ସକାଳୁ କେବଳ ଅଧା ଚାମଚ ଏହାକୁ ସେବନ କରି ଦିଅନ୍ତୁ, ଯେତେବୀ ଥାଉ ଡାଇବେଟିସ ସଙ୍ଗେ ସଙ୍ଗେ ହେବ କଣ୍ଟ୍ରୋଲ

ଵର୍ତମାନ ସମୟରେ ଅନେକ ପ୍ରକାରର ରୋଗ ବୈରାଗ୍ୟ ଦେଖିବାକୁ ମିଳୁଛି । କିଛି ରୋଗ ଅଛି ଯାହା ଆପଣଙ୍କ ଵଂଶ ଗତ ହୋଇ ଥାଏ । ସେହି ଭଳି କିଛି ରୋଗ ଅଛି ଯାହା ହେବା ମାତ୍ରେ ଆପଣ ଔଷଧ ଜୀବନ ସାରା ଖାଉ ଥିବେ । ଯେମିତିକି ଉଚ୍ଚ ରକ୍ତଚାପ, ହାର୍ଟ ଜନିତ ସମସ୍ୟା, ଡାଇବେଟିସ ଆଦି । ତେବେ ଏହି ଡାଇବେଟିସ କୁ ଆପଣ କିପରି ନିୟନ୍ତ୍ରଣ କରିବେ ତାହାର ଆମେ ଏକ ଘରୋଇ ଉପଚାର ଓ ଆୟୁର୍ବେଦିକ ଉପଚାର କହିବୁ ।
ଏଥିପାଇଁ ଆପଣଙ୍କୁ ଏକ ଚୁର୍ଣ ସେବନ କରିବାକୁ ପଡିବ । ଏହି ଚୂର୍ଣ୍ଣ ଆପଣ ଘରେ ପ୍ରସ୍ତୁତ କରି ପାରିବେ । ଏଥି ପାଇଁ ଆପଣଙ୍କୁ ପାଞ୍ଚଟି ସାମଗ୍ରୀ ର ଆବଶ୍ୟକ । ଆପଣ ଶୁଖିଲା ଅଁଳା ଆଣି ଏହାର ଏକ ପାଉଡର ପ୍ରସ୍ତୁତ କରି ନେବେ । ଏହା ସହିତ ଆପଣ ଗୋଟା ହଳଦୀ ଆଣି ଏହାକୁ ଗୁଣ୍ଡ କରି ନେବେ ।
ହଳଦୀ ଗୁଣ୍ଡ ର ବ୍ୟବହାର ନ କରି ଗୋଟା ହଳଦୀ ଆଣି ଏହାର ଗୁଣ୍ଡ ନିଜେ ଘରେ ପ୍ରସ୍ତୁତ କରନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ସହିତ କଳା ଜିରା ଏହାକୁ ଗୁଣ୍ଡ କରି ନେବେ । ମେଥି କୁ ନେଇ ଏହାର ମଧ୍ୟ ଗୁଣ୍ଡ କରି ନେବେ । ତେଜ ପତ୍ର କୁ ଓ ଲବଙ୍ଗ କୁ ନେଇ ଏହାର ପାଉଡର କରିନେବେ ।
ହଳଦୀ ଗୁଣ୍ଡ ୧୦୦ ଗ୍ରାମ ନେବେ । ଅଁଳା ପାଉଡ ର ୧୦୦ ଗ୍ରାମ, ମେଥି ୪୦ ଗ୍ରାମ, କଳା ଜିରା ୪୦ ଗ୍ରାମ । ୫ ଟି ତେଜ ପତ୍ର ଓ ୫ରୁ ୬ ଲବଙ୍ଗ । ଏହି ପରିମାଣ ରେ ସବୁ ଜିନିଷ ନେବେ । ତାହାକୁ ଅଲଗା ଅଲଗା ପାଉଡର କରି ନେବେ । ଏହା ପରେ ଏହି ସବୁ ଗୁଣ୍ଡ କୁ ଏକା ସହ ମିଶାଇ ଦେବେ ।
ପ୍ରସ୍ତୁତ ହୋଇଯିବ ଆପଣଙ୍କର ମଧୁମେହ ପାଇଁ ଆୟୁର୍ବେଦିକ ଚୁର୍ଣ । ଏହାର ସେବନ କିପରି କରିବେ ? ଆପଣ ସକାଳୁ ଏକ ଗ୍ଲାସ ପାଣିରେ ଅଧା ଚାମଚ ଚୁର୍ଣ ମିଶାଇ ଦେବେ ଓ ଏହାକୁ ପିଇବେ । ଯେଉଁ ଲୋକ ମାନଙ୍କର ଡାଇବେଟିସ ନାହିଁ କିନ୍ତୁ ବାହାରିବ ବୋଲି ସେମାନେ ଭାବୁଛନ୍ତି ।
ତେବେ ସେମାନେ ଏହି ଚୁର୍ଣ ଖାଇ ପାରିବେ । ଏହା ଛଡା ଯେଉଁ ଲୋକମାନେ ଇନ୍ସୁଲିଂ ନେଉ ନାହାଁନ୍ତି କେବଳ ଡାଇବେଟିସ ବଟିକା ଖାଉ ଛନ୍ତି ତେବେ ସେମାନେ ଏହି ଚୁର୍ଣ ଖାଇବା ଦ୍ୱାରା ସେମାନଙ୍କ ଡାଇବେଟିସ ନିୟନ୍ତ୍ରଣ କୁ ଆସି ଥାଏ ।
ମଧୁମେହ ଏକ ଵଂଶ ଜନିତ ରୋଗ । ତେଣୁ ଯଦି ଆପଣଙ୍କ ପରିବାର ରେ କେହି ବି ଡାଇବେଟିସ ରୋଗୀ ଥିବେ ତେବେ ଆପଣ ତାଙ୍କୁ ଏହି ଚୁର୍ଣ ପିଇବାକୁ ଦିଅନ୍ତୁ। ବହୁତ ଅଳ୍ପ ଦିନ ରେ ତାଙ୍କର ଡାଇବେଟିସ ନିୟନ୍ତ୍ରଣ ହୋଇ ଯିବ ।