ରାଜ୍ୟ

କିନ୍ନର ମାନଙ୍କୁ ଦେଖିଲେ ମିଳେ କେଉଁ ସଂକେତ- Ajira Anuchinta

ଆପଣ ମାନେ ଜାଣି ଥିବେ କି ଯୁଗ ଯୁଗ ରୁ କଥା ଅଛି କିନ୍ନର ଜନ୍ମ ହେଉଛି ଏକ ଅଭିଶାପ ଜନ୍ମ କାରଣ ସେମାନାଙ୍କୁ ସମାଜ କେବେହେଲେ ଆପଣେଇ ନଥାନ୍ତି । ଏହା ସହ ଯେଉଁ ମାନେ ନ ବୁଝି ପରି ଥାନ୍ତି ଏହି ମାନଙ୍କୁ ବହୁତ ଘୃଣା କରି ଥାନ୍ତି କିନ୍ତୁ ଆମେ ଏକ କଥା ବେଳେ ବେଳେ ଭୁଲି ଯାଉ କି ସେମାନେ ମଧ୍ୟ ସମଜାର ଏକ ଅଙ୍ଗ ଅଟନ୍ତି । ଆମ ସମାଜ ବିଭିନ୍ନ ବର୍ଗ କୁ ନେଇକି ତିଆରି ହୋଇଛି ଯଦି କେହି ଆମ ଠାରୁ ଅଲଗା ହୋଇ ଥାଏ ।

ତେବେ ଆମେ ତାକୁ ଖରାପ ଭାବିବା କିମ୍ବା ଆକିଛି ଖରାପ କଥା କହିବା ଜମା ରୁ ଉଚ୍ଚିତ ନୁହେଁ । ଶାସ୍ତ୍ର ଅନୁସାରେ କିନ୍ନର ମାନଙ୍କୁ ଅର୍ଦ୍ଧନାରୀସ୍ଵର କୁହାଯାଏ । କୁହାଯାଏ କି ସେମାନେ ଭଗବାନ ଶିବ ଓ ମା ପାର୍ବତୀ ଙ୍କ ଅଧା ଅଧା ଅଙ୍ଗ ହୋଇ ଥାନ୍ତି । ଏହାଙ୍କୁ ଆମେ ଶୁଭ କାମରେ ଡାକି ଥାଉ । ଏବେ ତ ସରକାର ସହ ସମାଜ ମଧ୍ୟ ଏହାକୁ ସ୍ଵୀକାର କରିବା ପାଇଁ ଲାଗୁଛି ।

କିଛି ଜଣ ଅଛନ୍ତି ଯେଉଁ ମାନେ ଏହାଙ୍କୁ ଖୁବ ଘୃଣା କରୀ ଥାନ୍ତି । ଆମେ ସାଧାରଣ ଭାବେ ଏମାନଙ୍କୁ ଦେଖିବା ପାଇଁ ପାଇ ଥାଉ ଟ୍ରେନ କିମ୍ବା ଅଲଗା କେଉଁ ନିରୋଳା ବସ୍ତି ରେ । ତେବେ ଆଜି ଆମେ କହିବା କି କିନ୍ନର ମାନଙ୍କୁ ଦେଖିବା ଶୁଭ ହୋଇ ଥାଏ କି ଅଶୁଭ ହୋଇ ଥାଏ ।

ଦେଖନ୍ତୁ ଆମେ କହିବା କି ଏହାଙ୍କୁ ଦେଖିବା ଅଶୁଭ ହୋଇ ଥାଏ କି ଶୁଭ ଏହାର ମାନେ ଏହା ନୁହେଁ କି ଏମାନେ ଖରାପ ଅଟନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା କିନ୍ନର ମାନେ କେଉଁ ସମୟରେ ଆମ ଆଗକୁ ଆସିଲେ ଶୁଭ ହୋଇ ଥାଏ । ଆପଣ ଯଦି ସକଳ କାମ ସାରି କିଛି ମହତ୍ଵ କାମ ପାଇଁ ଯାଉଛନ୍ତି ତେବେ ସେହି ବାଟରେ ଆପଣ ଙ୍କ ଆଗକୁ କିନ୍ନର ଆସି ଯାଇ ଥାଏ ।

ତେବେ ଆପଣ ଜାଣି ନିଅନ୍ତୁ ଏହା ବିଳମ୍ବ ହେବ କିମ୍ବା ବହୁତ କଷ୍ଟରେ ହେବ । ଯଦି ଆପଣ କିଛି କରିବା ପାଇଁ ଚାହୁଁ ଛନ୍ତି ତାଙ୍କ ପାଇଁ ତେବେ ଆପଣ ସେମାନଙ୍କ ପାଖକୁ ଯାଇକି ସେମାନଙ୍କୁ କିଛି ଦାନ କରି ଦିଅନ୍ତୁ । ଯଦି ଆପଣ ଯାଉ ଥିବା ସମୟରେ କେହି କିନ୍ନର ଆପଣଙ୍କୁ କିଛି ମାଗି ଥାଏ ଆପଣଙ୍କ ପାଖରେ ଯଦି ତାହା ଅଛି ତେବେ ଆପଣ ତାହା ତାକୁ ଦେଇ ଦେବା ଭଲ ।

ହୋଇ ଥାଏ । ଯଦି କେହି କିନ୍ନର ଆପଣଙ୍କୁ ତା ନିଜ ଆଡୁ ଡାକିକି କିଛି ପଇସା ଦେଇ ଥାଏ ତେବେ ଆପଣ ଭୁଲ ରେ ଭି ମଧ୍ୟ ଏହାକୁ ହଜାଇ ଦେବେନି ଏହାକୁ ଆପଣ ନିଜ ପାଖରେ ରଖିବା ଭଲ ହୋଇ ଥାଏ ଯେଉଁ ଯାଏ ତାହା ଆପଣଙ୍କ ପାଖରେ ରହିବ ଆପଣ ସବୁ କ୍ଷେତ୍ରରେ ଜିତି ଚାଳିବେ ।

ଆପଣ ଯଦି ଘରେ ଖୁଶି ସମୟରେ ଏହାଙ୍କୁ ଡାକିକି ଖାଇବା ଓ ପଇସା ଦାନ କରିବେ ତେବେ ଏହା ମଧ୍ୟ ଭଲ ପରିଣାମ ଦେବ ଆପଣଙ୍କ ପାଇଁ । ଯେଉଁ ମାନଙ୍କ ଘରେ ଶିଶୁ ଜନ୍ମ ହୋଇଥାଏ ସେମାନେ ଏହି ମାନଙ୍କୁ ଡାକି କି ଶିଶୁ କୁ ଆଶୀର୍ବାଦ ଦେବା ପାଇଁ କହି ଥାନ୍ତି । ଯାହା ଦ୍ଵାରା ସେହି ଶିଶୁ ରସ ସବୁ ଅନିଷ୍ଟ କାଟି ଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button