ଦେଶ- ବିଦେଶ

ଭଗବାନ ସୂର୍ଯ୍ୟଦେବଙ୍କ ରଥରେ କାହିଁକି ରହିଥାନ୍ତି 7 ଟି ଘୋଡା ? ଏହାର ଅର୍ଥ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ପୌରାଣିକ କଥା ଅନୁସାରେ ଏ ସାତ ଘୋଡ଼ା ଏହାର ରଶ୍ମିକୁ ଦର୍ଶାଏ । ରଶ୍ମି ସୂର୍ଯ୍ୟଙ୍କ ଠାରୁ ବାହାରିଥାଏ । ରଶ୍ମି ରେ ସାତ ରଙ୍ଗ ଥାଏ । ଯାହା କେବେ କେବେ ଇନ୍ଦ୍ରଧନୁ ରୂପେ ଦେଖିବାକୁ ମିଳିଥାଏ । ସେ ସାତ ଘୋଡ଼ାକୁ ସାତ ରଙ୍ଗ ସହ ତୁଳନା କରାଯାଏ । ଏମିତି କି ସାତ ଘୋଡ଼ା ରଙ୍ଗ ଅଲଗା ଅଲଗା ହୋଇଥାଏ ।

ଏପରି ମଧ୍ୟ କିଛି ଛବିରେ ଗୋଟେ ଘୋଡ଼ା ୭ ଟି ମୁଣ୍ଡ ଥାଏ ଯେମିତି ଏକ ଘୋଡ଼ାରୁ ସାତ ଘୋଡ଼ାର ଉତ୍ପତ୍ତି ହୋଇଥାଏ । ଯେମିତି ଏକ ରଶ୍ମିରୁ ସାତ ରଙ୍ଗ ହେଉଚି ସେହିପରି । ରଥ ରେ ବେଶୀ ଆକର୍ଷଣୀୟ ହେଉଚି ଏହାର ଗୋଟିଏ ଚକ, ଏହା ଏତେ ବଡ଼ ରଥକୁ ସମ୍ଭାଳିଛି । ଗୋଟେ ଚକର ତୁଳନା  ୧ ବର୍ଷ ସହ କରାଯାଏ । ବାର ତିତିଲିଆଁ ବାର ମାସକୁ ବୁଝାଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button