ଯେତେବେଳେ ଆପଣ ପୂଜା ପାଠ କରିବା ପାଇଁ ବସି ଯାଆନ୍ତି ତେବେ ସେହି ସମୟରେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ । ତେବେ ସେହି ସମୟରେ ଭଗବାନ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଭଗବାନ ସର୍ବବ୍ୟାପୀ ଅଟନ୍ତି । ସବୁ ସଜୀବ ଓ ନିର୍ଜୀବ ଜିନିଷରେ ଭଗବାନ ବାସ କରନ୍ତି । ଯେତେବେଳେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ ତେବେ ଭଗବାନ ଆପଣଙ୍କୁ କିଛି ସଂକେତ ଦିଅନ୍ତି । ଏହି ସଂକେତ ବହୁତ ହିଁ ସାଧାରଣ ହୋଇଥାଏ । ଯାହାକୁ ଆମେ ନଜର ଅନ୍ଦାଜ କରିଦେଉ । ଯେତେବେଳେ ଆମେ ପୂଜା ଓ ଧ୍ୟାନ କରିଥାଉ ତେବେ ଆପଣଙ୍କ ଆଖପାଖର ବାତାବରଣ ଊର୍ଜାରେ ପରିପୂର୍ଣ ହୋଇଯାଏ । ଏହି କାରଣରୁ ଆme ଶାନ୍ତି ଓ ଖୁସି ଅନୁଭବ କରିଥାଉ । ଦୁଃଖର ସମୟ ବି ସୁଖରେ ପରିପୂର୍ଣ ହୋଇଯାଏ । କାରଣ ଏହି ସକାରତ୍ମକ ଶକ୍ତିର ପ୍ରଭାବ ହିଁ କିଛି ଏହିଭଳି ହୋଇଥାଏ । କେତେ ଥର ବିଦ୍ୟାର୍ଥୀମାନେ ପଢିବା ସମୟରେ ମା ସରସ୍ଵତୀଙ୍କ ଧ୍ୟାନ କରନ୍ତି । ସେହି ସମୟରେ ତାଙ୍କର ଆଖିରେ ଲୁହ ଚାଲି ଆସେ । ଅଥବା ଅଚାନକ ନିଦ ଆସିଥାଏ । ଏହାର ଅର୍ଥ ମାତା ସରସ୍ଵତୀଙ୍କ କୃପା ସେହି ବିଦ୍ୟାର୍ଥୀ ଉପରେ ଅଛି । ଯେତେବେଳେ ଆମେ ଭଗବାନଙ୍କ ସହ ଜଡିତ କୌଣସି କଥା ଶୁଣୁଛୁ ତେବେ ଆମ ଶରୀରର ରୁମ ଛିଡା ହୋଇଯାଏ । ଆଖିରୁ ଲୁହ ଚାଲି ଆସେ ତେବେ ଭଗବାନଙ୍କ ଉପରେ ଆମର ବିଶ୍ଵାସ ଆହୁରି ବଢିଯାଏ । ଯଦି ଆପଣଙ୍କୁ ଏହିଭଳି ସଂକେତ ମିଳୁଛି ତେବେ ଆପଣ ବହୁତ ହିଁ ଭାଗ୍ୟବାନ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସଂକେତ ବିଷୟରେ କହିବୁ । ଯଦି ଆପଣ ଭଗବାନଙ୍କ ଧ୍ୟାନ କରିବା ସମୟରେ ଏହିଭଳି କିଛି ସଂକେତ ମିଳୁଛି ତେବେ ବୁଝି ଯାଆନ୍ତୁ କି ଭଗବାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି । ଆଖିରେ ଲୁହ ଆସିବା ଯଦି ଭଗବାନଙ୍କ ଧ୍ୟାନ କରୁଛନ୍ତି ଓ ଅଚାନକ ଆପଣଙ୍କ ଆଖିରୁ ଲୁହ ଚାଲି ଆସୁଛି ତେବେ ଏହା ଭଗବାନଙ୍କ ସଂକେତ ଅଟେ । ଏହାର ଅର୍ଥ ଆପଣଙ୍କ ଆତ୍ମା ଭଗବାନଙ୍କ ସହ ମିଶି ଯାଇଛି । ଏହି ସମୟରେ ଭଗବାନଙ୍କୁ ଆପଣ ନିଜର ମନୋକାମନା ନିଶ୍ଚିତ କୁହନ୍ତୁ । ଏହି ସମୟରେ ଭଗବାନଙ୍କୁ କରିଥିବା ସବୁ ପ୍ରାର୍ଥନାର ଫଳ ମିଳିଥାଏ । ପ୍ରାୟତଃ ଲୋକମାନେ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଭଗବାନର ଧ୍ୟାନ ସମୟରେ ଆପଣଙ୍କ ଆଖିରୁ ଲୁହ ଆସିବାର ଅର୍ଥ ଆପଣଙ୍କ ଅନ୍ତର ମନ ସ୍ଵଚ୍ଛ ହେଉଛି । ଦୀପର ଜ୍ଵଳା ଉତ୍ତେଜିତ ହେବା ଆପଣ ପୂଜା କରୁଛନ୍ତି ଓ ଆପଣଙ୍କ ସମ୍ମୁଖରେ ଥିବା ଦୀପର ତେଜ ଅଚାନକ ବଢିଯିବ । ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ଅଛନ୍ତି । ଧୂପକାଠିର ଧୂଆଁ ଯଦି ଆପଣ ପୂଜା କରିବା ସମୟରେ ଲଗାଇ ଥିବା ଧୂପକାଠିର ଧୂଆଁ ଭଗବାନ ଆଡକୁ ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ପୂଜାକୁ ଭଗବାନ ସ୍ଵୀକାର କରି ନେଇଛନ୍ତି । ଫୁଲ ପଡିବା ପୂଜା କରିବା ସମୟରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋରୁ ଫୁଲ ପଡୁଛି ତେବେ ଏହା ବହୁତ ଶୁଭ ହୋଇଥାଏ ।

ଆପଣମାନେ ଜାଣି ଥିବେ କି ଭଗବାନ କହିଛନ୍ତି କି ଯଦି ଖରାପ ସମୟ ଆସିବା ତେବେ ଆପଣ ମୋ ଉପରେ ଏହାକୁ ଛାଡି ଦେବେ । ଏହା କହିବାର କାରଣ ହେଉଛି କି ମଣିଷ ଯେତେବେଳେ ନିଜ କର୍ମର ଫଳ ପାଇ ନଥାଏ ସେ ସେତେବେଳେ ଏହା ବାହାବି ନେଇ ଥାଏ କି ମୁ ଯାହାଭି କରିଲି ଏହା ବ୍ୟର୍ଥ ଅଟେ । କିଛି ଭି ଲାଭ ନାଇ ମୋ କାମର ମତେ କେହି ପଚାରିବେ ନି । ଏହି ଭଳି ଅନେକ କଥା ତା ମନରେ ଆସିଥାଏ ।

ଏହା ସହ ଆମ ମନର ଅବସ୍ଥା ମଧ୍ୟ ଖରାପ ହୋଇ ଯାଇ ଥାଏ ଅନେକ କିଛି ଚାଲିଥାଏ ଆମ ମାନଙ୍କ ମନରେ ଓ ମସ୍ତିସ୍କରେ । ଆପଣମାନେ ଏହା ମଧ୍ୟ ଜାଣି ନିଅନ୍ତୁ କି ଯେଉଁ ମାନେ ଏହି ଭଳି ଭାବି ନେଇ ଥାନ୍ତି ସେମାନଙ୍କ ପାଇଁ ଭଗବାନ କୃଷ୍ଣ ନିଜ ଶିଷ୍ୟ ଓ ମିତ୍ର ଅର୍ଜୁନ ଙ୍କୁ ନିଜର ଜ୍ଞାନ ଦେଇଥିଲେ । ଏହାକୁ ଆମେ ଗୀତା ଜ୍ଞାନ ବୋଲି ମଧ୍ୟ କହି ଥାଉ । ଏହି ଥିରେ ଅର୍ଜୁନଙ୍କୁ କହିଛନ୍ତି ଭଗବାନ କୃଷ୍ଣ କି ଯଦି ସମୟ ଖରାପ ଅଛି ଓ ଆପଣ ଜାଣି ପାରୂ ନାହାଁନ୍ତି କଣ କରିବେ ତେବେ ଆପଣ ସବୁ କିଛି ମୋ ଉପରେ ଛାଡି ଦିଅନ୍ତୁ ଆପଣ ଙ୍କ ମନ ସାନ୍ତ ହେବା ଯାଏ ।
