବ ହୋଇଥାଏ । ସେହି ନାରୀ ରୋଗ୍ଜୁକ୍ତା ହୋଇଥାଏ । ସେହି ନାରୀ ମାନଙ୍କର ପ୍ରାୟତଃ ସମୟରେ ସ୍ଵାସ୍ଥକୁ ନେଇ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଯେଉଁ ନାରୀ ସୋମବାର ଦିନ ପ୍ରଥମ କରି ଋତୁସ୍ରାବ କରିଥାଏ । ସେହି ନାରୀ ପତିବ୍ରତା ସ୍ଵଭାବର ହୋଇଥାନ୍ତି ।

ସେହି ନାରୀ ନିଜ ସ୍ଵାମୀକୁ ଅଧିକ ଭଲ ପାଇବା ସହ ତାଙ୍କର ପ୍ରତ୍ଯେକ ଆଦେଶକୁ ସମ୍ମାନର ସହ ପାଳନ କରିଥାନ୍ତି । ଯେଉଁ ନାରୀ ମାନଙ୍କର ପ୍ରଥମ ଋତୁସ୍ରାବ ଶୌଭାଗ୍ୟବତୀ ହୋଇଥାଏ । ସେହି ନାରୀ ମାନଙ୍କର ନିଜର ଭାଗ୍ୟ ତାଙ୍କର ବହୁ ସମୟ ତାଙ୍କ ସପକ୍ଷରେ ରହିଥାଏ । ଯେଉଁ ନାରୀ ମାନଙ୍କର ପ୍ରଥମ ଋତୁସ୍ରାବ ଗୁରୁବାର ଦିନ ହୋଇଥିଲା । ସେହି ନାରୀ ସର୍ବସୁଖ ଯୁକ୍ତା ନାରୀ ହୋଇଥାଏ । ଜୀବନର ଅଧିକାଂଶ ସମୟରେ ସେହି ନାରୀ ସୁଖରେ ତାର ପରିବାର ସହିତ ବାସ କରିଥାଏ । ଯେଉଁ ନାରୀ ମାନଙ୍କର ପ୍ରଥମ ଋତୁସ୍ରାବ ଶୁକ୍ରବାର ଦିନ ହୋଇଥିଲା ।

ସେହି ନାରୀ ମାନେ ଧନବତୀ ହୋଇଥାନ୍ତି । ସେହି ନାରୀ ମାନଙ୍କର ଆର୍ଥିକ ସ୍ଥିତି ସବୁ ସମୟରେ ଭଲ ରହିଥାଏ । ଯେଉଁ ନାରୀ ମାନଙ୍କର ପ୍ରଥମ ଋତୁସ୍ରାବ ଶନିବାର ଦିନ ହୋଇଥିଲା । ସେହି ନାରୀ ମାନେ ସନ୍ତାନ ପ୍ରାପ୍ତି ସମୟରେ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇବାର ସମ୍ଭାବନା ରହିଥାଏ । ଗର୍ଭଧାରଣ ସମୟରୁ ପିଲା ଜନ୍ମ ହେବା ଅବ୍ଧି ମଧ୍ୟରେ ଏହି ଶନିବାରରେ ପ୍ରଥମ ରଜୋଦର୍ଶନ କରିଥିବା ମହିଳା କଷ୍ଟ ଯନ୍ତ୍ରଣା ଭୋଗ କରିଥାନ୍ତି ।

 

ଏହା ସହିତ ସେହି ନାରୀ ମାନଙ୍କର ପୁତ୍ର ସନ୍ତାନ ପ୍ରାପ୍ତ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏହି ପୋଷ୍ଟକୁ ପଢୁଥିବା ମହିଳା ନିଜ ପ୍ରଥମ ଋତୁସ୍ରାବର ବାର ଅନୁସାରେ ନିଜର ବ୍ୟକ୍ତିଗତ ସ୍ଵଭାବ ବିଷୟରେ ଅବଗତ ହୋଇଯାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button