ସ୍ୱାସ୍ଥ୍ୟ

ଏହି କିଛି ଖାଦ୍ୟ ଖାଇବା ଆଗରୁ ଥରେ ଭାବି ସୁନିଶ୍ଚିତ କରନ୍ତୁ, କାରଣ ଏଇ ସବୁ ଖାଦ୍ୟ ଖାଇଲେ ଆପଣ ଙ୍କ ଅନ୍ତନଳୀ ଖୁବ୍ ଶୀଘ୍ର ହୋଇପାରେ ନଷ୍ଟ …

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜଳ ଆମ ଜୀବନର ଏକ ପ୍ରଧାନ ଉତ୍ସ ଅଟେ। ଆମ ଶରୀର ପାଇଁ ଜଳ ମଧ୍ଯ ନିତ୍ୟାନ୍ତ ଆବଶ୍ୟକ ଅଟେ। ଯଦି ଆପଣ ସଠିକ୍ ଭାବରେ ଜଳ ପିଇବେ ନାହିଁ।
ତେବେ ଆପଣ ଏଥିପାଇଁ ଅନେକ ସମସ୍ୟାର ମଧ୍ୟ ସମୁଖୀନ ହୋଇ ପାରନ୍ତି। ଜଳ ଅଭାବରୁ ମଧ୍ୟ ଅନେକ ଲୋକ ଅନେକ ରୋଗର ଶିକାର ହୋଇ ଥାଆନ୍ତି। ଜଳ ଅଭାବରୁ ଅନ୍ତନଳୀ ସୁଖୀ ଯିବା ଦ୍ବାରା ଅନେକ ପ୍ରକାରର ରୋଗ ହୋଇଥାଏ।
ଆମେ ଏବେ ଆପଣଙ୍କୁ ସେହି ରୋଗ ମାନଙ୍କ ସମ୍ପର୍କରେ କହିବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଥିବେ କି ଗ୍ରୀଷ୍ମ ଦିନରେ ଆମ ଶରୀର ଅନେକ ଜଳ ଆବଶ୍ୟକ କରିଥାଏ।
Special Report
ଆଉ ଏହି ଦିନରେ ଜଳ ର ହ୍ରାସ ଦେଖା ଦେଲେ ଆମେ ମାନେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାଉ।ଯେତେବେଳେ ଶରୀର ଭିତରେ ଜଳର ଅଭାବ ଥାଏ ସେତେବେଳେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମର ଅଭାବ ହେତୁ ଏସିଡ୍ ବଢ଼ିବାରେ ଲାଗେ।
 ଏହା ବ୍ୟତୀତ ଏହା ଆପଣଙ୍କ ପେଟର pH କୁ ନଷ୍ଟ କରିଥାଏ ଏବଂ ପେଟ ସହିତ ଜଡିତ ଅନେକ ରୋଗ ମଧ୍ୟ ଦେଖା ଯାଇ ଥାଏ। ତେବେ ଆପଣ ମାନେ ଜାଣିଥିବେ କି ପ୍ରାୟତଃ ସମୟରେ କୋଷ୍ଠ କଠିନ୍ୟ ଜନିତ ସମସ୍ୟା ମଧ୍ଯ ଦେଖା ଯାଇଥାଏ।
ଜଳ ର ଅଭାବରୁ ଅନ୍ତନଳୀ ତାର କାର୍ଯ୍ୟ ସଠିକ୍ ଭାବରେ ସମାପନ କରି ପାରେ ନାହିଁ। ଆଉ ଏଥିପାଇଁ ଲୋକ ମାନେ ମଧ୍ୟ କୋଷ୍ଠ କାଠିନ୍ୟ ଭଳି ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି।
Special report
ଏହା ବ୍ୟତିତ ଆପଣ ମାନେ ଦେଖିଥିବେ କି ପ୍ରାୟତଃ ସମୟରେ ଲୋକ ମାନେ ଖୁବ ବାନ୍ତି କରନ୍ତି ଏହାର କାରଣ ମଧ୍ଯ ଏକମାତ୍ର ହୋଇଥାଏ ଜଳର ଅଭାବ। ଜଳର ଅଭାବରୁ ଲୋକ ମାନଙ୍କର ଖୁବ ବାନ୍ତି ହୋଇଥାଏ।
ଏବଂ ଅନେକ ମାରାତ୍ମକ ରୋଗ ମଧ୍ୟ ହୋଇଥାଏ। ସେଥିପାଇଁ ଆପଣ ମାନେ ସଠିକ୍ ମାତ୍ରାରେ ପାଣି ପିଇବା ସହ ସଠିକ୍ ଭାବରେ ଖାଇବା ମଧ୍ୟ ଖାଆନ୍ତୁ। ଯାହା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button