ଘୁଙ୍ଗୁଡି ସମସ୍ଯା ପାଇଁ ଚିନ୍ତିତ କି ! ତେବେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ…

ଅଧିକାଂଶ ଲୋକଙ୍କର ଘୁଙ୍ଗୁଡ଼ି ଭଳି ସମସ୍ୟା ରହିଥାଏ । କିଛିଲୋକ ଲୋକ ଭାବନ୍ତି କି ଘୁଙ୍ଗୁଡ଼ି କେବଳ ପୁରୁଷଙ୍କୁ ଆସିଥାଏ ମହିଳା ମାନଙ୍କୁ ନୁହେଁ । ହେଲେ କହିବାକୁ ଗଲେ ଏହି କଥାରେ ବିଲକୁଲ ମଧ୍ୟ ସତ୍ୟତା ନାହିଁ । ଘୁଙ୍ଗୁଡ଼ି କାହାକୁ ବି ଆସି ପାରେ । କହିବାକୁ ଗଲେ ବେକର ପଛପଟ ଭାଗ ଯେତେବେଳେ ସକାର ହୋଇଯାଏ ଓ ଅକ୍ସିଜେନ ଯେତେବେଳେ ସେଇ ରାସ୍ତା ଦେଇ ଯାଇଥାଏ, ତେବେ ଆଖପାଖର ଟିଶୁ ଭାଇବ୍ରେଟ୍ ହେବାକୁ ଲାଗିଥାଏ ।
1- ଯଦି ଆପଣଙ୍କୁ ଗୋଟେ ପଟ ହୋଇ ହୋଇ ଶୋଇବାର ଅଭ୍ୟାସ ଅଛି ତେବେ ଏହି ଅଭ୍ୟାସକୁ ଆଜି ହିଁ ବଦଳାଇ ଦିଅନ୍ତୁ କାହିଁକି ନା ଗୋଟେ ପଟ ହୋଇ ଶୋଇବା ଦ୍ଵାରା ଘୁଙ୍ଗୁଡ଼ି ଭଳି ସମସ୍ଯା ଆସିଥାଏ ।
2- ଆପଣଙ୍କୁ ସବୁବେଳେ ନିଜ ନାକଙ୍କୁ ସଫା ରଖିବା ଦରକାର କାହିଁକି ନା ନାକ ଦ୍ଵାରା ଆମେ ନିଶ୍ବାସ ନେଇଥାଉ ଓ ନିଶ୍ବାସ ନେବାରେ ସମସ୍ୟା ହେବାରୁ ଆମକୁ ଘୁଙ୍ଗୁଡ଼ି ଆସିଥାଏ ।
3- ଗରମ ପାଣିର ସେବନ କରିବା ଦ୍ୱାରା ଗଳାର ନଳୀ ଖୋଲିଥାଏ ଓ ଆମେ ଆରାମରେ ନିଶ୍ବାସ ନେଇପାରୁ । ଏଥିପାଇଁ ସବୁଦିନ ଶୋଇବା ପୂର୍ବରୁ ଗରମ ପାଣିର ସେବନ କରନ୍ତୁ ।