ସ୍ୱାସ୍ଥ୍ୟ

ଥଣ୍ଡା, ଜ୍ୱର, କାଶ, ବନ୍ଦ ନାକ, ଛାତିରେ କଫକୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର, ନିଶ୍ଚୟ ଥରେ ବ୍ୟବହାର କରନ୍ତୁ ତୁରନ୍ତ ମିଳିବ ଆରାମ

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକ ପାଇଁ ଏପରି ଏକ ଘରୋଇ ଉପାୟ ବିଷୟରେ କହିବି ,ଯାହା ଆପଣକ ଥଣ୍ଡା , କାଶ , ବନ୍ଦ ନାକ ଭଳି ସମସସ୍ୟାର ଉପଚାର ଅଟେ । ଆଜି କାଲି ବଦଳୁ ଥିବା ପବନରେ ଦିଗ ବାୟୁମଣ୍ଡଳର ଦୂଷିତ ପବନ ଦ୍ଵାରା ଓ ତଥ ସହିତ ଆମ ଖାଦ୍ୟ ପାନ୍ୟ ଅଧିକ ଥଣ୍ଡା ପଦାର୍ଥ ର ସେବନ ଯୋଗୁଁ ମଧ୍ୟ ଆମେ ଏହି ସବୁ ସମସ୍ୟାର ସମୁଖୀନ ହୋଇଥାଉ । ଘରେ ଛୋଟ ପିଲାରୁ ନେଇ ବଡ ଲୋକ ମଧ୍ୟ ଏହି ସମସ୍ୟାର ଶିକାର ହୋଇଥାନ୍ତି ।

ଏହାର ପ୍ରଭାବ ଅଧିକାଂଶ ସମୟ ରାତ୍ରିରେ ଦେଖାଦେଇ ଥାଏ କାରଣ ନିଦ୍ରା ଯିବା ସମୟରେ ହି ଏହା ଅଧିକ ମାତ୍ରାରେ ଆମକୁ ପ୍ରଭାବିତ କରେ । ଅନେକ ଲୋକ ସୁଖଦାୟକ ନିଦ୍ରା ହୋଇପାରେ ଘରର ଅନ୍ୟ ସଭ୍ୟ ମଧ୍ୟ ଶୋଇପାରନ୍ତି ନାହି । ତେଣୁ ଏହା ପାଇ ଅନେକ ଔଷଧ ର ସେବନ କରନ୍ତି । ଅର୍ଥ କୁ କର୍ଚ କରିଥାନ୍ତି ମାତ୍ର ଏହା ତୁରନ୍ତ କାମ କରିନଥାଏ ।

ଅନେକ ପରାମର୍ଶ ନେଇ ସବୁ ପ୍ରକାରର ଉପାୟକୁ କରିଥାନ୍ତି । ଯଦି ଆପଣମାନେ ଏହି ଉପାୟକୁ ଥରେ କରିବା ଦ୍ଵାରା ଏହାର ତୁରନ୍ତ ଉପଯୋଗ କେଏନ ଜାଣିପାରିବେ । ତେଣୁ ଆସନ୍ତୁ ଜାଣିବା ଏହା କିପରି ତିଆରି କରିବାର ପ୍ରଣାଳୀ ।  ଏହାର ପ୍ରଥମ ପଦାର୍ଥ ହେଉଛି ଅଦା ଏହାକୁ ଆପଣ ଶହେ ଗ୍ରାମ ନେଇପାରିବେ ।

କାରଣ ଅଦା ଆମର ଥଣ୍ଡା କାଶ କୁ ଦୂରକରିବାରେ ସାହାଯ୍ୟ କରିଥାଏ ,ଏବଂ ଏହାର ସବୁ ଦିନ ଉପଯୋଗ ଯୋଗୁ ଏହା ଆମର ଥଣ୍ଡା କାଶର ସମସ୍ୟାକୁ ହେବାକୁ ଦେଇନଥାଏ । ତେଣୁ ଏହି ଅଦାକୁ ଆପଣ ଭଲ ଭାବରେ ଧୋଇ ଏହାକୁ ଗ୍ଯାସ ଉପରେ କିଛି ସମୟ ପାଇଁ ସେକି ନିଅନ୍ତୁ । ଦେଖିବେ ଏହା କରିବା ହେତୁ ଏହାର ପ୍ରଭାବ ଦୁଇ ଗୁଣ ହୋଇଥାଏ ।