ଆପଣ ନିଜ କଷ୍ଟକୁ ସେମାନଙ୍କ ସହ ବାଣ୍ଟିବା ଖୁବ ଭଲ ହୋଇଥାଏ ଯେଉଁ ମାନଙ୍କ ସହ ଆପଣଙ୍କ ନିଜର ଭଳି ସଂକେତ ଅଛି । ଆପଣମାନେ ଏବେ ଭାବିବେ କି କେଉଁ ମାନେ ନିଜର ଓ କେଉଁ ମାନେ ପର ହୋଇଥାନ୍ତି । ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ । ଆପଣ ମାନେ ଭାବୁ ଥିବେ କି କଣ ସେମାନେ ଆମ ନିଜର ଯେଉଁ ମାନଙ୍କ ସହ ଆମ ରକ୍ତ ସମ୍ପର୍କ ଅଛି ନା ସେମାନେ ନିଜର ଯେଉଁ ମାନେ ଆମର ଦୁଃଖ ସମୟରେ ଆମ ସହ ଅଛନ୍ତି ।
ଯେଉଁ ମାନେ ଆମ ସହ ଦୁଃଖ ସମୟରେ ଅଛନ୍ତି ସେମାନେ ଆମର ନିଜର କିମ୍ବା ଯେଉଁ ମାନେ ଆମ ସହ ପିଲା ବେଳୁ ବଡ ହୋଇଛନ୍ତି ସେମାନେ ଆମ ନିଜର । ଆପଣମାନେ ଜାଣି ନିଅନ୍ତୁ କି ଭଗବାନ କହିଛନ୍ତି ସେମାନେ ଆମ ନିଜର ଯେଉଁ ମାନେ ଆମ ସହ ରହି ଥାନ୍ତି ଆମ କଥାକୁ ବୁଝି ଥାନ୍ତି ଓ ଆମ ପାଇଁ ସବୁଙ୍କ ସହ ଲଢେଇ କରିବା ସହ ଆମ ସହ ସବୁ କାମରେ ଠିଆ ହୋଇଥାନ୍ତି ।

ତେବେ ଆପଣ ମାନେ ଏହା ଜାଣିକି ରଖିବା କଥା କି ଆପଣମାନେ ଯଦି ନିଜର ରକ୍ତ ସମ୍ପର୍କ କୁ ନିଜର ଭାବୁ ଛନ୍ତି ତେବେ ଆପଣ ମାନେ ଏହା ଭୁଲ ଭାବୁଛନ୍ତି । ଶ୍ରୀମଦ ରେ କହିଛନ୍ତି ଭଗବାନ ଯେଉଁ ମାନେ ନିଜ ଉପରେ ଭରଷା ରଖିଥାନ୍ତି ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇ ଥାନ୍ତି । ଆପଣ ଯଦି ନିଜ କର୍ମ ରେ ଲୀନ ହୋଇ କର୍ମ କରି ଚଳିବେ ତେବେ ଆପଣ ନିଶ୍ଚିତ ଭାବେ ଏହା ଜାଣି ପାରିବେ କି ଆପଣ ମାନେ ସଫଳତା ଆଡକୁ ଯିବେ । ଆପଣ ମାନଙ୍କୁ ସାନ୍ତ କରିବା ପାଇଁ ଭଗବାନ କହିଛନ୍ତି କି ଆପଣ ଧ୍ୟାନ ଅକରିବା ଦରକାର ଅଟେ । ଏହା ଦ୍ଵାରା ଆପଣଙ୍କ ମସ୍ତିସ୍କ ସାନ୍ତ ରହିବ ଓ ଆପଣ ମଧ୍ୟ ଅତୀତ ର କଥାକୁ ଭୁଲି ଯିବେ ।




