ଗୋଡ ଅଙ୍ଗୁଠା ରେ କଳା ସୂତା ବାନ୍ଧିଲେ ବହୁତ ପ୍ରକାର ରୋଗ ସମାପ୍ତ ହୋଇ ଥାଏ, ମହିଳାଙ୍କ ପାଇଁ ବହୁତ ଅସରଦାର

ଆଜିର ଦୁନିଆ ଆଗକୁ ବଢିବା ପାଇଁ କେତେକ ପ୍ରକାର ଉପାୟ କରୁଛନ୍ତି, ସମସ୍ତଙ୍କୁ ଜଣା ଯେ ଡକ୍ଟର କିଛି ସମୟ ମଧ୍ୟ ରେ କେତେ ପ୍ରକାର ଔଷଧ ଦେଇ ଥାନ୍ତି ଯାହା ଦ୍ଵାରା ସେ କିଛି ସମୟରେ ବହୁତ ଧନ ଅର୍ଜନ କରି ଥାନ୍ତି କିନ୍ତୁ ରୋଗ ମଧ୍ୟ ଏହି ଔଷଧ ଦ୍ଵାରା ରୋଗ ମଧ୍ୟ ଭଲ ହୋଇ ଥାଏ କିନ୍ତୁ ବହୁତ ଏମିତି ଔଷଧ ଥାଏ ଯାହା କିଛି ଲୋକଙ୍କୁ ସୁଟ କରି ନଥାଏ ।
ବହୁତ ଏମିତି ଚିକିତ୍ସା ଅଛି ଯାହା ଆୟୁର୍ବେଦ ଦ୍ଵାରା କରା ଯାଇ ଥାଏ ଯାହା ବହୁତ ଭଲ ଲାଗି ଥାଏ, ଆଜି ଆମେ ଆପଣଙ୍କୁ ପୁରୁଣା ପ୍ରାଚୀନ ଚିକିତ୍ସା ପ୍ରଣାଲି ବିଷୟରେ କହିବାକୁ ଯାଉଛୁ ।
ଏହି ଉପାୟ ଦ୍ଵାରା ଆପଣଙ୍କ ନାଭି କେବେ ବି ଖସିବ ନାହିଁ, ଯଦି ଆପଣଙ୍କ ଆଙ୍ଗୁଳି ସିର ସବୁବେଳେ ବା ପ୍ରାୟତଃ ସମୟରେ ଟାଣେ ତେବେ ଆପଣ ନିଜ ଆଙ୍ଗୁଳିକୁ ଧ୍ୟାନ ସହ ଧରି ଆଗ ଆଡୁଆ ଟାଣନ୍ତୁ ଯାହା ଦ୍ଵାରା ସିର ସାମାନ୍ୟ ହୋଇ ଯାଉ ଏହା କଲା ପରେ ଆଉ ଠାରେ ନିଜ ଆଙ୍ଗୁଳି ଲମ୍ବା ଦେଖନ୍ତୁ ତାହା ଭଲ ହୋଇ ଯାଇ ଥିବ କିନ୍ତୁ ଯଦି ହୋଇ ନଥାଏ ତେବେ ଆହୁରି ଥରେ ଚେଷ୍ଟା କରନ୍ତୁ କିନ୍ତୁ ଜବରଦସ୍ତି କରନ୍ତୁ ନାହିଁ ନଚେତ ଆପଣଙ୍କୁ ଦରଜ ହୋଇ ପାରେ ।
ସକାଳେ ଖାଲି ପେଟ ସିଧା ପିଠି ତଳେ ସୋଇ ପଡନ୍ତୁ, ଦୁଇଟି ଗୋଡ ପାଖରେ ଏବଂ ସିଧା ହବା ଦରକାର, ହାତ ସିଧା ଏବଂ କଲାଇ ଜମି ଆଡୁକୁ ହବା ଉଚିତ । ଏବେ ଧୀରେ ଧୀରେ ଦୁଇଟି ଗୋଡ ଏକା ସହ ଉଠାନ୍ତୁ, ଗୋଡକୁ ୪୫ଡିଗ୍ରୀ ପର୍ଜନ୍ତ ଉଠେଇବା ଉଚିତ, ଏହା ପରେ ଧୀରେ ଧୀରେ ତଳକୁ ଆଣନ୍ତୁ । ଏହାକୁ ତିନି ଥର କରନ୍ତୁ, ଏହା ଦ୍ଵାରା ନାଭି ସଠିକ ଜାଗାକୁ ଆସି ଜୀବ, ଏହାକୁ ଉତ୍ତାନପାଦାସନ କୁହା ଯାଇ ଥାଏ । ଏମିତି କେତେକ ଯୋଗ ଆସନ କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହି ଥାଏ ଯାହା ଫଳରେ ଆପଣଙ୍କୁ ଔଷଧ ସେବନ କରିବାକୁ ପଡି ନଥାଏ ।




