ରାଜନୀତି

ରାସ୍ତା ନାହିଁ ତ ଭୋଟ ନାହିଁ: ବାଘମୁଣ୍ଡା ଗାଁ’ ଗ୍ରାମବାସୀଙ୍କ ଭୋଟ ବର୍ଜନ – Kalinga News

[ad_1]

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁରେ  ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି। ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନ ପାଖରେ ଗ୍ରାମବାସୀମାନେ ଦାବି କରି ଆସୁଛନ୍ତି। ହେଲେ ଏପର୍ଯ୍ୟନ୍ତ ରାସ୍ତା ତିଆରି ହେଇ ପାରିନାହିଁ। କେବଳ ରାସ୍ତା ନୁହେଁ ସ୍କୁଲରେ ଶିକ୍ଷକ ମଧ୍ୟ ନାହାନ୍ତି।, ପିଇବା ପାଣିର ଅସୁବିଧା ଭଳି ପ୍ରସଙ୍ଗରେ ଗ୍ରାମବାସୀମାନେ ସରକାରଙ୍କୁ ଘେରିଛନ୍ତି। ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଜିଦରେ ସ୍କୁଲ ସାମ୍ନାରେ  ଭୋଟରମାନେ ବସି ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button