IAS ପ୍ରଶ୍ନ – ତାହା କଣ ଯାହା ଭାଇର ଦୁଇଟି ଏବଂ ଭଉଣୀର ତିନୋଟି ଥାଏ ? ଯାହାର ଉତ୍ତର ଦେବାରେ 99% ଲୋକ ଜାଣି ନାହାନ୍ତି, ସାହସ ଅଛି ତ ଉତ୍ତର ଦିଅ

୧- ତାହା କେଉଁ ଜିନିଷ ଯାହା ଫ୍ରିଜ୍ ରେ ରହିଲେ ମଧ୍ୟ ଗରମ ରହେ ?
ଉତ୍ତର – ଗରମ ମସଲା
୨ – ତାହା କଣ ଯାହା ଜନ୍ମ ହେଲା ମାତ୍ରେ ଉଡ଼ିଥାଏ ?
ଉତ୍ତର – ଧୂଆଁ
୩- ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖିଥାଉ ପଢ଼ୁନାହୁ?
ଉତ୍ତର – ନାହୁଁ ।
୪- ଗୋଟିଏ ରୁମାଲ ର 4 ଟି କୋଣ ଗୋଟିଏ କୋଣ କରିଲେ ଆଉ କେତୋଟି କୋଣ ରହିବ?
ଉତ୍ତର – 5 ଟି
୫ – କଥା କହିଲେ କଣ ଭାଙ୍ଗି ଯାଏ ?
ଉତ୍ତର – ମଉନ ବ୍ରତ
୬ – ସେ କିଏ କାହାର 4 ଟି ଗୋଡ଼ ଥାଇ ମଧ୍ୟ ଚାଲି ପରେ ନାହିଁ ?
ଉତ୍ତର – ଟେବୁଲ୍
୭ – ତାହା କଣ ଯାହାକୁ ଅଧ ଖାଇଲେ ମଧ୍ୟ ତାହା ପୁରି ରହିଥାଏ?
ଉତ୍ତର – ପୁରି
୮ – ତାହା କଣ ଯାହା ଆପଣ ଙ୍କ ପାଖରେ ଯେତେ ଅଧିକ ହେବ ଆପଣ ଙ୍କୁ ସେତେ କମ୍ ଦେଖା ଯିବ?
ଉତ୍ତର – ଅନ୍ଧାର
୯ – କିଛି ମାସ 30 ଅଛି ଓ କିଛି ମାସ 31 ଅଛି ଏମିତି କେତୋଟି ମାସ ଅଛି ଯେଉଁ ଥୀରେ 28 ଦିନ ଥାଏ ?
ଉତ୍ତର – ସମସ୍ତ ମାସ ରେ
୧୦ – ତାହା କଣ ଯାହା ଭାଇ ର ଦୁଇଟି ଓ ଭଉଣୀ ର 3 ଟି ଥାଏ ?
ଉତ୍ତର – ଅକ୍ଷର
ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହାର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।