ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ ପିଆଜ । ଏହା ସହିତ ପିଆଜର ରହିଛି ଅନେକ ଔଷଧୀୟ ଗୁଣ । ବେଶ୍ କିଛି ରୋଗକୁ ଭଲ କରିଥାଏ ଏହି ପିଆଜ । ପିଆଜରେ କେଲିସିନ ଏବଂ ଭିଟାମିନ୍ ‘ବି’ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ପିଆଜ ଜିବାଣୁ ନିରୋଧକ, ମାନସିକ ଚାପକୁ ଭଲ କରେ, ଯନ୍ତ୍ରଣା ନିବାରକ, ମଧୁମେହ ନିୟନ୍ତ୍ରଣ, ଲିଭର ଓ କିଡନୀରୁ ଷ୍ଟୋନ ହଟାଇବାରେ ମଧ୍ୟ ପିଆଜ ସାହାଯ୍ୟ କରିଥାଏ।
ଜାଣନ୍ତୁ ପିଆଜର ଔଷଧୀୟ ଗୁଣ
ଥଣ୍ଡା, ଜ୍ବର, କାଶ ଓ କଫ
-ପିଆଜ ରସରେ ଗୁଡ଼ ମିଶାଇ ପିଅନ୍ତୁ।
-ପିଆଜର ରସରେ ମହୁ ମିଶାଇ ସେବନ କରନ୍ତୁ।
କାନ ଯନ୍ତ୍ରଣା
– ପିଆଜର ରସକୁ ଗରମ କରି କାନରେ ପକାନ୍ତୁ।
ନାକରୁ ରକ୍ତ ପଡ଼ିବା
-ପିଆଜ ରସକୁ ନାକରେ ପକାନ୍ତୁ।
ଖାଦ୍ୟ ହଜମ କରିବା ପାଇଁ
ପିଆଜର ରସ ସେବନ କରନ୍ତୁ
-ପିଆଜ ରସ ସହିତ ଧନିଆ ମିଶା ଚା‘
-ପିଆଜ ରସରେ କଳା ଲୁଣ ମିଶାଇ ସେବନ କରନ୍ତୁ
ନିଦ ଆସିବାରେ ସମସ୍ୟା
-ପିଆଜର ଚା’ ପିଇଲେ ଅନିଦ୍ରା ରୋକ ଦୂର ହେବ
କ୍ୟାନ୍ସରରୁ ଦେଇଥାଏ ମୁକ୍ତି
-ପ୍ରୋଷ୍ଟେଟ୍ କ୍ୟାନ୍ସର।
-ପେଟର କ୍ୟାନ୍ସର।
କାଛୁ-କୁଣ୍ଡିଆ
-ପିଆଜର ରସ ଲଗାଇଲେ ଭଲ ହେବ ।
ଷ୍ଟୋନ୍
-ତାଜା ପିଆଜର ରସ ସେବନ କରନ୍ତୁ