ମନୋରଞ୍ଜନ

ବିଶ୍ବକପ୍ ଜିତିଲେ ଖୋଲିଦେବି ସବୁ ପୋଷାକ ବୋଲି କଥା ଦେଇଥିଲେ ଏହି ଅଭିନେତ୍ରୀ : ଜାଣନ୍ତୁ କିଏ ?

, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଭାରତୀୟ ମାନଙ୍କ ପାଇଁ କ୍ରିକେଟ ହେଉଛି ଯେମିତି ଏକ ଧର୍ମ । ୧୦୦ରୁ ୯୦ ପ୍ରତିଶତ ଭାରତୀୟ କ୍ରିକେଟ ଖେଳର ଦିବାନା । ସମସ୍ତେ କ୍ରିକେଟ ଖେଳିବାକୁ ପସନ୍ଦ କରନ୍ତି ଓ ଦେଖିବାକୁ ମଧ୍ୟ । ଭାରତୀୟ କ୍ରିକେଟ ଦଳର ପ୍ରଶଂସଙ୍କ ସଂଖ୍ୟା ବହୁତ ଅଧିକ । କ୍ରିକେଟ ବିଶ୍ଵକପ ପ୍ରତ୍ୟକ ୪ ବର୍ଷରେ ଥରେ ଖେଳ ହୁଏ । ଏହି ଟାଇମ ସବୁ ଭାରତୀୟ ମାନଙ୍କ ପାଇଁ ଏକ ଉତ୍ସାହ ର ଦିନ, ସମସ୍ତେ ନିଜ ନିଜ ର କମ ଛାଡି କ୍ରିକେଟ ଦେଖିବା ପାଇଁ ବସି ଯାନ୍ତି । ତେବେ ଲୋକେ ଏହି ଖେଳ ପାଇଁ ଏତେ ପାଗଳ ଯେ ଏମାନେ ନିଜ ଟିମ ଜିତିବା ଖୁସିରେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ଯେଉଁ ଖବର କହିବାକୁ ଯାଉଛୁ ତାହା ଶୁଣି ଆପଣ ମୁଣ୍ଡରେ ହାତ ଦେବେ କି ଏହି ଖେଳ ପାଇଁ ଲୋକେ କଣ କଣ କରିବାକୁ ବି ପ୍ରସ୍ତୁତ ଅଛନ୍ତି ।

 

ସେହିଭଳି ଏକ ଅଭିନେତ୍ରୀ ଯିଏ ସବୁବେଳେ ବିଶ୍ଵକପ ସମୟରେ ଖୁବ ଚର୍ଚ୍ଚାରେ ରୁହନ୍ତି ନିଜର କିଛି ବୟାନ କୁ ନେଇ । ସେ ହେଉଛନ୍ତି ପୁନମ୍ ପାଣ୍ଡେ । ଆପଣ ମାନେ ତ ଜାଣି ଥିବେ ୨୦୧୧ ବିଶ୍ବ କପରେ ପୁନମ୍ ପାଣ୍ଡେଵ ଏହା କହି ହଇଚଇ ସୃଷ୍ଟି କରିଥିଲେ ଯେ ଯଦି ଇଣ୍ଡିଆ ଟିମ୍ ଜିତେ ତେବେ ସେ ସମ୍ପୂର୍ଣ୍ଣ  ନିବସ୍ତ୍ର ହେବେ । ଏହି ବର୍ଷ ମଧ୍ୟ ସେହିଭଳି ବୟାନ ଦେଇ ପୁଣି ପୁନମ ପାଣ୍ଡେ ଚର୍ଚ୍ଚାର ବିଷୟ ହୋଇଛନ୍ତି ।

 

ଏ ବର୍ଷ ପୁନମ୍ ପାଣ୍ଡେ ଇଣ୍ଡିଆ ସେମିଫାଇନାଲ ଯିବା ପରେ ନିଜର ଏକ ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହୋଇଛି । ଏଥିରେ ସେ ବହୁତ  ବୋଲ୍ଡ ଅନ୍ଦାଜରେ ଦେଖାଯାଇଥିଲେ । ପୁନମ ପାଣ୍ଡେ ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ପରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ଅତ୍ୟନ୍ତ ବୋଲ୍ଡ ଏବଂ ବିନ୍ଦାସ ନଜର ଆସିଥିଲେ। ଏହାର ପ୍ରମାଣ ଆପଣଙ୍କୁ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ଦେଖିବାକୁ ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button