ଦେଶ- ବିଦେଶ
ଶଶୁର ବୋହୂ ସମ୍ପର୍କରେ ଲାଗିଲା କଳଙ୍କ ଶେଷରେ ବୋହୂ ସହ ବୁଢ଼ା ଶଶୁର କଲା ଚଉଠି ଦେଖନ୍ତୁ ଲଜ୍ୟଜନକ ଘଟଣା VIRAl VIDEO

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଭିଡିଓ ଆଉ ଅନେକ କଥା ବିଷୟରେ ଆପଣମାନେ ସୂଚନା ପାଉଥିବେ ।
ଆଉ ଏହି ସୋସିଆଲ ମିଡ଼ିଆ ହିଁ ଆମକୁ ଅନେକ ଘଟଣା ବିଷୟରେ ଜଣାଇଥାଏ । ଏହି ଖବର ବିଷୟରେ ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏମିତି ଘଟଣା ଏବେ ବହୁତ ପରିମାଣରେ ଘଟୁଛି ।
ସୋସିଆଲ ମିଡିଆରେ ଆପଣମାନେ ଏମିତି କିଛି ଘଟଣା ବିଷୟରେ ସୂଚନା ପାଉଥିବେ ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଏମିତି ଅନେକ ଘଟଣା ଆଜିକା ସମାଜରେ ଘଟୁଛି ଯାହା ଆପଣମାନେ ସମସ୍ତେ ସବୁବେଳେ ସୋସିଆଲ ମିଡ଼ିଆ ସାଇଟରେ ଜାଣି ପାରୁଥିବେ । ସମାଜରେ ଏମିତି ଘଟଣା ବା ଏମିତି ନିନ୍ଦନୀୟ କାମ କରିବା ପୂର୍ବରୁ ଲୋକମାନେ ଟିକେ ବି ନିଜ ଇଜ୍ଜତ କଥା ଭାବୁ ନାହାଁନ୍ତି ।
ଦୁନିଆରେ ସମସ୍ତେ ଜାଣିଥିବେ କି ବୋହୂ ଆଉ ଶଶୁରର ସମ୍ପର୍କ ହେଉଛି ବାପା ଆଉ ଝିଅର ସମ୍ପର୍କ । କିନ୍ତୁ ଏହି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ସମ୍ପର୍କରେ କଳା ଦାଗ ଲଗାଉଛନ୍ତି । ଆଉ ଏହି ସମାଜ ଏଥିପାଇଁ ନିନ୍ଦିତ ହେଉଛି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଶଶୁର ତାର ବୋହୂକୁ ବିବାହ କରିଛି । ଆଉ ବୋହୂ ସହିତ ଏଭଳି କିଛି କାମ କରୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପୁଅ ମରିଯିବା ପରେ ବୋହୂ ଏକୁଟିଆ ହୋଇଯାଇଛି । ଆଉ ଏହି ବୋହୂ ଜଣକ ତାଙ୍କ ଶଶୁରଙ୍କୁ ବିବାହ ଜାରି ଦେଉଛନ୍ତି ।
ବୟସର ତାରତମ୍ୟ ଥାଇ ମଧ୍ୟ ତାଙ୍କୁ ଏହି ସମାଜର କିଛି ପ୍ରଭାବ ନପଡ଼ି ଏଭଳି ସବୁ ନିନ୍ଦନୀୟ କାମ କରିବା କଣ ଠିକ୍ ।
ଆଉ ଏଭଳି ବୋହୂ ଆଉ ଶଶୁର ଏହି ସମାଜ ପାଇଁ କଳଙ୍କ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି । ଆଉ ଏହି ଘଟଣାକୁ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି ।