ଦେଶ- ବିଦେଶ

ଜଣେ ପୁରୁଷ ନାରୀ ଠାରୁ କେତେବେଳେ ଦୂରେଇ ଯାଏ ? ପଢନ୍ତୁ ଜୀବନର ସତ୍ୟତା

ହାତ ଧରିବା ପାଇଁ ଅନେକ ଲୋକ ଅଛନ୍ତି। କିନ୍ତୁ ଅଧା ରାସ୍ତା ରେ ହାତ ନ ଛାଡିବା ଭଳି ମଣିଷ ଖୁବ କମ ମିଳିଥାଆନ୍ତି । ସରଳ ଲୋକମାନେ ବୋକା ନୁହନ୍ତି ବରଂ ସେମାନେ ସମସ୍ତଙ୍କୁ ନିଜର ଭଳି ଭାବି ନିଅନ୍ତି । ଏହା ହେଉଛି ସେମାନଙ୍କର ସବୁଠାରୁ ବଡ଼ ଭୁଲ । ଦୋଷ ନ କରି ଯଦି ଦୋଷୀ ହୋଇଯିବେ ତେବେ ସେହି ସ୍ଥାନରେ ଚୁପ ରହିବା ହେଉଛି ସବୁଠାରୁ ବଡ଼ ଭୁଲ। ଯେଉଁ ସମ୍ପର୍କରେ ସ୍ନେହ, ମମତା, ପ୍ରେମ, ଆତ୍ମୀୟ ଭାବ ନଥାଏ ।

ତେବେ ଜବରଦସ୍ତି ସେହି ଭଳି ସମ୍ପର୍କ କୁ ରଖିବା ଠୁ ଭଲ ସସମାନରେ ସେହି ସମ୍ପର୍କ ଠାରୁ ଦୂରେଇ ଯିବା  ହୋଇଥାଏ । ଯଦି ତୁମ ବିନା ଜଣେ ଖୁସିରେ ରହିପାରୁଛି ତାହାଲେ ତାକୁ ଖୁସି ରେ ରହିବାକୁ ଦିଅ । ତାହା ପଛରେ ଅଧିକ ପଡି ନିଜର ଆତ୍ମ ସମ୍ମାନ ହରାନ୍ତୁ ନାହିଁ ।

ମଣିଷ ତା ଜୀବନରେ ଦୁଇଟି ଜିନିଷ କେବେବି ଭୁଲିନଥାଏ । ପ୍ରଥମ ଟି ହେଉଛି ନିଜର ଲୋକ ଦେଇଥିବା ଦୁଃଖ । ଦ୍ଵିତୀୟ ଟି ହେଉଛି ପର ଲୋକ ଦେଇଥିବା ଇଜ୍ଜତ। ଯଦି ଆପଣ ନିଜର ଜୀବନରେ କୌଣସି ଖରାପ ବ୍ୟକ୍ତିଙ୍କ ସହ ରହିଥାନ୍ତି। ତେବେ କେବେବି ତାଙ୍କୁ ଦୋଷ ଦେବେ ନାହିଁ ।

କିମ୍ବା ତାଙ୍କ ଦୋଷ ଜଣାଇବେ ନାହିଁ ।  କାରଣ ଭଲ ଲୋକଙ୍କ ଠାରୁ ଆମକୁ ଖୁସି ଓ ଆନନ୍ଦ ମିଳିଥାଏ । କିନ୍ତୁ ଖରାପ ଲୋକଙ୍କ ଠାରୁ ଆପଣଂକୁ ଶିକ୍ଷା ମିଳିଥାଏ। ଯେମିତି ଜଣେ ଭୋକିଲା କୁ ଅଣ୍ଣ ର ମୂଲ୍ୟ ଜଣାଥାଏ । ଜଣେ ଷୋସିଲା କୁ ଜଳ ର ମୂଲ୍ୟ ଜଣାଥା । ସେହି ଭଳି ଯେଉଁ ମଣିଷ ଦୁଃଖ ରେ ଥାଏ ଯାହା ଜୀବନରେ ସୁଖ ନ ଥାଏ।

ସେ ସୁଖର ଵର୍ଣ୍ଣନା ବହୁତ ଭଲରେ କରିପାରେ। ଏବଂ ସେ ଏହାର ମୂଲ୍ୟ ମଧ୍ୟ ଜାଣିଥାଏ। ଜୀବନରେ ଏକା ରହିବା ଶିଖିବା ଉଚିତ । କାରଣ ଏକା ରହିବାର ମଜା ହିଁ କିଛି ଅଲଗା ଅଟେ। ନା ଜୀବନରେ କାହାକୁ ପାଇବାର ଆଶା ଥାଏ । ନା ଜୀବନରେ କାହାକୁ ହରାଇବା ର ଭୟ ଥାଏ ।

ଯଦି ତୁମେ କୌଣସି କଥା ରେ ଅନେକ ଦୁଃଖ ପାଇଛ ଓ ଭାଙ୍ଗି ପଡିଛ । ସେହି ସମୟରେ ଯଦି ତୁମ ମୁହଁ ରେ ହସ ରହିଥାଏ । ତେବେ ଦୁନିଆ ର କୌଣସି ଶକ୍ତି ତୁମ କୁ ହରାଇ ପାରିବ ନାହିଁ । ଜୀବନରେ ସ୍ୱାର୍ଥ ଥିବା ମଣିଷ କେବେବି କାହାର ଦୁଃଖ ରେ ଭାଗିଦାର ହୁଅନ୍ତି ନାହିଁ । ସେମାନେ କେବଳ ଅନ୍ୟର ସୁଖ ରେ ଭାବିଦାର ହେବା ପାଇଁ ଅପେକ୍ଷା କରି ରହିଥାଆନ୍ତି ।

ଯେଉଁ ମଣିଷର ମନରେ ହୃଦୟ ରେ ଆପଣଙ୍କ ପାଇଁ ପ୍ରକୃତ ଭଲ ପାଇବା ରହିଥାଏ । ତେବେ ସେ ମଣିଷ ଯେତେ ଦୂରକୁ ଗଲେ ମଧ୍ୟ ଦୁନିଆର ଯେକୌଣସି ସ୍ଥାନ ରେ ଥିଲେ ମଧ୍ୟ ସେ ସର୍ବଦା ଆପଣଙ୍କର ହୋଇ ରହିଥାନ୍ତି  ଓ ତାଙ୍କ ମନରେ ଆପଣଙ୍କ ପାଇଁ ସମାନ ପ୍ରେମ ରହିଥାଏ । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button