ଦେଶ- ବିଦେଶ
ଏମିତି ନାଚ ଆଗରୁ ଦେଖି ନଥିବେ ଦେଖନ୍ତୁ କେମିତି ଝିଅ ମାନେ ନାଚି ନାଚି ହୋଇଗଲେ ଏମିତି ଅବସ୍ଥା ଦେଖନ୍ତୁ ଏହି Viral Video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ତ ହଷ୍ଟେଲରୁ ଆସୁଥିବା ଅନେକ ଭିଡିଓ ଦେଖିଥିବେ ।
ହଷ୍ଟେଲରେ ଛାତ୍ରୀମାନେ ଅନେକ ମଜାମସ୍ତି କରିଥାନ୍ତି ଆଉ ଏହାର ଅନେକ ଭିଡିଓ ଆପଣମାନେ ମଧ୍ୟ ସୋସିଆଲ ମିଡିଆରେ ଦେଖିଥିବେ । ହଷ୍ଟେଲରେ ଛାତ୍ରୀମାନେ ବହୁତ ଖୁସିରେ ରହିଥାନ୍ତି ।
ହଷ୍ଟେଲ ଜୀବନ ଏତେ ସୁନ୍ଦର ଯେ ଯିଏ ହଷ୍ଟେଲରେ ରହିଥିବ ସେ ଜାଣିଥିବ । ଆଉ ହଷ୍ଟେଲରେ ରହିଲେ ପିଲାମାନେ ବହୁତ ମଜା କରିଥାନ୍ତି ।
ଆଉ ହଷ୍ଟେଲରେ ପିଲାମାନେ ସବୁ ପ୍ରକାରର ନାଚ ଗୀତ ଆଉ ଅନେକ ମଜା କରିଥାନ୍ତି । ଆଉ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣମାନେ ଦେଖିପାରିବେ କି ହଷ୍ଟେଲରେ ରହୁଥିବା ପିଲାମାନେ ବହୁତ ସୁନ୍ଦର ନାଚ କରୁଛନ୍ତି ।
ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ମଧ୍ୟ ହେଉଛି ।ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଛାତ୍ରୀମାନେ ରୁମ୍ ଭିତରେ ବହୁତ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ।
ଆଉ ଏହି ଛାତ୍ରଛାତ୍ରୀମାନେ ଡିଜେ ଗୀତରେ ବହୁତ ସୁନ୍ଦର ନାଚ କରୁଛନ୍ତି । ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ସେମାନେ ଏତେ ଖୁସିରେ ଆଉ ମଜାରେ ନାଚୁଛନ୍ତି ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ ।
ହଷ୍ଟେଲରେ ନାଚ ଗୀତ କରିବା ଏକ ସାଧାରଣ କଥା । ପିଲାମାନେ ରୁମ୍ ଭିତରେ ପଶି ଗୀତ ଲଗାଇ ନାଚ କରନ୍ତି । ଆଉ ବହୁତ ମଜା ଥଟା କରନ୍ତି । ଏମିତି ସେମାନେ ବହୁତ ଖୁସିରେ ତାଙ୍କ ସମୟ ଅତିବାହିତ କରନ୍ତି ।
ହଷ୍ଟେଲ ହେଉଛି ଆଉ ଏକ ପରିବାର । ଆଉ ପରିବାର ଛାଡ଼ିଲେ ଏମିତି ଏକ ପରିବାର ମିଳିଥାଏ ଯେଉଁ ପରିବାରରେ ସମସ୍ତେ ବହୁତ ଖୁସିରେ ସବୁ ସମୟକୁ ଅତିବାହିତ କରନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।