ସ୍ୱାସ୍ଥ୍ୟ

ଗୋଟେ ଦିନ ଏହି ଜିନିଷ ଲଗାନ୍ତୁ ଦଶଗୁଣା ବଢିବ ଚୁଟି…ଡାକ୍ତର ବି ଦେଖି ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକ ପାଇଁ ଏମିତି ଗୋଟେ ଉପାୟ କହିବି । ଯାହା ଦ୍ଵାରା କି ଆପଣମାନକ ଚୁଟି କୁ ମୋଟ କଳା ଓ ମଜବୁତ କରିପାରିବେ । ଏଥି ସହିତ ଧଳା ଚୁଟିକୁ ମଧ୍ୟ କଳା କରିପାରିବେ । ଏହାକୁ ଆପଣମାନେ ଲଗାଇ ଘଣ୍ଟାଏ  ଘଣ୍ଟାଏ ରହିବାର ନାହି । ଏହାକୁ ଆପଣମାନେ ଯେତେବେଳେ ମୁଣ୍ଡ ସଫା କରୁଛନ୍ତି । ସେହି ଦିନ ଏହାକୁ ପ୍ରୟୋଗ କରିପାରିବେ ।  ମୁଣ୍ଡ ସଫା କରିବା ପରେ ଏହାକୁ ଲଗାଇବା ଦ୍ଵାରା ସବୁ ପ୍ରକାର ପୋଷକ ମିଳିବ ଏବଂ କେଶ ପାଚିବାର ସମସ୍ୟା ମଧ୍ୟ ଦୂରେଇ ଯିବ ।

ପ୍ରାୟତ ନିଉଟ୍ରିଶନ ଅଭାବ ହେତୁ ଆମ ଚୁଟି ପାଚିଯାଇଥାଏ ଓ ଧଳା ହୋଇଯାଏ । ତେଣୁ ଏହି ଉପାୟ ପ୍ରୟୋଗ ଦ୍ଵାରା ଆପଣକ ଚୁଟିର ସମସ୍ତ ଅସୁବିଧା ଦୂର ହୋଇଯିବ । ଆଉ ଏହି ଉପାୟକୁ କରିବା ପାଇଁ କେବଳ ଆପଣକୁ ୧ ଟଙ୍କା ଅର୍ଥ କର୍ଚ କରିବାକୁ ପଡିବ । ଏହାକୁ ଆପଣମାନେ ଖୁବ୍ କମ ରେ ପ୍ରୟୋଗ କରିପାରିବେ । ଏହା ପ୍ରାୟତ ସମସ୍ତକ ଘରେ ରହିଥାଏ ।

ତାହା ହେଉଛି ଚା’ ପତି ଯାହା ଆମେ ଚା ବନେଇବା ପାଇଁ ନେଇଥାଉ । ଏହା କେବଳ ଚା ପାଇଁ ନୁହେ ଚୁଟି ପାଇଁ ମଧ୍ୟ ଅଦବୁତ ରୂପରେ କାମରେ ଆସିଥାଏ । ଚା’ ପତି ଚୁଟିର ପ୍ରାକୃତିକ ସୌନ୍ଦରୟତା ଦେଇଥାଏ ।  ଓ ବହୁତ କୋମଳ ,ସୁନ୍ଦର ମଜବୁତ ପ୍ରଦାନ କରିଥାଏ । ଚା ପତିର ଯେଉ ପାଣି ରହିଥାଏ । ଏହା କୋଣସି ବରଦାନରୁ କମ ହୋଇନଥାଏ ।

ଏହି ଉପଚାର ପାଇଁ ଆପଣ ନେବେ ଦୁଇ ଚାମଚ ଚା’ ପତି ଏକ ପାତ୍ରର ରେ ନେଇ ଏକ ଗ୍ଲାସ ପାଣି ଏଥିରେ ପକାଇ ଦଶରୁ ପନ୍ଦର ମିନିଟ୍ ପାଇଁ ଏହାକୁ ପାଣିରେ ବିଜେଇ ଦେବା । ଏଭଳି କରିବା ଦ୍ଵାରା ଚା’ ପତି ର ପୋଷାକ ପାଣି ମଧ୍ୟ ରେ ପ୍ରବେଶ କରନ୍ତି । ଏହାର ସମୟ ପୁରା ହେବ ପରେ ଆପଣ ଦେଖି ପାରିବେ ଯେ ପାଣିର ରଙ୍ଗ ପରିବତ୍ତନ ହୋଇଯାଇଥାଏ ।

ଏହା ପରେ ଏହାକୁ ଉତ୍ତାପ ଦେଇ ବା ଗ୍ଯାସ ଉପରେ ଏହାକୁ ତିନି ରୁ ଚାରି   ସମୟ ପାଇଁ ପୁଟାଇବେ । ଏହା ଦ୍ଵାରା ଚା ‘ ପତିର ପୋଷକ ଗୁଣ ପାଣିରେ ଆସିଯାଏ । ଚା ‘ପତିରେ ଆଣ୍ଟି ବ୍ୟକ୍ଟେରିଆ ଗୁଣ ରହିଥାଏ ଯାହାକି ଆପଣକ ରୁପି ସମସ୍ୟାକୁ ଭଲ କରିଥାଏ । ଓ ଆମ ଚର୍ମ , କେଶ ପାଇଁ ବହୁତ ଉପକାର କରିଥାଏ । ରୁପି ସମସ୍ୟା  ପାଇଁ ମଧ୍ୟ ଚୁଟି ଝଡି  ଥାଏ ପ୍ରାୟତ ପୁଅ ଓ ଝିଅ ଉଭୟ ଏହାର ସମୁଖୀନ ହୋଇଥାନ୍ତି ।

ତେଣୁ କରି ଉଭୟ ଏହାକୁ ଲଗେଇପାରିବେ । ଚା ‘ ରେ ଯେଉ ଟେନିଗ ନାମକ ଯେଉଁ ଦ୍ରବ୍ୟ ରହିଛି । ତାହା ଆମର ଚୁଟିର ଇନଫେକ୍ଶନ କୁ ଦୂରକରିଥାଏ । ଚୁଟି ଝଡି ବାରେ ଅଟକାଇଥାଏ । ପୁଟାଯାଇଥିବା ଚା’ ପତି ପାଣିକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ । ଏହା ପୂର୍ବରୁ ଚୁଟିକୁ ଭଲଭାବରେ ସଫା କରିବେ । ନଚେତ୍ ସାମ୍ପୁ ରହିଗଲେ ଏହା ଚୁଟିକୁ ଦୁର୍ବଳ କରିଦିଏ ।

ତେଣୁ କରି ଚୁଟି ସଫା କରିବା ପରେ ଏହି ଚା’ ପତି ପାଣିକୁ ଚୁଟି ଉପରେ ପକାଇ ଯେତେ ସମୟ ସମ୍ଭବ ହେଉଛି ଚୁଟିରେ ଲଗାଇ ରଖନ୍ତୁ । ଏହାର ପ୍ରଥମ ପ୍ରୟୋଗରୁ ହି ଆପଣ ଚୁଟିର ରେଜଲ୍ଟ ଦେଖିବେ । ଏହାର ବାରମ୍ବାର ପ୍ରାୟୋଗରୁ ଆପଣକ ଚୁଟି କଳା , ମଜବୁତ ଚୁଟିର ଵହ,ଚମକ ବଡିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button