ଅପରାଧ
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ସମୟରେ ରାସ୍ତା ରୋକ କଲେ ବିରୋଧୀ ପ୍ରାର୍ଥୀଙ୍କ ସମର୍ଥକ – Kalinga News

[ad_1]
ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ତରିମୁଳ ପଞ୍ଚାୟତ କଣ୍ଟାରୋହି ଛକରେ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ରାଲି କରୁଥିବା ସମୟରେ ବିଚ୍ ରାସ୍ତାରେ ଖୁଲମ୍ ଖୁଲ୍ଲା ଗୁଣ୍ଡାଗର୍ଦି କରାଯାଇଥିବା ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡ଼ି ସାମ୍ନାରେ ରାସ୍ତା ରୋକ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ବିଜେଡି ପତାକା ଉଡ଼େଇ ନାରାବାଜି କରି ଡରେଇବା ପାଇଁ ଉଦ୍ୟମ ଦୀର୍ଘ ସମୟ ଧରି ପ୍ରଚାର ଗାଡ଼ିକୁ ଅଟକେଇ ରଖିଥିବା ଅଭିଯୋଗ ହୋଇଛି।
[ad_2]