ଦେଶ- ବିଦେଶ

କେବେ ବି ନିଜ ସ୍ଵାମୀଙ୍କୁ ଖୁସି କରିପାରନ୍ତି ନାହିଁ ଏହି 5 ମହିଳା, ଦାମ୍ପତ୍ୟ ଜୀବନ ହେଇଯାଏ ବର୍ବାଦ

, ଗୋଟିଏ ସ୍ତ୍ରୀର କର୍ତ୍ତବ୍ୟ ହୋଇଥାଏ ନିଜ ସ୍ଵାମୀଙ୍କୁ ଖୁସିରେ ରଖିବା । ସ୍ତ୍ରୀ ଭଳି ସବୁ ସ୍ଵାମୀଙ୍କର ମଧ୍ୟ ନିଜ ସ୍ତ୍ରୀଠାରୁ କିଛି ଆଶା ରହିଥାଏ ଯଦି ତାହା ପୂରଣ ନହୁଏ ତେବେ କଳହ ସୃଷ୍ଟି ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ପ୍ରକାର ନାରୀ ଚାହିଁଲେ ମଧ୍ୟ ନିଜ ସ୍ଵାମୀକୁ ଖୁସି କରିପାରନ୍ତି ନାହିଁ ଆଉ ସ୍ଵାମୀଙ୍କ ମନରେ କଷ୍ଟ ଦେଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମହିଳାମାନେ ସାଧାରଣତଃ ପାଞ୍ଚ ପ୍ରକାରର ହୋଇଥାନ୍ତି । ଶଙ୍ଖିନୀ: ଏହି ପ୍ରକାର ମହିଳା ମାନଙ୍କ ଉଚ୍ଚତା ସାଧାରଣ ହୋଇଥାଏ । ଏମାନଙ୍କ ନାକ ମୋଟା ହୋଇଥାଏ । ବହୁତ ଅଧିକ କଥା ହେବା ପାଇଁ ଏମାନଙ୍କୁ ଭଲ ଲାଗିଥାଏ । ଆଉ ବହୁତ ଅଧିକ ଚୁଗୁଲି ମଧ୍ୟ ଏମାନେ କରିଥାନ୍ତି । ଏମାନଙ୍କ ପାଟିରୁ ବାହାରୁଥିବା ଶବ୍ଦ ବହୁତ ଗମ୍ଭୀର ହୋଇଥାଏ । ଏହିଭଳି ସ୍ତ୍ରୀମାନେ ସର୍ବଦା ନିଜ ସ୍ଵାମୀଙ୍କ ଉପରେ ରାଗିଥାନ୍ତି । ପରିବାର ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ଏମାନେ ପସନ୍ଦ କରନ୍ତି ।

ଚିତ୍ରାଣୀ: ଏହି ନାରୀମାନଙ୍କ ଆଖି ବହୁତ ସୁନ୍ଦର ହୋଇଥାଏ । ଏମାନଙ୍କ ପାଖରେ ବହୁତ ଅଧିକ ଚଞ୍ଚଳତା ଦେଖିବା ପାଇଁ ମିଳିଥାଏ । କେଶର ରଙ୍ଗ ବହୁତ କଳା ହୋଇଥାଏ । ସଜେଇ ହେବା ପାଇଁ ଏମାନଙ୍କୁ ବହୁତ ଅଧିକ ପସନ୍ଦ ହୋଇଥାଏ । ଏହିନାରୀ ମାନେ ଧାର୍ମିକ ମଧ୍ୟ ହୋଇଥାନ୍ତି । ବିବାହ ପରେ ଏମାନେ ବହୁତ ଖୁସିରେ ଜୀବନ ବିତାଇଥାନ୍ତି ।

 

ତୃତୀୟ: ଏଭଳି ମହିଳା ଦେଖିବା ପାଇଁ ମୋଟା ଆଉ ଅଳସୁଆ ହୋଇଥାନ୍ତି କିନ୍ତୁ ଏମାନଙ୍କ ସ୍ଵାମୀ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ପୁତ୍ର ହେବାର ସମ୍ଭାବନା ଅଧିକ ରହିଥାଏ । ଏମାନଙ୍କୁ ଧର୍ମ ବଦଳରେ ଭୋଗ ବିଳାସ ଅଧିକ ପସନ୍ଦ ହୋଇଥାଏ ।

କୁଞ୍ଚିନୀ: ଏମାନଙ୍କ ଆଖି ବଡ ବଡ ହୋଇଥାଏ । କଠୋର ଭାଷା ସର୍ବଦା ଏମାନଙ୍କ ମୁହଁରୁ ବାହାରିଥାଏ । ଏମାନଙ୍କୁ ନିଜ ସ୍ଵାମୀ ଠାରୁ ଅନ୍ୟ ପୁରୁଷ ବେସ ରସିଥାନ୍ତି ବା ପସନ୍ଦ ଥାନ୍ତି । ଏହି କାରଣ ହେତୁ ଏଭଳି ନାରୀଙ୍କୁ କେହି ସମ୍ମାନ ଦେଇନଥାନ୍ତି । ଏମାନଙ୍କ ସ୍ଵାମୀ ଏବଂ ପରିବାର ଲୋକ ଏମାନଙ୍କ ପାଇଁ ବହୁତ ଦୁଃଖ ପାଇଥାନ୍ତି ।

 

ପଦ୍ମିନୀ: ଏହି ନାରୀମାନେ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ସମସ୍ତଙ୍କ ପ୍ରଶଂସନୀୟ ହୋଇଥାନ୍ତି । ସମସ୍ତଙ୍କ ମଧ୍ୟରେ ସ୍ନେହ ପ୍ରେମ ବାଣ୍ଟିବା ପାଇଁ ଭଲ ପାଇଥାନ୍ତି । ନିଜ ପିତା ମାତା ଏବଂ ସ୍ଵାମୀଙ୍କ ସେବା କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button