ମହମବତୀ ପରି ତରଳିବ ଶରୀରରେ ଜମି ରହିଥିବା ଚର୍ବି ! କେବଳ ୧ ଗ୍ଳାସ ଏହି ଚମତ୍କାରୀ ଡ୍ରିଂକର ସେବନ କରି ଦେଖନ୍ତୁ

ନମସ୍କାର ବନ୍ଧୁଗଣ , ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣଙ୍କ ମୋଟାପଣ କୁ ମହମ ପରି ତରଳାଇ ପାରିବେ । ଏହା ଏକ ଘରୋଇ ଉପକରଣ ଅଟେ । ଆଜି ର ସବୁ ଠାରୁ ବଡ ସମସ୍ୟା ହେଲା ମୋଟାପଣ ସାନ ରୁ ନେଇ ବଡ ଯାଏ ସମସ୍ତକ ପାଖରେ ଦେଖିବାକୁ ମିଳିଥାଏ ।
ସାଧାରଣତ ଆମେ ଖାଉଥିବା ଜଙ୍ଗ ଫୁଡ୍ , ତଳ , ମସାଲା ଜାତୀୟ ଖାଦ୍ଯ ଶରୀରରେ ଯାଇ କଲୋଷ୍ଟ୍ରୋଲ କୁ ବୃଦ୍ଧି କରି ଲୋକମାନଙ୍କୁ ମୋଟା କରିଥାଏ । ଶରୀର ରେ ମୋଟାପଣ ବଢିବା ଦ୍ଵାରା ଆମେ ଅନେକ ଅସୁବିଧାର ସମୁଖୀନ ହୋଇଥାଉ , ଯଥା ସାମାନ୍ୟ କାମ କରିପାରିନଥାଉ , ଶରୀରରକୁ ରୋଗର ଶିକାର ହେବାକୁ ପଡିଥାଏ , ଚାଲିବା , ବସିବା ସମୟରେ ଅସୁବିଧା ଆଦି ସମସ୍ୟା ଦେଖାଯାଇଥାଏ ।
ମୋଟା ହେବା ସହଜ ହୋଇଥାଏ ମାତ୍ର ସେହି ମୋଟାପା ରୁ ପତଳା ହେବା ବହୁତ କଷ୍ଟ ହୋଇଥାଏ । ଆଜି କାଲି ଆମେ ମୋଟାପା କୁ କମେଇବା ପାଇଁ ଅନେକ ଉପାୟ , ଜିମ୍ , ବ୍ୟାୟାମ ଅଦ୍ଦି କରିଥାଉ , କିନ୍ତୁ ତାହା କୋଣସି ପ୍ରତିଫଳ ଦେଇନଥାଏ । ଆଜି ଆମେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସହଜ ଘରୋଇ ଉପାୟ କହିବୁ ତେବେ ଆସନ୍ତୁ ଜାଣିବା ଏହି ଉପାୟ ସମ୍ବନ୍ଧରେ ଅଧିକ ।
ଏଥିପାଇ ଆପଣଙ୍କୁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ଚିଆ ଦାନା ଏଥିରେ ଭିଟାମିନ , ମିନେରାଲ୍ , ପ୍ରୋଟିନ ଓ ଓମେଗା 3ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ଥାଏ ଯାହା ଶରୀରର ପାଇଁ ବହୁତ ଉପକାରୀ ଅଟେ । ଏହା ଛଡା ଏଥିରେ Solibule ଫାଇବାର ରହିଥାଏ ଯାହା ଶରୀର ମଧ୍ୟ କୁ ଯାଇ ଫୁଲିଯାଇଥାଏ । ଯାହା ଦ୍ଵାରା ଆପଣମାନଙ୍କୁ ଭୋକ କମ୍ ଲାଗିଥାଏ ।
ଚିଆ ଦାନା ରେ ମୋଟାପଣ କୁ କମେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦ୍ଵିତୀୟ ଜିନିଷ ହେଉଛି ଡାଲ ଚିନି ଏହା ଆପଣଙ୍କ ଉଚ୍ଚ ରକ୍ତଚାପ କୁ ନିୟମିତ ରଖିଥାଏ ଓ ତୃତୀୟ ଜିନିଷ ହେଲା ଲେମ୍ବୁ ଓ କଳା ଜୀରା । ଏହି ଚମତ୍କାରୀ ଜୁସ କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହୋଇଥାଏ ଏକ ଗ୍ଳାସ ଗରମ ପାଣି ଏବଂ ଏଥିରେ ଦୁଇ ଚାମୁଚ ଚିଆ ଦାନା , ଅଧା ଚାମୁଚ ଡାଲ ଚିନି ଗୁଣ୍ଡ , ଏକ ଚାମୁଚ ଲେମ୍ବୁ ରସ , ଅଧା ଚାମୁଚ କଳା ଜିରା ଓ ଶେଷ ରେ ମହୁ ମିଶେଇ ଚାମୁଚ ସାହାଯ୍ୟ ରେ ଭଲ ଭାବରେ ଗୋଳେଇ 15- 20 ମିନିଟ୍ ପାଇଁ ଡାଙ୍କି ଛାଡି ଦେବେ ।
15 ମିନିଟ୍ ପରେ ଏହି ପାଣି କୁ ପିଇ ନେବେ ଆପଣ ଦିନକୁ ଦୁଇ ଥର ଏହାକୁ ସେବନ କରିବା ଉଚିତ୍ । ସକାଳେ ଖାଲି ପେଟ ରେ ଓ ସନ୍ଧ୍ଯା ସମୟରେ ସେବନ କରିବା ଦ୍ଵାରା ଆପଣଙ୍କ ମୋଟାପଣ ଦୃତ ବେଗରେ କମିବାକୁ ଲାଗିଥାଏ । ଆପଣ ଏହି ଉପାୟ କୁ ନିଶ୍ଚୟ କାରୀ ଆପଣଙ୍କ ମୋଟାପଣ କୁ କମାନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।