ରାଜ୍ୟ

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କଙ୍କ ଘରେ ମୁଖ୍ୟମନ୍ତ୍ରୀ: ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ

ରାଉରକେଲା: ରାଉରକେଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀl ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା କେନ୍ଦୁଡ଼ିହିର କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଘରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ। ପତ୍ନୀଙ୍କ ବିୟୋଗ ପରେ ଜୁଏଲ ଓରାମଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ

Related Articles

Leave a Reply

Your email address will not be published. Required fields are marked *

Back to top button