ମାତ୍ର 10 ଦିନରେ ମୁଣ୍ଡ ଠାରୁ ନେଇ ପାଦ ପର୍ଯ୍ୟନ୍ତ ଶରୀରର ସମସ୍ତ ବନ୍ଧ ଶିରା ପ୍ରଶିର ଖୋଲିଦେବ, Nerve Blockage ପାଇଁ ହୋଇଥାଏ କାଳ !

। ସୂଚନା ଅନୁସାରେ ଶରୀରରେ ଅନେକ ଶିରା ପ୍ରଶିରା ଓ ସ୍ନାୟୁ ରହିଥାଏ । ଶିରା ପ୍ରଶିରାରେ ରକ୍ତ ଓ ଅନ୍ୟାନ୍ୟ ଜିନିଷ ପ୍ରବାହ ହୋଇ ଅଙ୍ଗ ମାନଙ୍କୁ ଯୋଗାଣ ହୋଇଥାଏ । ବେଳେ ବେଳେ କୌଣସି କାରଣରୁ ଯଦି ଶିରା ପ୍ରଶିରା ବ୍ଲକ୍ ହୋଇଯାଇଥାଏ । ତାହା ଦ୍ଵାରା ରକ୍ତ ଠିକ ଭାବରେ ପ୍ରବାହିତ ହୋଇପାରିନଥାଏ । ଯାହାକୁ ଭେରିକୋଜ ଭେନ୍ କୁହାଯାଇଥାଏ । ଯାହା ଦ୍ଵାରା ଯଦି ହାର୍ଟ ପାଖକୁ ଠିକ ସମୟରେ ରକ୍ତ ଯୋଗାଣ ହୋଇପାରିନଥାଏ ।
ତେବେ ହାର୍ଟ ଜନିତ ସମସ୍ଯା ସୃଷ୍ଟି ହୋଇଥାଏ । ଶିରା ପ୍ରଶିରାର ବ୍ଲକ୍ କୁ ଖୋଲି ସଠିକ ଭାବରେ ରକ୍ତ ପ୍ରବାହ କରିବା ପାଇଁ ନିହାତି ଭାବେ ଏହି ଉପାୟ କରନ୍ତୁ । ଏହି ଉପଚାର କରିବା ପାଇଁ ଆପଣଙ୍କୁ ଏକ ଗ୍ରାମ ଡାଲଚିନି, ୧୦ ଗ୍ରାମ ଅଖରୋଟ, ୧୦ ଗ୍ରାମ ମଗଜ, ୧୦ ଗ୍ରାମ ତେଜପତ୍ର, ୧୦ ଗ୍ରାମ ମିଶ୍ରୀ ଓ ୧୦ ଗ୍ରାମ ଅଳସୀର ଆବଶ୍ୟକତା ରହିଅଛି ।
ଏହି ସବୁ ସାମଗ୍ରୀକୁ ମିଶାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡର ୧୦ ଟି ସମାନ ଭାଗର ପୁଡିଆ ପ୍ରସ୍ତୁତ କରନ୍ତୁ । ପ୍ରତ୍ଯେକ ଦିନ ସକାଳୁ ଖାଲି ପେଟରେ ୧ ଟି ପୁଡିଆର ଗୁଣ୍ଡ କାଢି ସେବନ କରନ୍ତୁ । ତାହାକୁ ଖାଇବା ପରେ ୨ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ସେବନ କରନ୍ତୁ ନାହିଁ । ଯେଉଁ ମାନେ ହାର୍ଟ ରୋଗୀ ସେମାନେ ମଧ୍ୟ ଏହି ରେମିଡିର ସେବନ କରିପାରିବେ ।
କାରଣ ଏହା ଶରୀରର ବ୍ଲକେଜ୍ ଶିର ପ୍ରଶିରାକୁ ଖୋଲି ରକ୍ତ ଠିକ ଭାବେ ସଂଚାଳନ କରିବାରେ ସାହାଜ୍ଯ କରିଥାଏ । ଦିତୀୟରେ ଆପଣ ଅନ୍ୟ ଏକ ରେମିଡି ପ୍ରସ୍ତୁତ କରି ମଧ୍ୟ ଶିର ପ୍ରଶିରାର ବ୍ଲକେଜ୍ କୁ ଖୋଲି ଭେରୀକୋଜ୍ ସମସ୍ଯାକୁ ସମାଧାନ କରିପାରିବେ । ଏହି ଉପାୟ କରିବା ପାଇଁ ଆପଣଙ୍କୁ ଅଦା, ରଶୁଣ, ଲେମ୍ବୁ ଓ ଆପେଲ୍ ସାଇଡର ଭିନେଗାରର ଆବଶ୍ୟକତା ରହିଅଛି ।
ଏହି ସବୁ ପ୍ରତ୍ଯେକ ୪ଟି ସାମଗ୍ରୀରୁ ୪ କପ୍ ଜୁଷ ବାହାର କରି ଦିଅନ୍ତୁ । ତାପରେ ସେହି ସବୁ କପ୍ ନେଇ ଏକ ପାତ୍ରରେ ଗ୍ଯାସ ଉପରେ ନେଇ ଫୁଟାନ୍ତୁ । ୪ କପ୍ ଜୁଷ ଫୁଟି ଫୁଟି ଯେପରି ୩ କପ୍ ହୋଇଯିବ ତାହାକୁ ଗ୍ଯାସରୁ କାଢି ଆଣିବେ । ସେହି ପ୍ରସ୍ତୁତ କରିଥିବା କାଢାରେ ୩ ଚାମଚ ମହୁ ମିଶାନ୍ତୁ ।
ପ୍ରତିଦିନ ଆପଣ ସକାଳେ ଖାଲି ପେଟରେ ୩ ଚାମଚ ଏହି କାଢାର ସେବନ କରନ୍ତୁ । ୧୦ ଦିନ ନିୟମିତ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର ସମସ୍ତ ବନ୍ଦ ହୋଇଥିବା ଶିରା ପ୍ରଶିରା ଖୋଲିବା ସହ ଶରୀରର ବିଷାକ୍ତ ପଦାର୍ଥ ମଧ୍ୟ ବାହାରିଯାଇଥାଏ ।




