ଅପରାଧ
ସାଙ୍ଗ ନେଲା ସାଙ୍ଗର ଜୀବନ – Kalinga News

[ad_1]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସାଙ୍ଗ ନେଲା ଅନ୍ୟ ଜଣେ ସାଙ୍ଗର ଜୀବନ ନେଇଛି। ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ ଘଟିଛି।

Sambad is now on WhatsApp
Join and get latest news updates delivered to you via WhatsApp
ମୃତକ ହେଲେ ସୁଶାନ୍ତ ଟୁଡୁ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ହତ୍ୟାକାରୀ ସାଙ୍ଗକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି । ଦୁଇ ସାଙ୍ଗଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ଉପୁଜିଥିଲା ସେନେଇ ପୁଲିସ୍ ତଦନ୍ତ ଜାରି ରଖିଛି।
[ad_2]