ଦେଶ- ବିଦେଶ

ମାଇଗ୍ରେନ ପେନ ଏବେ ତୁରନ୍ତ ହେଇଯିବ ଗାୟବ ! ପ୍ରୋବ୍ଲେମ ବଡ କିନ୍ତୁ ଏହାର ଉପଚାର ଛୋଟ, ଜାଣନ୍ତୁ କଣ କରିବେ ?

। ସୂଚନା ଅନୁସାରେ ମୁଣ୍ଡ ବ୍ୟଥା ପ୍ରାୟତଃ ସମସ୍ତ ଲୋକଙ୍କ ପାଖରେ ଦେଖାଯାଇଥାଏ। ବେଳେ ବେଳେ କୌଣସି କାରଣ ବଶତଃ ମୁଣ୍ଡର ଅଧା ଭାଗ ବା ମୁଣ୍ଡର ଗୋଟିଏ ପଟ ଜୋରସେ ବିନ୍ଧିବା ଆରମ୍ଭ ହୋଇଯାଇଥାଏ । ଯାହାକୁ ଅର୍ଦ୍ଧ କପାଳୀ ବା ମାଇଗ୍ରେନ ବୋଲି କୁହାଯାଇଥାଏ । ମାଇଗ୍ରେନ ହେବାର ଅନେକ କାରଣ ରହିଥାଏ । ଯେଉଁ ଲୋକ ଖିଆପିଆ ପ୍ରତି ଅବହେଳା କରିଥାନ୍ତି, ବହୁତ ସମୟ ପର୍ଯ୍ୟନ୍ତ ଟିଭି, ଫୋନ ଏପରି ଉପକରଣ ଦେଖିଥାନ୍ତି ।

 

ରାତି ଅନିଦ୍ରା ହୋଇଥାନ୍ତି ଓ ବହୁତ ସମୟ ପର୍ଯ୍ୟନ୍ତ ଖରାରେ କାର୍ଯ୍ୟ କରିଥାନ୍ତି ଏହି ସବୁ କାରଣ ଯୋଗୁ ମାଇଗ୍ରେନ ଭଳି ସମସ୍ଯାର ସମୁଖୀନ ହେବା ପାଇଁ ପଡିଥାଏ । ଏହାକୁ ଠିକ କରିବା ପାଇଁ କେତେକ ଉପାୟ ଆପଣ ମାନେ ଆଜି ଜାଣିବାକୁ ପାଇବେ । ଯେଉଁ ମାନଙ୍କର ଅର୍ଦ୍ଧ କପାଳୀ ବା ମାଇଗ୍ରେନ ଭଳି ମୁଣ୍ଡ ବ୍ୟଥା ରହୁଥାଏ ।

ସେମାନେ ମୁଣ୍ଡର ତାଳୁ ଅଂଶରେ ଯେଉଁ ଜାଗାରେ ବାବାଜୀ ମାନେ ଜଟ ରଖିଥାନ୍ତି ସେହି ସ୍ଥାନରେ ଗାଈର ଶୁଦ୍ଧ ଘିଅ ମାଲିସ କରନ୍ତୁ । ଯଦି ଗାଈ ଘିଅ ଲଗେଇବା ସମ୍ଭବପର ହେଇନଥାଏ । ତେବେ ଆପଣ ବାଦାମ ତେଲ ମଧ୍ୟ ମୁଣ୍ଡରେ ମାଲିସ କରିପାରିବେ । ମୁଣ୍ଡର ଯେଉଁ ଜାଗାରେ ଦରଜ ବିନ୍ଧା ଅନୁଭୂତ ହେଉଥିବ ।

 

ସେହି ଜାଗାରେ କିଛି ସମୟ ପର୍ଯ୍ୟନ୍ତ ଶୁଦ୍ଧ ଗାଈ ଘିଅ କିମ୍ବା ବାଦାମ ତେଲ ଆଣି ମାଲିସ କରନ୍ତୁ । ଏହାର ଏକ ସପ୍ତାହରେ ମୁଣ୍ଡ ବ୍ୟଥା ଦୂର ହୋଇବ । ଏହା ସହିତ ଏକ ପାତ୍ରରେ ପାଣି ଗରମ କରି ସେଥିରେ ଏକ ପାତ୍ର କିଛି ଗାଈ ଘିଅ ରଖି ସେହି ଫୁଟୁଥିବା ପାଣିରେ ଉଷୁମ କରିଦିଅନ୍ତୁ । ସାମାନ୍ୟତମ ନଖ ଉଷୁମ ହୋଇଗଲା ପରେ ତାକୁ ଆଣି ନାକରେ ପୁରାନ୍ତୁ ।

ଏକ ନାକ ବନ୍ଦ କରି ଅନ୍ୟ ଏକ ନାକ ପଟେ ଘିଅକୁ ଟାଣି ଭିତରକୁ ନିଅନ୍ତୁ । ଏହା ମଧ୍ୟ ମୁଣ୍ଡ ବ୍ୟଥା ଦୂର କରିବା ପାଇଁ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଆପଣ ଆୟୁରଭେଦର ମାଇଗ୍ରା ମୁକ୍ତି ପାଉଡର ଆଣି ତାହାକୁ ଏକ ପାତ୍ରରେ ପାଣି ଗରମ କରି ସେହି ମାଇଗ୍ରା ପାଉଡରକୁ ପକାଇ ଚାହା ପ୍ରସ୍ତୁତ କରନ୍ତୁ । ଆପଣ ଏହାର ସ୍ଵାଦ ବଢାଇବା ପାଇଁ ଏଥିରେ ଗୁଡ କିମ୍ବା ଚିନୀ ମଧ୍ୟ ପ୍ରୟୋଗ କରିପାରିବେ ।

 

ଯାହାର ଡାଇବେଟିସ ଥିବ । ସେମାନେ ମିଠାର ବିନା ବ୍ୟବହାରରେ ଏହି ଚାହା ପ୍ରସ୍ତୁତ କରି ସକାଳେ ଓ ସନ୍ଧ୍ୟା ସମୟରେ ସେବନ କରିପାରିବେ । ଏହି ଚାହାକୁ ପିଇ ଆପଣ ଖରାକୁ ବାହାରି ଗଲେ । ମଧ୍ୟ ଖରାର ପ୍ରଭାବରୁ ମୁଣ୍ଡ ବ୍ୟଥା ସମସ୍ଯା ଆପଣଙ୍କ ଠାରେ ଦେଖାଯିବ ନାହିଁ । ଏହା ସହିତ ବହୁତ ଶୀଘ୍ର ମୁଣ୍ଡ ବ୍ୟଥା ଭଳି ସମସ୍ଯା ଦୂର ହୋଇବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button