ଦେଶ- ବିଦେଶ
ଭଙ୍ଗାଘରେ ଚାଲିଛି ପ୍ରେମୀ ଯୁଗଳ ମାନଙ୍କ ଖେଳ ଦେଖନ୍ତୁ କେମିତି ଧରା ପଡ଼ିଲାଠୁ ହେଲା ପର୍ଦାଫାସ VIRAl VIDEO

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟକଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି।
ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି।
ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କ। ପ୍ରେମ ଏକ ପବିତ୍ର ଶବ୍ଦ ପରି ପବିତ୍ର ବନ୍ଧନ ମଧ୍ୟ ଅଟେ। କିନ୍ତୁ ଆଜିର ସମାଜ ପ୍ରେମ ଶବ୍ଦକୁ କୁସଂସ୍କାର ପରି କାମ କରି ଅପବିତ୍ର କରିସାରିଲେଣି।
ପ୍ରେମ ଶବ୍ଦରେ ଏକ ଅପବିତ୍ର ଓ ଶାରୀରିକ ଆକର୍ଷଣ ଛଡ଼ା ଆଉ କିଛି ନୁହେଁ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ଘଟଣାଟି ଏହା ଯେ ପ୍ରେମୀ ଯୁଗଳ ଭଙ୍ଗା ଘର ଭିତରେ ଧରାପଡ଼ିଛନ୍ତି। ଭଙ୍ଗା ଘର ଭିତରେ ଲୁଚି ଥିଲେ ପ୍ରେମିକ ଏବଂ ପ୍ରେମିକା। ଭଙ୍ଗା ଘର ଭିତରୁ ଯୁବକ ଯୁବତୀ ଙ୍କୁ ଦେଖି ଲୋକମାନେ ଧରି ନେଇଥିଲେ ଏବଂ ପଚାରିଥିଲେ ଭିତରେ ତୁମେ ଦୁଇ ଜଣ କରୁଛ ।
ଘଟଣା ଏପରି ହୋଇଛି ଯେ ଏହି ଦୁଇଜଣ ଯୁବକ ଏବଂ ଯୁବତୀ ପରସ୍ପରକୁ ବହୁତ ଭଲ ପାଉଥିଲେ।
ଏଠାରେ ତ ଏମାନଙ୍କର ପ୍ରେମ ସଂପର୍କ ଅସଫଳ ରହିଛି କିନ୍ତୁ ଆପଣମାନେ ଧ୍ୟାନ ଦିଅନ୍ତୁ ଯେ ଏପରି ଘରୁ ପଳେଇଯାଇ କିଛ କାମ କରନ୍ତୁ ନାହିଁ ଏବଂ ନିଜ ମାଁ ବାପାଙ୍କୁ ସମ୍ମାନକୁ ତଳେ ପକାନ୍ତୁ ନାହିଁ।
ଏଠାରେ ଲୋକମାନେ ଦୁହିଁଙ୍କୁ ବୁଝାଇଥିଲେ ଯାହା ଦ୍ଵାରା ଯୁବତୀ ଵୁଝିଯାଇଥିଲେ ଏବଂ ସେଠୁ ପଳାଇଥିଲେ। ତେବେ ଉଭୟଙ୍କ ଏହି ଲଜ୍ୟା ଜନକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।