ମଣିଷର ଭାଗ୍ୟ କେବେ ଲେଖା ଯାଇଥାଏ ? ଆପଣ ଏହାର ରହସ୍ୟମୟ କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆସନ୍ତୁ ଆଜି ଆମେ ଏହି ବିଷୟ କୁ ପୌରାଣିକ ବିଷୟବସ୍ତୁ ମାଧ୍ୟମ କିଛି ବିଷୟ କୁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବୁ । ଆପଣମାନେ ସମସ୍ତେ ଜାଣିଥିବେ ଯେ ଭବିଷ୍ୟତବାଣୀ ହୋଇଥିଲା କି ଦେବକୀଙ୍କ ଅଷ୍ଟମ ସନ୍ତାନ ଯଥା ଭଗବାନ ଶ୍ରୀ କୃଷ୍ଣ କଂସଙ୍କ ର ବୋଧ କରିବେ । ମାତ୍ର କଂସ କହିଲେ ମୁଁ ତ ସବୁ ସନ୍ତାନମାନଙ୍କର ହତ୍ୟା କରିବି , କିନଥି ବିଧିର ବିଧାନ କୁ କେହି ଅଟକାଇ ପାରିଲେ ନାହିଁ ।
ଗୋଟାଏ ଦିନ ନାଟକ ଶେଷ ହେଇଯାଏ ଓ ଆମମାନଙ୍କୁ ଏହି ପାତ୍ରରୁ ସବୁ ଦିନ ପାଇଁ ଯିବାକୁ ପଡିଥାଏ । ଏହା ମଧ୍ୟ ସତ୍ୟ ଅଟେ କି ଆପଣଙ୍କ ଭାଗ୍ୟ ଆପଣଙ୍କ କର୍ମ ଉପରେ ନିର୍ଭର ହୋଇଥାଏ । ଆପଣମାନେ ଯେପ୍ରକାରର କାମ କରିଥାନ୍ତି ତହି ଅନୁଯାୟୀ ଫଳ ପ୍ରାପ୍ତ କରନ୍ତି । ଆପଣ ମାନେ ଭଲ କାମ କରିଲେ ଭଲ ଆପଣ ସହିତ ରହିଥାଏ ।
କିନ୍ତୁ ଆପଣ ଜୀବନ ସାରା ଖରାପ କାମ ଲୀନ ରହିଥାନ୍ତି ତେବେ ଆପଣଙ୍କ ଆଗାମୀ ଭବିଷ୍ୟତ ଉପରେ ତାହାର ଖରାପ ପ୍ରଭାବ ପଡିଥାଏ । ଆମ ଭବିଷ୍ୟତ କୁ ଭଗବାନ ପୂର୍ବରୁ ଲେଖିଥାନ୍ତି , ମାତ୍ର ଆମ ଭାଗ୍ୟ କର୍ମ ଉପରେ ନିଭର କରିଥାଏ । ତେଣୁ ଲୋକମାନଙ୍କୁ ସର୍ବଦା ଭଲ କାମ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।