ଏହାକୁ ପ୍ରୟଗ ଦ୍ଵାରା ପୁରୁଣାକୁ ପୁରୁଣା ଥଣ୍ଡା କାଶ ଭଲ ହୋଇଯାଏ । ଅଦାକୁ ସେତେ ପଯ୍ୟତ ଫ୍ରାଏ କରନ୍ତୁ ଯେତେ ଯାଏ ଏହାର ଚୋପା କଳା ରଙ୍ଗ ନ ହୋଇଯାଏ ।ଏହା ପରେ ଏହାକୁ ଭଲଭାବରେ ଧୋଇନିଅନ୍ତୁ ଯେପରିକି ଏହାର କଳା ଚୋପା ଛାଡିଯିବ , ତା ‘ପରେ ଅଦାକୁ ଛୁରୀ ସାହାଯ୍ୟରେ ଏହାର ଉପର କଳା ଚୋପାକୁ ବାହାରକରିନିଅନ୍ତୁ ।

ଏହାର ଛୋଟ ଛୋଟ ଖଣ୍ଡ କରି ନେଇ ଏଥିରେ ଏକ ଚାମୁଚ ଗୋଲମରୀଚ , ଚାରୋଟି ଲବଙ୍ଗ ଏବଂ ଛୋଟ ଖଣ୍ଡ ଡାଲଚିନି ପକାନ୍ତୁ । ଏହି ସମସ୍ତ ଜିନିଷକୁ ଗ୍ରାଇଣ୍ଡରେ ପକାଇ ପାଉଡର ପ୍ରସ୍ତୁତ କରିନିଅନ୍ତୁ । ସେହି ପାଉଡର କୁ ଏକ ପାତ୍ରରେ ପକାଇ ଗ୍ୟାସ ଉପରେ ବସାନ୍ତୁ  ଏଥିରେ ଆଉ ଏକ ପଦାର୍ଥ ପକେଇବେ ତହ ହେଲା  ଗୁଡ ଏହା ମଧ୍ୟ ବହୁତ ଉପକାରୀ ଜିନିଷ ଅଟେ ।

ଏହି ସବୁ ଜିନିଷକୁ କିଛି ସମୟ ପାଇଁ ଉତ୍ତାପରେ ରଖନ୍ତୁ । ଏବେ ଆମେ ଏଥିରେ ଅଧା ଚାମୁଚ ଗୁଜୁରାତି ,କଳା ଲୁଣ ପକାଇବା ଏହାର ଆମ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏବେ ଏଥିରେ ଅଧା ଚାମୁଚ ହଲଦୀ ର ପ୍ରୟୋଗ କରିବା ଏହା ବହୁତ ଭଲ ଇମୁୟୁନିଟୀ ବୁଷ୍ଟର ର କାମ କରିଥାଏ ।

ତା ‘ ପରେ ଜୀରା କୁ ଭାଙ୍ଗି ଗୁଣ୍ଡ କରି ଏଥିରେ ମିଶେଇବା ଯାହା ହଜମ ପ୍ରକ୍ରିୟା ପାଇଁ ଭଲ ହୋଇଥାଏ । ଏବେ ଏହି ସମସ୍ତ ଜିନିଷକୁ ଏକ ପାତ୍ରରରେ ନେଇପାରିବେ ଏବଂ ଏହାର ସେବନ କରିପାରିବେ । ଏହା ଆପଣକ ସମସ୍ତ ଥଣ୍ଡା ,କାଶର ସମସ୍ୟାରୁ ଭଲ କରିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button