ଜ୍ୟୋତିଷ

ବାଛନ୍ତୁ ଯେ କୌଣସି 1 ନମ୍ବର ର ଦୀପ ଦେଖିବା ଏହି ଦୀପାବଳୀ ଆପଣଙ୍କ କେଉଁ ଖୁସି ଖବର ନେଇ ଆସୁଛି

ନମସ୍କାର ବନ୍ଧୁଗଣ ତେବେ ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ ।  ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ତେବେ ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ ।

ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟା ଅମାବାସ୍ୟା କହନ୍ତି । ତେବେ ଏହି ଫଟୋ ରେ ଥିବା ଦୀପ ମଧ୍ୟରୁ ଗୋଟିଏ ବାଛନ୍ତୁ ଏବଂ କଣ ଖୁସି ଖବର ମିଳିବ ଜାଣି ନିଅନ୍ତୁ ।

ତେବେ ଯଦି ଆପଣ ୧ ନମ୍ବର ଦୀପକୁ ଚୁଜ କରିଛନ୍ତି ତେବା ଆପଣଙ୍କର ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ଅଛନ୍ତି । ଆପଣ ଲାଇଫରେ ଜାହକୁ ସାଥି ଚୟନ କରିଛନ୍ତି ବା ବନ୍ଧୁକୁ ମନର କଥା ସେୟାର କରି ନାହାନ୍ତି ତାଙ୍କ ସହ ଆଗାମୀ ସମୟରେ ଆପଣ ବହୁତ ଭଲ ସମୟ ବ୍ଯତୀତ କରିବେ । ଏହି ସମ୍ପର୍କ ଆପଣଙ୍କୁ ବେଶ ଖୁସି ଦେଉଛି । ଆପଣଙ୍କର ନିଜ ସାଥିଙ୍କ ସହ ବହୁତ ଭଲ ସମ୍ପର୍କ ରହିବ ।

ଆପଣ ଯାହା ଚାହୁଁଛନ୍ତି ରିଲେସନରେ ଆଗକୁ ରହିବ । କ୍ଯାରିୟରରେ ପଜେଟିଭ ଚେଞ୍ଜ ନଜର ଆସୁଛି । ଆପଣ ଅନେକ ଦିନରୁ ସଂଘର୍ଷ କରୁଛନ୍ତି କିନ୍ତୁ ମେହନତର ଫଳ ମିଳି ନାହି ତେବେ ବହୁତ ଜଲ୍ଦି ମିଳିବାକୁ ଯାଉଛି । ଆଗାମୀ ସମୟରେ କ୍ଯାରିୟରରେ ବହୁତ ବଡ ସଫଳତା ହାସଲ କରିବା ସହ ଉଚ୍ଚ ସ୍ତରକୁ ଗତି କରିବେ । ଏଥିପାଇଁ ଆପଣ ୧୦ ସପ୍ତାହ ବା ଏକ ସପ୍ତାହ ବା ଏକ ମାସ ବି ଲାଗିପାରେ ।

ଯଦି ଆପଣ ୨ ନମ୍ବର ଦୀପ ବାଛିଛନ୍ତି ତେବେ ଆପଣ ପରିବାରରେ କୌଣସି କଥାକୁ ନେଇ ରାଏ ନେଇପାରୁ ନାହାନ୍ତି ଯାହା ପାଇଁ ମନରେ ଚିନ୍ତା ରହୁଛି । କିଛି ବଡ ସମସ୍ଯା ନୁହେଁ । ନିଜ ଜୀବନରେ ଆପଣ ଭଲ ନିସ୍ପତି ନେଇପାରିବେ । ଆଗାମୀ ସମୟରେ ଆପଣ ଯେଉଁ ନିସ୍ପତି ନେଇଛନ୍ତି ସେଥିରେ ଖୁସି ଖବର ମିଳିବାକୁ ଅଯାଉଛି । ଘରେ କାର୍ଯ୍ୟକ୍ରମ ବା ପାର୍ଟି ହୋଇପାରେ । ଯେଉଁ କାମ ରହିଛି ପଜେଟିଭ ରହିଛି ଆଉ ସେଥିରେ ଆପଣ ଏଞ୍ଜୋଏ କରିବେ ।

ତେବେ ଯଦି ଆପଣ ୩ ନମ୍ବର ଦୀପକୁ ଚୟନ କରିଛନ୍ତି ତେବେ ଆପଣଙ୍କର ରିଲେସନ ଭଲ ନାହି । ଆପଣ ନୂଆ ଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଆଉ ନୂଆ ସମ୍ପର୍କ ସ୍ଥାପନ କରିବେ । ଆପଣଙ୍କ ଲାଇଫରେ କେହି ନୂଆ ଆସିବାକୁ ଯାଉଛନ୍ତି । ହୋଇପାରେ ଆପଣ ମୁଭ ଅନ କରିସାରିଛନ୍ତି । ଆପଣ ଧନର ସଞ୍ଚୟ କରିବେ । ପରିବାରରେ ଖୁସି ଅନୁଭବ କରିବେ ।

ପାରିବା ସହ ଆପଣଙ୍କର ପଜେଟିଭ ଏନର୍ଜି ରହିଛି । ପରିବାର ଲୋକଙ୍କ ସହ ସମୟ ବ୍ଯତୀତ କରିବେ । ଆପଣ ପ୍ରସ୍ତୁତି ଆରମ୍ଭ କରନ୍ତୁ ଆଗାମୀ ସମୟ ପାଇଁ । ଟିମ ୱାର୍କ କରିଲେ ଫାଇଦା ପାଇବେ । ଆପଣ ମେହନତ କରନ୍ତୁ ପରିଣାମ ବହୁତ ଜଲ୍ଦି ସମୟ ଅନୁଯାୟୀ ମିଳିବ । ଆପଣଙ୍କୁ ନୂଆ ଅବସର ମିଳିପାରେ । କ୍ଯାରିୟର ବହୁତ ଖୁସି ଖବର ମିଳିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button