ରାଜନୀତି
ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ – Kalinga News

[ad_1]
ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟରମାନେଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୫.୭୬ ପ୍ରତିଶତ ମତଦାନ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୩୬.୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ହରିୟାଣାରେ ୨୨.୦୯ ପ୍ରତିଶତ ମତଦାନ ହୋଇଛି। ସେହିପରି ଦିଲ୍ଲୀରେ ୨୧.୬୯ ପ୍ରତିଶତ, ଝାଡଖଣ୍ଡରେ ୨୭.୮୦ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୨୩.୧୧ ପ୍ରତିଶତ ଉତ୍ତରପ୍ରଦେଶରେ ୨୭.୦୬ ପ୍ରତିଶତ
ଏବଂ ବିହାରରେ ୨୩.୬୭ ପ୍ରତିଶତ ମତଦାନ ହୋଇଛି ।
[ad_2]




