ଚାନ୍ଦ ଭଳି ସୁନ୍ଦର ଚେହେରା ପାଇବା ପାଇଁ କଣ କରିବେ ଦେଖନ୍ତୁ…
। ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଜ୍ଞାନ ବର୍ଦ୍ଧକ ବିଷୟ, ଯାହା ସାହାର୍ଯ୍ୟ ରେ ଆପଣ ଙ୍କର ଜ୍ଞାନ ବଢିବ । ତାହାଛଡା ଯଦି ଆପଣ ଏହି ନୀତି ନିୟମ ଗୁଡିକୁ ନିଜ ଜୀବନରେ ଚଳନ୍ତି, ତେବେ ଏହାଦ୍ବାରା ଆପଣ ଙ୍କର ମଙ୍ଗଳ ହେବା ସହ ଆପଣଙ୍କ ଘରର ସମସ୍ତ ଙ୍କର ମଧ୍ୟ ମଙ୍ଗଳ ହେବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ କଣ କଣ ?
ଆମେ ସମସ୍ତେ ପ୍ରାୟତଃ ପ୍ରତ୍ଯେକ ଦିନ ଭାତ ସହ କିଛି ନା କିଛି ଡାଲି ନିଶ୍ଚୟ ଖାଇଥାଉ । କିନ୍ତୁ ଡାଲି ମଧ୍ୟରେ ମସୁର ଡାକଲି ଏକ ଏପରି ଡାଲି ଯାହା ପ୍ରାୟତଃ ସମସ୍ତ ଙ୍କୁ ଭଲ ଲାଗିଥାଏ ।ବନ୍ଧୁଗଣ ଯଦି ଆପଣ ମସୁର ଡାଲି ଖାଉଥାନ୍ତି ତେବେ ଏହାକୁ କୌଣସି ରବିବାର ଦିନ ଭୁଲ ରେ ଖାନତୁ ନାହିଁ । କାରଣ ରବିବାର ଦିନ ମସୁର ଡାଲି ଖାଇବା ଦ୍ଵାରା ଭବିଷ୍ୟତ ରେ ଡାଇବେଟିସ ରୋଗ ହେବାର ଦେଖା ଦେଇଥାଏ । ବା ବହୁମୁତ୍ର ଭଳି ସମସ୍ଯା ମାନ ଦେଖା ଦେଇଥାଏ ।
ବନ୍ଧୁଗଣ ଯଦି ଆପଣ ଙ୍କର ଅଧକାପାଳୀ ରୋଗ ବା ମୁଣ୍ଡ ବିନ୍ଧା ରୋଗ ସବୁବେଳେ ହେବାର ଦେଖୁଛନ୍ତି, ତେବେ କିଛି ଦିନ ଧରି ଏକ ସେଉ କୁ କଳା ଲୁଣ ସହ ଲଗାଇ ଖାଇବା ଦ୍ଵାରା ଏହି ମୁଣ୍ଡ ବିନ୍ଧା ରୋଗ ଭଲ ହୋଇଯାଏ । ମାଛ ସହ ଚିନୀ ବା ମହୁ ମିଶାଇ ଖାଇବା ଉଚିତ ହୋଇ ନଥାଏ । ଦହି ସହ କଦଳୀ ମିଶାଇ ଖାଇବା ଦ୍ଵାରା ଏହା ଶରୀରରେ ବିଷ ପ୍ରକ୍ରିୟା ର ରୂପ ଧାରଣ କରିଥାଏ ।
ଆଜିକାଲି ର ଝିଅ ମାନେ ମୁହଁ କୁ ଉଜ୍ଜ୍ଵଳ ଓ ସୁନ୍ଦର କରିବା ପାଇଁ ବିଭିନ୍ନ କୃନ୍ମ ଆଦିର ବ୍ୟବହାର କରିଥାନ୍ତି । ଯଦି ଆପଣ କୌଣସି କସ୍ମେଟିକ୍ସ ର ବ୍ୟବହାର କରିବା ପରିବର୍ତ୍ତେ ସକାଳୁ ଉଠି କିଛି କଞ୍ଚା କ୍ଷୀର ରେ ଫାଳେ ଲେମ୍ବୁ ଚିପୁଡି ନିଜ ମୁହଁରେ ଲଗାନ୍ତି, ତେବେ ଏକ ମାସ ମଧ୍ୟରେ ଆପଣଙ୍କ ମୁହଁ ଚନ୍ଦ୍ରମା ଙ୍କ ଭଳି ସୁନ୍ଦର ହୋଇଯିବ । ତାହାଛଡା ଏହାକୁ ଲଗାଇବା ଦ୍ଵାରା ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇ ନଥାଏ । ବନ୍ଧୁଗଣ ନିଜେ ସୁନ୍ଦର ଦେଖା ଗଲେ ନିଜର ଆତ୍ମ ବିଶ୍ଵାସ ର ମଧ୍ୟ ବୃଦ୍ଧି ହୋଇଥାଏ ।
ତାହାଛଡା ଏପରି ମଧ୍ୟ କୁହାଯାଇଥାଏ, କି ନିଜେ ସୁନ୍ଦର ଥିଲେ ଜଗତ ମଧ୍ୟ ସୁନ୍ଦର ଦେଖାଯାଏ । ବନ୍ଧୁଗଣ ଅନେକ ଲୋକ ଶିବ ଉପାସନା କରିବା ସମୟ ରେ ଶିବ ଲିଙ୍ଗ ଉପରେ ବେଳ ପତ୍ର ଚଢାଇ ଥାନ୍ତି । କିନ୍ତୁ ଛିଣ୍ଡା ବା ପୋକ ଲାଗି ଯାଇଥିବା ବେଲ ପତ୍ର ଶିବ ଲିଙ୍ଗରେ ଚଢାଇବା ଦ୍ଵାରା ପୂଣ୍ୟ ପରିବର୍ତ୍ତେ ପାପ ମିଳିଥାଏ । ବେଲ ପତ୍ର କୁ ସବୁବେଳେ ତ୍ରିଶାଖା ଥିବା ଅବସ୍ଥାରେ ହିଁ ତୋଳି ଆଣିବା ଉଚିତ ।
ତାହାସହ ଶିବ ଲିଙ୍ଗରେ ଚଢାଇବା ସମୟରେ ତାହାର ଡେମ୍ଫ ଛିଣ୍ଡାଇ ଚଢାଇବା ଉଚିତ । ଏପଋ କରିବା ଦ୍ଵାରା ଆପଣ ଏନକେଆର ମଙ୍ଗଳ ହେବା ସହ ଆପଣ ଏନକେଆର ପରିବାର ଲୋକ ଙ୍କର ମଧ୍ୟ ମଙ୍ଗଲ ହେବ