ଦେଶ- ବିଦେଶ

ଜାଣନ୍ତୁ, ସ୍ତ୍ରୀ ମାନକର କେଉଁ ଭାଗ ହୋଇଥାଏ ସବୁଠାରୁ ପବିତ୍ର !

ଏହା ସମସ୍ତେ ଜାଣିଛନ୍ତି ଯେ ମହିଳା ଦୁନିଆର ଏମିତିକା ଗୋଟେ ପହେଲି ଅଟେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ସମାଧାନ କରି ପାଇଲେ ନାହିଁ, ସମସ୍ତଙ୍କର ମହିଳାଙ୍କୁ ବୁଝିବା କଷ୍ଟକର ନୁହେଁ ଅସମ୍ଭବ ଅଟେ । ଏମିତି ଏଥିପାଇଁ ହୁଏ କାହିଁକିନା ଗୋଟେ ମହିଳା ର କେତେକ ରୂପ ହୋଇ ଥାଏ, ଏ ଦୁନିଆରେ ଏମିତି ବୋଧେ କେହି ଥିବ ଯିଏ ମହିଳାଙ୍କ ବିଚାର, ତାଙ୍କ ଭାବନା, ତାଙ୍କ ଦରକାର ଏବଂ ତାଙ୍କ ମନ ଗଭୀରତାକୁ ବୁଝି ପାରିବେ । ଆଜି ଆମେ ମହିଳାଙ୍କ ବିଷୟରେ କଥା ହଉଛୁ କାହିଁକିନା ଆଜି ଆମେ ଆପଣଙ୍କୁ ମହିଳାଙ୍କ ବିଷୟରେ କିଛି ବିଶେଷ କହିବା ପାଇଁ ଯାଉଛୁ ।

I

ଆଜି ଆମେ ଆପଣଙ୍କୁ କହିବୁ ମହିଳାଙ୍କ କେଉଁ ଅଙ୍ଗ ସବୁଠୁ ଅଧିକ ସୁଧ ବା ପବିତ୍ର ହୋଇ ଥାଏ । ଆମ ପୂର୍ବତଃ ଋଷି ମୁନୀଙ୍କ ଅନୁଯାଇ ଗୋଟେ ବ୍ରାହ୍ମଣ ଗୋଡ ପବିତ୍ର ହୋଇ ଥାଏ, ଗୋଟେ ଗାଈ ପଛ ଭାଗ ପବିତ୍ର ହୋଇ ଥାଏ, ଏହା ଛଡା ଗୋଟେ ଘୋଡା ବା ଛେଳି ପାଟି ପବିତ୍ର ହୋଇ ଥାଏ ।

ତେବେ ଋଷିଙ୍କ ଅନୁଯାଇ ଗୋଟେ ମହିଳା ସବୁ ଅଙ୍ଗ ପବିତ୍ର ହୋଇ ଥାଏ, ଏହି କଥା ଆମେ ନିଜ ଇଚ୍ଛାରେ କହୁନୁ ଏହା ଋଷି ମୁନିଙ୍କ ଅନୁଯାଇ ଲେଖା ହୋଇଛି । ବହୁତ ଲୋକ ସ୍ତ୍ରୀଙ୍କୁ ଅପବିତ୍ର ବୁଝନ୍ତି ସେଥିପାଇଁ ମହିଳାଙ୍କୁ ମନ୍ଦିର ଯିବାକୁ ଦିଅନ୍ତି ନାହିଁ କିନ୍ତୁ ଆମେ କହି ଦବାକୁ ଚାହୁଁଛୁ ଯେ ମହିଳା ଏମିତି ଗୋଟେ ପ୍ରାଣୀ ଯିଏ ଦୁନିଆର ଚକ୍ର ଆଗକୁ ବଢେଇ ଥାଏ ।
Image Courtesy: Google

ସ୍ତ୍ରୀ ଗୋଟେ ଏମିତି ପ୍ରାଣୀ ଯିଏ ଜୀବନକୁ ଜନ୍ମ ଦେଇ ଥାଏ ଏବଂ ସେହି ନୂଆ ଜୀବନକୁ ନୂଆ ଦୁନିଆରେ ଆସିବାର ସୌଭାଗ୍ୟ ପ୍ରାପ୍ତ ହୋଇ ଥାଏ । ସ୍ତ୍ରୀ ଗୋଟେ ଏମିତିକା ପ୍ରାଣୀ ଯିଏ ଦୁଖରେ ମଧ୍ୟ ସବୁ କଷ୍ଟ ପାଇ ମଧ୍ୟ ଆଗକୁ ବଢିବା ପାଇଁ ଚେଷ୍ଟା କରି ଥାଏ । ଏହାର ଗୋଟେ ଉଦାହରଣ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଆପଣଙ୍କୁ କହିଦବା ପାଇଁ ଚାହୁଁଛୁ ଯେ କେରଳା ରେ ସ୍ତ୍ରୀଙ୍କର ପୂଜା କରା ଯାଏ, ସେଠାରେ ନାରୀଙ୍କୁ ଗୋଟେ ମାଁ, ଭଉଣୀ ଏବଂ ମାଁ ଲକ୍ଷ୍ମୀ ରୂପ ରେ ପୂଜା କରା ଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button