ମାତ୍ର 3 ଦିନରେ ଅର୍ଶ (Piles) ମୂଳରୁ ହେବ ଶେଷ, ଜାଣି ରଖନ୍ତୁ
, ଯଦି ଆପଣଙ୍କ ଠାରେ ପାଇଲସ ଭଳି ସମସ୍ୟା ରହିଛି ଆଉ ତାହା ଆପଣଙ୍କର ଭଲ ହେବାର ନାଁ ଧରୁନି । ଆଉ ଆପଣ ଡାକ୍ତରଙ୍କ ପାଖକୁ ଯାଇ ଅନେକ ପଇସା ଖର୍ଚ ଅନେକ ମେଡ଼ିସିନ ଖାଇବା ପରେ ମଧ୍ୟ କିଛି ଲାଭ ପାଉନାହାନ୍ତି ଆଉ କେବଳ ଖର୍ଚ୍ଚାନ୍ତରେ ପଡୁଥାନ୍ତି । ତେବେ ଆଉ ଆପଣ ଚିନ୍ତା କରନ୍ତୁ ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ପାଇଲସ ଭଳି ସମସ୍ୟାରୁକିଭଳି ଭାବରେ କିଛି ଘରୋଇ ଉପଚାର କରିବା ଦ୍ଵାରା ମୁକ୍ତି ପାଇପାରିବେ ତାହା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।
ଆପଣ ଏଥିପାଇଁ ଏକ କପ ଥଣ୍ଡା କ୍ଷୀରରେ ଲେମ୍ବୁ ରସ ମିଶାଇ ପିଇବା ଆବଶ୍ୟକ । ଆପଣ ଭାବୁଥିବେ କ୍ଷୀରରେ ଲେମ୍ବୁ ରସ ମିଶାଇଲେ ତାହା ଫାଟିଯିବ । କିନ୍ତୁ ଥଣ୍ଡା କ୍ଷୀରରେ ଲେମ୍ବୁ ରସ ମିଶାଇବା ଦ୍ଵାରା ତାହା ସାଙ୍ଗେ ସାଙ୍ଗେ ଫାଟିନଥାଏ ବରଂ ବିଳମ୍ବରେ ଫାଟିଥାଏ । 3 ରୁ ସାତ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଏହାର ସେବନ କରିବାକୁ ପଡିବ ।
ଆପଣ ଏହିଭଳି ଭାବରେ କ୍ଷୀରରେ ଲେମ୍ବୁ ରସ ମିଶାଇ ପିଇବା ଦ୍ଵାରା ଆପଣଙ୍କ ପାଇଲସ ଭଳି ସମସ୍ୟା 90 ପ୍ରତିଶତ ଠିକ ହୋଇଯାଇଥାଏ । ଚଣା ସଦୃଶ କର୍ପୁରକୁ କଦଳୀଟରେ ମିଶାଇ ଖାଇବା ଦ୍ଵାରା ପାଇଲସ ଭଳି ସମସ୍ୟା ତିନି ଦିନ ମଧ୍ୟରେ ଶେଷ ହୋଇଯାଇଥାଏ । ନିମ୍ବ ନିମୋଲି, ବକାୟନ, ଛୋଟ ହରଡର ପାଉଡର ପ୍ରସ୍ତୁତ କରି ପ୍ରତ୍ୟକ ଦିନ ସକାଳୁ ଏବଂ ସନ୍ଧ୍ୟାରେ ଏକ ଚାମଚ ଲେଖାଏ ଏହାର ପାଉଡର ଖାଇବା ଦ୍ଵାରା ଯେତେ ଅଧିକ ଭୟଙ୍କର ପାଇଲସ ଥିଲେ ମଧ୍ୟ ତାହା ଭଲ ହୋଇଯାଇଥାଏ ।
ଏହା ସହିତ ଆପଣ ଆପଣନଙ୍କ ହାତର ନେଡିକୁ ସବୁବେଳେ ଦାବାଇବା ଦ୍ଵାରା ମଧ୍ୟ ପାଇଲସ ଭଳି ସମସ୍ୟାର ନିରାକରଣ ହୋଇଥାଏ । ମହିଳା ମାନେ କୌଣସି ଶ୍ରୀଙ୍ଗାର ପାଇଁ ଚୁଡି ପିନ୍ଧିବାର ନିୟମ ନୁହେଁ ବରଂ ଏହି ଜାଗା ଚୁଡି ପିନ୍ଧିବା ଫଳରେ ଦବିବା ଦ୍ଵାରା ଅନେକ କିଛି ରୋହରୁ ରାହତ ମିଳିଥାଏ । ଏହାଦ୍ୱାରା ଇନଫଟିଲିଟି ଭଳି ସମସ୍ୟା ହିଁ ହୋଇନଥାଏ ।
ପ୍ରଜନନ ସହ ଜଡିତ ଥିବା ତଥା ସେକ୍ସ ସହ ଜଡିତ ଥିବା ଯେକୌଣସି ବି ସମସ୍ୟା ହେଉ ଆପଣ ଆପଣଙ୍କ ନାଡିକୁ ଦବାଇବା ଦ୍ଵାରା ତାହା ଠିକ ହୋଇଯାଇଥାଏ । ତେଣୁ ଆପଣଙ୍କୁ ଆପଣଙ୍କ ନାଡି ପ୍ରାୟ ସମୟରେ ଦବାଇବା ଦରକାର । ଯଦି ଆପଣ ବସି ଟିଭି ଦେଖୁଛନ୍ତି ତେବେ ଦେଖାନ୍ତୁ ଆଉ ଏହା ସହିତ ଆପଣଙ୍କ ନାଡିକୁ ମଧ୍ୟ ଦବାଉଥାନ୍ତୁ ।
ଏହିଭଳି ଭାବରେ ଆପଣଙ୍କ ହାତ ଖାଲି ଥିବା ସମୟରେ ଆପଣ ଏହା କରନ୍ତୁ ଆଉ ଫଳ ବହୁତ ଶୀଘ୍ର ପାଆନ୍ତୁ । ତେଣୁ ଆପଣ ଏହିଭଳି କିଛି ଘରୋଇ ଉପଚାରକୁ ଆପଣାଇ ନିହାତି ଭାବରେ ନିଜର ପାଇଲସ ସମସ୍ୟାକୁ ଦୂରେଇ ପାରିବେ ।