ଦେଶ- ବିଦେଶ

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟରରେ ଜଣେ ଯବାନ ସହୀଦ

କଶ୍ମୀର ଉପତ୍ୟକା କୁଲଗାଁ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଯବାନ ସହୀଦ ହୋଇଥିଲା ବେଳେ ୨ ମିଲିଟାଣ୍ଟଙ୍କୁ ଟ୍ରାପ୍ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାବାହିନୀ। ସ୍ଥାନୀୟ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ହାଇଆଲର୍ଟ ଜାରି ହୋଇଛି। ଦକ୍ଷିଣ କଶ୍ମୀରର ମୋଦେରଗାଁ ପାଖରେ ଏହି ଏନକାଉଣ୍ଟର ହୋଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button